Browsing Category
ବାଣିଜ୍ୟ
ବନ୍ଦେ, ନମୋ, ଅମୃତ ଭାରତର ସଙ୍ଗମ ହେବ ବିହାର
ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ଆଧୁନିକ ଭାରତୀୟ ରେଳପଥର ତ୍ରିବେଣୀ କୁହାଯାଉଥିବାବେଳେ ବିହାର ଏହାର ସଙ୍ଗମସ୍ଥଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪ରେ ବିହାରକୁ ଆଉ ଏକ ନୂତନ ରେଳସେବାର ଶୁଭାରମ୍ଭ କରିବେ। ମଧୁବାଣୀରୁ ସେ ଭିଡିଓ କନଫରେନ୍ସିଂ…
ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ : ସଫଳତାର ସହ କାର୍ଯ୍ୟକ୍ଷମ ହେଲା ୩୩ କେଭି ଫିଡର, ୧୦,୦୦୦ ରୁ…
ଭୁବନେଶ୍ବର: ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କରି, ଟିପିସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସାଲେପୁର ଅଞ୍ଚଳର ନୂତନ ୧୩୨/୩୩ କେଭି ବହୁଗ୍ରାମ (ଆତୋଡା) ଗ୍ରୀଡରୁ ୩୩ କେଭି (ସିକେଟି-୨) ଫିଡରକୁ ସଫଳତାର ସହିତ କାର୍ଯ୍ୟକ୍ଷମ…
ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ
ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ରେଳ ମଣ୍ଡଳ ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ୨୬ ପର୍ଯ୍ୟନ୍ତ ରାଉରକେଲା-ବଣ୍ଡାମୁଣ୍ଡା ରେଳ ସେକ୍ସନରେ ମଲ୍ଟି-ଟ୍ରାକିଂ ଲାଇନଗୁଡ଼ିକର କାର୍ଯ୍ୟକ୍ଷମର ଅଂଶ ଭାବରେ…
ଇପିଏଫଓରେ ଯୋଡ଼ିହେଲେ ୧୬.୧୦ ଲକ୍ଷ ନୂତନ ସଦସ୍ୟ
ଅବସର ପାଣ୍ଠି ପରିଚାଳନା କରୁଥିବା କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ (ଇପିଏଫଓ) ଫେବୃଆରୀରେ ମୋଟ ୧୬.୧୦ ଲକ୍ଷ ନେଟ୍ ନୂତନ ସଦସ୍ୟ ଯୋଡିଛି। ସୋମବାର ପ୍ରକାଶିତ ସର୍ବଶେଷ ବେତନ ତଥ୍ୟ ଅନୁଯାୟୀ, ଗତ ବର୍ଷ ସମାନ ମାସ ତୁଳନାରେ ଏହି ସଂଖ୍ୟା ୩.୯୯% ଅଧିକ ରହିଛି। ଶ୍ରମ ମନ୍ତ୍ରଣାଳୟ ଏକ…
କ୍ୟାଭିଟି ଏବଂ ଦନ୍ତ କ୍ଷୟ: ଡାବର ଲାଲ ପେଷ୍ଟ ସହିତ ପ୍ରତିଷେଧକ ଯତ୍ନ
ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଦନ୍ତ ଚିକିତ୍ସା ବିଭାଗର ପ୍ରଫେସର ତଥା ପିଏଚଡି ଡାକ୍ତର ସୋନିଆ ଦତଙ୍କ କହିବାନୁଯାୟୀ ଉଭୟ ଶିଶୁ ଓ ବୟସ୍କଙ୍କ ଉପରେ ପ୍ରଭାବ ପଡ଼ୁଛି । ଖରାପ ପାଟି ପରିଚ୍ଛନ୍ନତା ଅଭ୍ୟାସ ସହିତ ପୁନଃପ୍ରକ୍ରିୟାକୃତ ଖାଦ୍ୟ ଏବଂ କାର୍ବୋନେଟେଡ୍ ପାନୀୟ ସେବନ ଏହି ବଢୁଥିବା!-->…
ଯାଜପୁର ରୋଡରେ ଟାଟା ଷ୍ଟିଲ୍ ମେଡିକାର ନୂତନ ସିଟି ସେଣ୍ଟର ଉଦଘାଟିତ
ଯାଜପୁର ରୋଡ୍ର କହ୍ନେଇପୁର ଠାରେ ‘ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ନୂତନ ସିଟି ସେଣ୍ଟର'ର ଉଦଘାଟନ ସହ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ନିଜର ସେବା ପରିସର ବିସ୍ତାର କରିଛି। ଏହି ନୂତନ ସେଣ୍ଟର ସ୍ଥାନୀୟ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ସହାୟକ ହେବ।
ଟାଟା…
ବାଙ୍ଗୁର ସିମେଂଟର ନୂଆ ଟିଭି ବିଜ୍ଞାପନରେ ବାଙ୍ଗୁର ମାଗନା ଓ ବାଙ୍ଗୁର ରୁଫଅନର ଦୃଢ଼ତାକୁ ପ୍ରଦର୍ଶିତ
ଭୁବନେଶ୍ୱର: ଶ୍ରୀ ସିମେଂଟ ପକ୍ଷରୁ ଏହାର ପ୍ରମୁଖ ବ୍ରାଣ୍ଡ ବାଙ୍ଗୁର ସିମେଂଟକୁ ନେଇ ଏକ ନୂଆ ଟିଭି ବିଜ୍ଞାପନ (ଟିଭିସି) ଉନ୍ମୋଚନ କରାଯାଇଛି, ଯେଉଁଥିରେ ଏହାର ଦୁଇ ପ୍ରମୁଖ ପ୍ରିମିୟମ ଉତ୍ପାଦ ବାଙ୍ଗୁର ମାଗନା ଓ ବାଙ୍ଗୁର ରୁଫଅନକୁ ପ୍ରଦର୍ଶିତ କରାଯାଇଛି। ବାଙ୍ଗୁର ମାଗନା ପାଇଁ ପ୍ରସ୍ତୁତ…
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭୁବନେଶ୍ୱରରେ ନୂଆ ଜୋନାଲ କାର୍ଯ୍ୟାଳୟ ଉଦଘାଟିତ
ଭୁବନେଶ୍ୱର ଜୋନ ହେଉଛି ବ୍ୟାଙ୍କ ଅଫ ବରୋଦା ପାଇଁ ଗୁରୁତ୍ୱପୂର୍ଣ୍ଣ ଯାହା ଓଡ଼ିଶା ଓ ଝାଡ଼ଖଣ୍ଡର ତଦାରଖ କରିବ, ଏହି ଜୋନ୍ ଢ଼ାଂଚା ଅଧୀନରେ ୫ଟି ଆଂଚଳିକ କାର୍ଯ୍ୟାଳୟ ରହିଛି
ଏହି ଜୋନରେ ୩୩୭ ଶାଖାର ନେଟୱର୍କ ଥିବା ବେଳେ ୬୭% ଶାଖା ଗ୍ରାମାଚଂଳ ଓ ଅର୍ଦ୍ଧ-ସହରାଂଚଳରେ ରହିଛି…
ଲାଇଫ୍ ହୋଟେଲ ଭୁବନେଶ୍ୱର ଠାରେ ଥାଇ ଫୁଡ୍ ଫେଷ୍ଟିଭାଲ ୨୦୨୫ ଆୟୋଜିତ
ଭୁବନେଶ୍ୱର : ଲାଇଫ୍ ହୋଟେଲ୍ସ ଭୁବନେଶ୍ୱର, କୋଲକାତାର ରୟାଲ ଥାଇ କନ୍ ସୁଲେଟ୍ ଜେନେରାଲଙ୍କ ସହ ମିଳିତ ଭାବରେ ଏକ ଆକର୍ଷଣୀୟ ଉତ୍ସବ ଥାଇ ଫୁଡ୍ ଫେଷ୍ଟିଭାଲ୍ ୨୦୨୫ ଏପ୍ରିଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରିଛି । ଲାଇଫ୍ ହୋଟେଲରେ ପ୍ରସିଦ୍ଧ ସେଫ୍ ସାରା ପାଣିସରାଙ୍କ ଦ୍ୱାରା ପ୍ରକୃତ!-->…
ଟାଟା ଏଆଇଜି ପକ୍ଷରୁ ପରବର୍ତୀ ପିଢ଼ିର ସ୍ୱାସ୍ଥ୍ୟ ଯୋଜନା ‘ମେଡିକେୟାର ସିଲେକ୍ଟ’ର ଉନ୍ମୋଚିତ
ବିତରଣ ବ୍ୟବସ୍ଥାର ବ୍ୟାପକ ବୃଦ୍ଧିର ଅଂଶ ସ୍ୱରୂପ ୨୦୨୭ ଆର୍ôଥକ ବର୍ଷ ସୁଦ୍ଧା ହସ୍ପିଟାଲ ନେଟୱର୍କକୁ ୧୧,୫୦୦ରୁ ବଢ଼ାଇ ୧୪,୦୦୦ କରିବାକୁ ଯୋଜନା
ଭୁବନେଶ୍ୱର: ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଏହାର ଖୁଚୁରା ସ୍ୱାସ୍ଥ୍ୟ ପୋର୍ଟଫୋଲିଓକୁ ସୁଦୃଢ଼ କରିବା ଏବଂ ସମଗ୍ର ଭାରତରେ…