Browsing Category

ଜୀବନ ଚର୍ଯ୍ୟା

ସିଗାରେଟ ନିଶା ଚାଡୁନି ?

ବହୁ ଚେଷ୍ଟା ସତ୍ତେ୍ୱ୍ୱ ଯଦି ସିଗାରେଟ ନିଶା ଛାଡୁନି, ଏଥି ପାଇଁ ଆପଣାନ୍ତୁ କିଛି ସହଜ ଉପାୟ ଯାହା କି ଆପଣଙ୍କୁ ଏଭଳି ଏକ ସମସ୍ୟାରୁ ମୁକ୍ତି ଦେବ । ଏକଥା ସମସ୍ତଙ୍କୁ ଜଣା ସ୍ମୋକିଂ ଯୋଗୁଁ, କ୍ୟାନସର, ହାର୍ଟ ଆଟାକ, ଅଲ୍ସର , ଅଷ୍ଟିଓସ୍ପୋରୋସିସ, ଷ୍ଟୋକ ଏବଂ ଏକଜିିମା ଭଳି ସମସ୍ୟା…

ସକାଳ ଖରାରୁ ମିଳିଥାଏ ପିଲାମାନଙ୍କ ପାଇଁ ଭିଟାମିନ୍-ଡି

ଭିଟାମିନ୍-ଡି ପିଲାମାନଙ୍କ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ଏହା ପିଲାମାନଙ୍କର ଦାନ୍ତ ଓ ହାଡ଼କୁ ଶକ୍ତ କରାଇବା ସହ ହାଡ଼କୁ ଯୋଡ଼ିବାରେ ସାହାଯ୍ୟ କରିଥାଏ । ସକାଳର ସୂର୍ଯ୍ୟକିରଣରୁ ପ୍ରଚୁର ପରିମାଣରେ ଭିଟାମିନ୍-ଡି ମିଳିଥାଏ । ମାତ୍ର ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତ ଏକ…

ମେହେନ୍ଦୀର ଉପକାରୀତା

କୌଣସି ବିବାହ ଏବଂ ପର୍ବପର୍ବାଣି ଆସିଲେ କୁଅଁରି ଝିଅ ଏଭଂ ନାରୀ ମାନେ ନିଜ ହାତକୁ ମେହେନ୍ଦିରେ ସୁସଜ୍ଜିତ କରିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମେହେନ୍ଦି ଏକ ଆୟୁବେଦିକ ଔଷଧ । ଏହାକୁ ଲାଗଇବା ଦ୍ୱାରା ନାନଦି ରୋଗରୁ ଉପଶମ ମିଳେ । ତେବେ ଆସନ୍ତୁ ଜାଣିବା ଏହାର…

ସୁନ୍ଦର ତ୍ୱଚା ପାଇଁ କେତୋଟି ଘରୋଇ ଉପାୟ

ସମସ୍ତେ ନିଜ ତ୍ୱଚାକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ନିମନ୍ତେ ବିଭିନ୍ନ ରାସାୟନିକ ଦ୍ରବ୍ୟ ଓ କ୍ରିମ୍ ବ୍ୟବହାର କରିଥାଆନ୍ତି । କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ପାଶ୍ୱର୍ ପ୍ରତିୁକ୍ରିୟା ପକାଇଥାଏ । କିନ୍ତୁ ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ତଥା ମୁଲାଲମ କରିବା ପାଇଁ ଆପଣ କେତୋଟି ଘରୋଇ ଉପାୟ…

ଫ୍ୟାଶନ ଡିଜାଇନିଂ କୋର୍ସର ଉପକାରିତ

ଆଜିକାଲି ବର୍ଦ୍ଧିତ ଆଧୁନିକ ଦୁନିଆରେ ପ୍ରତ୍ୟେକ ଫ୍ୟାସନର ନୂଆ ନୂଆ ଡିଜାଇନ ସହ ଭିନ୍ନ ଭିନ୍ନ କଲର କମ୍ବିନେସନ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଫ୍ୟାସନ ଡିଜାଇନିଂର କ୍ରେଜ ବି ଦିନକୁ ଦିନ ବଢାବାରେ ଲାଗିଛି । କିଛି ନା କିଛି ନୂଆ କରିବାର ଇଚ୍ଛୁକ ଥିାବା ବିଦ୍ୟାର୍ଥୀଙ୍କ ପାଇଁ…

ଅଂଶୁଘାତରୁ କିପରି ରକ୍ଷା ପାଇବେ

ଦିନକୁ ଦିନକୁ ଗ୍ରାଷ୍ମର ପ୍ରାଦୁରଭାବ ପ୍ରଚୁର ମାତ୍ରାରେ ବଢିବାରେ ଲାଗିଛି, ଯାହା ଫଳରେ ଅଂଶୁଘାତ ହେବାର ଅନେକାଂଶରେ ସମ୍ଭାବନା ରହିଥାଏ, ତେବେ ଏହି ରୌଦ୍ରତାପରୁ ରକ୍ଷାପାଇବା ପାଇଁ ଆସନ୍ତୁ କିଛି ଘରୋଇ ଉପଚାର ସମ୍ବନ୍ଧରେ ଜାଣିବାଗ୍ରୀଷ୍ମକାଳରେ ରୌଦ୍ରତାପ ଓ ଲୁ ଯୋଗୁଁ ବହୁ ଲୋକ ଅଂଶୁଘାତର…

ହୋମିଓପାଥି ଔଷଧ ବ୍ୟବହାରକାରୀଙ୍କ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଅନେକ ବ୍ୟକ୍ତି ହୋମିଓପାଥି ଔଷଧ ଦ୍ୱାରା ଚିକିତ୍ସିତ ହୋଇଥାଆନ୍ତି । କିନ୍ତୁ ଏହାକୁ ଠିକ୍ ଭାବରେ ବ୍ୟବହାର ନକଲେ ଏହା ଶରୀର ଉପରେ ସଠିକ୍ ଭାବରେ ପ୍ରଭାବ ପକାଇ ନଥାଏ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ । ତେବେ ଆସନ୍ତୁ ଜାଣିବା ଡା. ଜୁହି ଗୁପ୍ତା ଏହା ଉପରେ…

ଖାଲି ପେଟରେ କ’ଣ ଖାଇବା ଅନୁଚିତ

ଶରୀରକୁ ସୁସ୍ଥ ରଖିବା ପାଇଁ ଉତ୍ତମ ଖାଦ୍ୟ ଗ୍ରହଣର ଆବଶ୍ୟକତା ରହିଛି । କିନ୍ତୁ ଖାଦ୍ୟ ଗ୍ରହଣ କରିବା ଯେତେ ଜରୁରୀ ଠିକ୍ ସମୟରେ ତଥା ଠିକ୍ ଭାବରେ ଖାଦ୍ୟ ଖାଇବା ମଧ୍ୟ ସମ ପରିମାଣରେ ଜରୁରୀ । ଆପଣ ଜାଣନ୍ତି କି, ଖାଲି ପେଟରେ କିଛି ଖାଦ୍ୟ ଖାଇଲେ ଏହା ଶରୀର ନିମନ୍ତେ କ୍ଷତିକାରକ ହୋଇଥାଏ?…

ପିଲାଙ୍କ ପରିକ୍ଷା ପାଇଁ ମାଙ୍କୁ ଟିପ୍ସ

ଆସିଗଲାଣି ପରୀକ୍ଷା ରୂତୁ । ଛାତ୍ରମାନଙ୍କ ସହିତ ଅଭିଭାବକ ମଧ୍ୟ ଚିନ୍ତାରେ । କେମିତି ଭଲ ମାର୍କ ରଖିବେ କେମିତି ଉଜ୍ୱଳ ଊବିଷ୍ୟତ ଗଢିବେ । କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ଏହି ସବୁକଥା ଭାବି ଚିନ୍ତାଗ୍ରସ୍ତ ହେଉଛନ୍ତି ପିଲାମନେ । କିନ୍ତୁ ପରୀକ୍ଷା ପୂର୍ବରୁ ଷ୍ଟ୍ରେସ ନ…