Browsing Category
ଜୀବନ ଚର୍ଯ୍ୟା
ରକ୍ତଚାପ ଏବଂ ଶୁଖିଲା କାଶକୁ ଦୂର କରେ ହେଙ୍ଗୁ, ଜାଣନ୍ତୁ ଏହାର ଉପକାରିତା
ଓଡିଶାରେ ହେଙ୍ଗୁର ବହୁ ଆଦର ରହିଛି । ପୁରୀର ବାଡିଆ ଡାଲେମାରେ ହେଙ୍ଗୁର ବହୁଳ ବ୍ୟବହାର କରାଯାଏ । ଏହା ବ୍ୟତୀତ ଅଦା ହେଙ୍ଗୁ ଖେଚେଡିର ସ୍ୱାଦ ନିଆରା ଭାରତୀୟ ଭୋଜନରେ ବିଭିନ୍ନ ପ୍ରକାରର ମସଲାର ବ୍ୟବହାର ହୋଇଥାଏ ।
ଆଉ ଏହି ମସଲା କେବଳ ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ…
ମନକୁ ଶାନ୍ତ କରିଥାଏ କର୍ପୁର : ଆହୁରି ରହିଛି ଅନେକ ଫାଇଦା
ହିନ୍ଦୁ ପରମ୍ପରାରେ କର୍ପୁରର ଧାର୍ମିକ ମହତ୍ତ୍ବ ରହିଛି। ଏହା ପୂଜା ପଦ୍ଧତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଶୀତଦିନେ ପୁରୁଣା ପୋଷାକକୁ ପୋକ ଦାଉରୁ ରକ୍ଷାକରିବା ପାଇଁ କର୍ପୁରର ପ୍ରୟୋଗ କରାଯାଏ। ଏସବୁ ବ୍ୟତୀତ କର୍ପୁରର ଆହୁରି ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀର ଏବଂ ମନ ଦୁଇଟିକୁ ସୁସ୍ଥ…
କିପରି କରିବେ ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ
ହିନ୍ଦୁ ପୌରାଣିକ କଥା ଅନୁସାରେ, ସୂର୍ଯ୍ୟ ହେଉଛନ୍ତି ବ୍ରାହ୍ମଣଙ୍କର ଇଷ୍ଟ ଦେବ । ପଞ୍ଚଦେବତାଙ୍କ ମଧ୍ୟରେ ସୂର୍ଯ୍ୟ ହେଉଛନ୍ତି ପ୍ରମୁଖ । ରବିବାର ସୂର୍ଯ୍ୟଙ୍କର ବାର ହୋଇଥିବାରୁ ଏହି ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚନା କରିବା ଦ୍ୱାରା, ସମସ୍ତ ମନୋସ୍କାମନ ପୂରଣ ହୁଏ ବୋଲି କଥାରେ…
ଶରୀରରେ ସୁଗାରର ପରିମାଣ ନିୟନ୍ତ୍ରଣ ପାଇଁ କ୍ଷୀରରେ ପିଅନ୍ତୁ ଏହି ଜିନିଷ
ମଧୁମେହ ଏପରି ଏକ ରୋଗ ଯାହା ଥରେ କାହାକୁ ହୋଇଗଲେ ଏହା ଅନ୍ୟ ରୋଗର କାରଣ ହୋଇଯାଏ । ଖରାପ ଜୀବନଶୈଳୀ ସହିତ ଏହା ପଛରେ ଅନ୍ୟାନ୍ୟ କାରଣ ମଧ୍ୟ ହୋଇଥାଏ । ଜଣେ ମଧୁମେହ ରୋଗୀ ତାଙ୍କ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଆପଣଙ୍କ ରକ୍ତରେ ସୁଗାର ପରିମାଣ ଅଧିକ, ତେବେ ଅନ୍ୟାନ୍ୟ…
ବାସ୍ତୁ ଅନୁଯାୟୀ ନୂଆ ଘରର କେଉଁ ଦିଗରେ ମୁଖ୍ୟ ଦ୍ୱାରା ରହିବା ଉଚିତ, ଜାଣନ୍ତୁ
ବାସ୍ତୁରେ ଦିଗଗୁଡିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଘରର ମୁଖ୍ୟ ଦ୍ୱାର ସଠିକ୍ ଦିଗରେ ରହିବା ଉଚିତ୍ । ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହିପରି ଘରେ ସୁଖ, ସମୃଦ୍ଧି, ଶାନ୍ତି ରହିଥାଏ । ଯଦି ଆପଣ ଏକ ନୂତନ ଗୃହ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି, ତେବେ…
ଦୈନନ୍ଦିନ ଜୀବନରେ ଘିଅ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଆସନ୍ତୁ ଜାଣିବା
ବହୁ ପୁରାତନ କାଳରୁ ଖାଦ୍ୟ ପ୍ରସ୍ତୁତିରେ ଘିଅର ବହୁଳ ବ୍ୟବହାର ହୋଇଆସୁଛି । ଏହା ଏକ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ମନ୍ଦିର, ମଠ ଇତ୍ୟାଦିରେ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତି ପାଇଁ ବର୍ତ୍ତମାନ ମଧ୍ୟ ଘିଅର ବ୍ୟବହାର ହୋଇଆସୁଛି । ଘିଅ ଭିଟାମିନ ଏ, ଇ ଏବଂ କେର…
ଆଜି ବିଶ୍ୱ ଯୋଗ ଦିବସ, ସୁସ୍ଥ ଶରୀର ପାଇଁ ଦିନଟିଏ
ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏଥିପାଇଁ ଶୀର୍ଷକ ରହିଛି “ଯୋଗ ସହ ରୁହନ୍ତୁ, ଘରେ ରୁହନ୍ତୁ” ବା “Be with Yoga, Be at Home”। ସୁସ୍ଥ ଜୀବନଶୈଳୀ ପାଇଁ ଘରେ ରହି ଯୋଗାଭ୍ୟାସ କରିବା ସକାଶେ ଏହି ଶୀର୍ଷକ ଲୋକମାନଙ୍କୁ…
ପାଟିରୁ ପିଆଜ ରସୁଣ ଗନ୍ଧ ଦୂର କରିବା ପାଇଁ କରନ୍ତୁ ଏହି ସରଳ ଉପାୟ
ଆମେ ସମସ୍ତେ ଏହା ଜାଣୁ ଯେ ପିଆଜ ରସୁଣ ଖାଇବା ଦ୍ବାରା ଆମକୁ ଏକ ଅଲଗା ସ୍ବାଦ ମିଳିଥାଏ କିନ୍ତୁ ପିଆଜ ରସୁଣ ଖାଇବା ଦ୍ବାରା ଆମ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।
ପିଆଜ ଏବଂ ରସୁଣରେ ଏଲିସିନ୍,ଅଲାୟଲ ମିଥାଇଲ ସଲଫାଇଡ ଏବଂ ସିସଟିନ ସଲଫୋକ୍ସାଇଡ ଭଳି କେତେକ ଖାସ୍ ଉପାଦାନ ରହିଥିବାରୁ ଏହା…
ଫେସିଆଲ ପରେ ଭୁଲରେ କରନ୍ତୁ ନାହିଁ ଏହି କାମ
ଫେସିଆଲ୍ କରିବା ପରେ ୩/୪ ଘଣ୍ଟା ଯାଏ ମୁହଁ ଧୋଇବା ଅନୁଚିତ୍ । ମୁହଁ ଧୋଇବା ଦ୍ୱାରା କିଛି ଲୋକଙ୍କର ତ୍ୱଚାରେ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ଯଦି ମୁହଁ ଧୋଇବା ବହୁତ ଜରୁରି ହୋଇଥାଏ, ତେବେ ମୁହଁକୁ କେବଳ ପାଣି ଛିଟା ହିଁ ମାରନ୍ତୁ । କିନ୍ତୁ ଟାୱେଲ୍ରେ ରଗଡି ପୋଛନ୍ତୁନାହିଁ ।…
ଔଷଧୀୟ ଗୁଣରେ ଭରପୁର ମେଥି, ଦେଇଥାଏ ଅନେକ ରୋଗରୁ ମୁକ୍ତି
ମେଥିଦାନାକୁ ଆମେ ଖାଇବା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଉ।ମେଥି ସ୍ବାସ୍ଥ୍ୟ ନିମନ୍ତେ ଏକ ସୁବିଦିତ ଔଷଧ ଭାବେ କାମ କରିଥାଏ। ମେଥି ଦାନା ରାତିରେ ବତୁରାଇ ରଖିଲେସକାଳେ ଖାଲି ପେଟରେ ଚୋବାଇ ଚୋବାଇ ଖାଆନ୍ତୁ ଏବଂ ସେହି ପାଣିକୁ ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟସମସ୍ୟାରୁ ଫାଇଦା…