କିପରି କରିବେ ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ


ହିନ୍ଦୁ ପୌରାଣିକ କଥା ଅନୁସାରେ, ସୂର୍ଯ୍ୟ ହେଉଛନ୍ତି ବ୍ରାହ୍ମଣଙ୍କର ଇଷ୍ଟ ଦେବ । ପଞ୍ଚଦେବତାଙ୍କ ମଧ୍ୟରେ ସୂର୍ଯ୍ୟ ହେଉଛନ୍ତି ପ୍ରମୁଖ । ରବିବାର ସୂର୍ଯ୍ୟଙ୍କର ବାର ହୋଇଥିବାରୁ ଏହି ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚନା କରିବା ଦ୍ୱାରା, ସମସ୍ତ ମନୋସ୍କାମନ ପୂରଣ ହୁଏ ବୋଲି କଥାରେ ଅଛି । କିନ୍ତୁ ଯଦି ବ୍ୟକ୍ତିର କୁଣ୍ଡଳିରେ ସୂର୍ଯ୍ୟ ଅଶୁଭ ସ୍ଥାନରେ ରହନ୍ତ. ତେବେ ବ୍ୟକ୍ତି ଜଣଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ନା ହେବାକୁ ପଡିଥାଏ । ବିଶେଷ କରି ସୂର୍ଯ୍ୟଦଶା ଯିଏ ଭୋଗ କରେ ତାକୁ ମୁଣ୍ଡବ୍ୟଥା, ଜ୍ୱର, ଚକ୍ଷୁ ରୋଗର ଆଦି ଭଳି ରୋଗର ଶିକାର ହେବାକୁ ପଡିଥାଏ । ତେବେ ନିମ୍ନରେ କିଛି ଉପାୟକରୁ ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କୁ ସଫଳତା ଆଣିବାରେ ସହାୟକ ହୋଇପାରେ ।

  • ୧- କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁଡ ଖାଆନ୍ତୁ ଏବଂ ପାଣି ପିଅନ୍ତୁ । ରବିବାର ଦିନ ଗୁଡ କ୍ଷୀରି କରି ବ୍ରାହ୍ମଣ ଓ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ସୂର୍ଯ୍ୟ ଗ୍ରହଙ୍କର ନାକାରତ୍ମକ ପ୍ରଭାବ କମ ହୋଇଥାଏ ।
    ୨- ରବିବାର ଦିନ କିଛି ଗୁଡକୁ ବୋହି ଯାଉଥିବା ପାଣିରେ ଭସାଇ ଦିଅନ୍ତୁ ।
    ୩- ଘରର ଦକ୍ଷିଣ ଦିଗରେ ଥିବା ରୁମକୁ ଅନ୍ଧାରରେ ରଖନ୍ତୁ ।
    ୪- ପକ୍ଷୀ ଏବଂ ପଶୁମାନଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରନ୍ତୁ ।

Share It

Comments are closed.