ଆମେରିକାକୁ ଭାରତର ଜବାବ, ଟ୍ରମ୍ପଙ୍କ ଭୟରେ ଅସ୍ତ୍ର ବିରତି ପାଇଁ ରାଜି ହୋଇନାହୁଁ
ନୂଆଦିଲ୍ଲୀ : ଭାରତ ଆଜି ଏହା ସ୍ପଷ୍ଟ ଭାବରେ କହିଛି ଅସ୍ତ୍ର ବିରତି ନିଷ୍ପତ୍ତି ଆମେ କୌଣସି ଚାପରେ ବେଇ ନାହୁଁ। ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଅସ୍ତ୍ର ବିରତିରେ ରାଜି ନହେବା କ୍ଷେତ୍ରରେ ସେ ଉଭୟ ଭାରତ ଓ ପାକିସ୍ଥାନ ଉପରେ ବ୍ୟାପାରିକ କଟକଣା ଲଗାଇବେ ବୋଲି!-->…