ରତ୍ନ ଭଣ୍ଡାର ଖୋଲିବା ପାଇଁ ଚିଠି ଲେଖି ଅନୁମତି ମାଗିଲା ଏଏସଆଇ

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପାଇଁ ଏଏସଆଇ ପକ୍ଷରୁ ଚିଠି ଲେଖି ଶ୍ରାମନ୍ଦଜିର ମୁକ୍ୟ ପ୍ରଶାସକଙ୍କୁ ଅନୁମତି ମଗାଯାଇଛି । ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ବର୍ତ୍ତମାନ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିନଥିଲା । ରତ୍ନଭଣ୍ଡାର କୋଲିବାକୁ ସମସ୍ତ…

ହୀରାକୁଦ ଡ୍ୟାମରେ ଖୋଲିଲା ସମୁଦାୟ ୨୦ଟି ଗେଟ

ଓଡିଶାରେ ଲଗାଣ ବର୍ଷା ହେତୁ ଦ୍ରୁତ ଗତିରେ ହୀରାକୁଦ ଜଳ ସ୍ତର ବଢିବାରେ ଲାଗିଛି । ପୂର୍ବରୁ ୧୪ଟି ଗେଟ ଖୋଲାହୋଇଥିବା ବେଳେ ପୁନର୍ବାର ୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ୬୧୫.୬୦ ଫୁଟରେ ଜଳସ୍ତର ପହଞ୍ଚିଥିବା ବେଳେ ୬୩୦ଫୁଟ ସର୍ବାଧିକ ଜଳ…

ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ । ୨୨ ବର୍ଷିୟ ଲେଫ୍ଟ ହ୍ୟାଣ୍ଡର ଅର୍ଜୁନ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନର ସଦସ୍ୟ । ସେ ୨୦୨୦-୨୧ରେ ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପାଇଁ ଦୁଇଟି ମ୍ୟାଚ ଖେଳିଥିଲେ । ସେ…

ଏପରି କିଛି ରାଶିର ବ୍ୟକ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିକୁ ଶକ୍ତିଶାଳୀଭାବେ କରିପାରନ୍ତି ନାହିଁ ସାମନା

ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଗୁଣ ଏବଂ ବ୍ୟକ୍ତିତ୍ୱ ରହିଥାଏ । କିଛି ବ୍ୟକ୍ତି ଖୁବ ମୁହଁ ଖୋର ରହିଥିବା ବେଳେ କିଛି ବ୍ୟକ୍ତି ଖୁବ ଶାନ୍ତ ଏବଂ ସରଳ ସ୍ୱଭାବର ହୋଇଥାନ୍ତି । କିଛି ଲୋକ ଅନ୍ୟ ଲୋକମାନଙ୍କର ଖରାପ ଗୁଣ କିମ୍ବା ଭୁଲ ଦେଖିବା ମାନେ ସେମାନଙ୍କୁ ମୁହଁରେ କହି ଭୁଲର ସମାନା…

ଚିଆ ସିଡ ସହିତ ଲେମ୍ବୁ ପାଣି ଜାଣନ୍ତି କି କେତେ ହାତିକାରକ

ଲେମ୍ବୁ ପାଣି ଓଜନ ହ୍ରାସ ପାଇଁ ଏବଂ ରକ୍ତ ଡିଟକ୍ସିଫିକେସନ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଗୋଟିଏ ଚାମଚ ଚିଆ ସିଡ ଅଧିକ ଉପକାରୀତା ମିଶ୍ରଣ କରିଥାଏ । ଏହା ଏକ ଏନର୍ଜି ବୁଷ୍ଟର ପରି କାମ କରୁଥିବା ବେଳେ ସମ୍ପୂର୍ଣ୍ଣ ଦିନର ଶକ୍ତି ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା କଣ କଣ ରହିଛି…

ବୁଷ୍ଟର ଡୋଜ ଭାବେ ଗ୍ରହଣ କରିହେବ କୋର୍ବିଭାକ୍ସ ଭାକ୍ସିନ

କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ବାଓଲୋଜିକାଲ-ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ ଟୀକା କୋର୍ବିଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ସ୍ୱିକୃତୀ ପ୍ରଦାନ କରାଯାଇଛି । ଏହି ଟୀକାକୁ ୧୮ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି ବୁଷ୍ଟର ଡୋଜ ଭାବେ ଗ୍ରହଣ କରିପାରିବେ । ବର୍ତ୍ତମାନ…

ଆଜି ଉପରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ ଗଜଦୀପ ଧନଖଡ

ଦେଶର ୧୪ତମ ଉପରାଷ୍ଟ୍ରପତିଭାବେ ଆଜି ଶ୍ରୀ ଜଗଦୀପ ଧନଖଡ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।ଜଗଦୀପ ଧନଖେଡେ ୫୨୮ଭୋଟ ପାଇ ବିଜୟି ହୋଇଥିବା ବେଳେ ମାର୍ଗେରେଟା ୧୮୨ ଖଣ୍ଡ ଭୋଟ ପାଇଥିଲେ ।

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ, ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି

ଦିଲ୍ଲୀରେ ଏକ ଜିମରେ ବ୍ୟାୟାମ କରିବା ସମୟରେ ଟିଭି ଜଗତର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ ହାର୍ଟ ଆଟାକର ଶିକାର ହୋଇଛନ୍ତି । ସେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ମାତ୍ର ୫୯ ବର୍ଷୟ ଏବଂ ଏହା ଶୁଣିବା ପରେ ତାଙ୍କର ବହୁ ଫ୍ୟାନ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ରାଜୁ…

ଶୁଷ୍କ ହାତରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ବିଭିନ୍ନ ସରଳ ଘରୋଇ ଉପଚାର

ହାତକୁ ବାରମ୍ବାର ଧୋଇବା କିମ୍ବା ବୟସ ଅନୁସାରେ ହାତର ଆଦ୍ରତା କମ ହୋଇ ହାତ ପାପୁଲି ଏବଂ ଆଙ୍ଗୁଠି ଗୁଡିକ ଶୁଖିଯାଇଥାଏ । ବର୍ତ୍ତମାନ କୋଭିଡ ପରଠାରୁ ସମସ୍ତଙ୍କର ସାନିଟାଇଜର ବ୍ୟବହାର କରିବାର ଅଭ୍ୟାସ ପାଇଁ ମଧ୍ୟ ହାତର ଆଦ୍ରତା କମମ ହୋଇଥାଏ ଏବଂ ହାତ ଶୁଷ୍କ ହୋଇଯାଇଥାଏ । ଆପଣ ଏହି…

ମୋଦିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୫୦୦ ରାକ୍ଷୀ ଏବଂ ୭୫ ତ୍ରିରଙ୍ଗା ପ୍ରସ୍ତୁତ କଲେ ବୃନ୍ଦାବନ ଆଶ୍ରମର ମହିଳା

ଉତ୍ତ୍ର ପ୍ରଦେଶର ବୃନ୍ଦାବନ ଆଶ୍ରମରେ ରହୁଥିବା ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୫୦୦ରା କ୍ଷୀ ଏବଂ ୭୫ଟି ତ୍ରିରଙ୍ଗା ପ୍ରସ୍ତୁତ କରି ପଠାଇଛନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସମ୍ପର୍କ କରାଯାଇଥିଲା । ଅନୁମତି ମିଳିବା ପରେ କିଛି ମହିଳା…