ବିବାହ ପରେ ପ୍ରଥମ ଥର ଏହି ଫିଲ୍ମରେ ଏକାଠି ସ୍କ୍ରିନ ସେୟାର କରିବେ ନ୍ୟୁଲି ୱେଡ ଭିକି କ୍ୟାଟ୍ରିନା
ବଲିଉଡର ଚର୍ଚ୍ଚିତ ଯୋଡି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବିବାହ ପର ଠାରୁ ଦୁହେଁ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ହେଲେ ବର୍ତ୍ତମାନ ଦୁହିଁଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବିବାହ ପରେ ଅଭିନେତା ଭିକି ଓ କ୍ୟାଟ୍ରିନାଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରୁଥିବାର…