ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଏହା ବଢାଇପାରେ କୋଲେଷ୍ଟ୍ରଲ୍

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରହିବ ତେବେ ସମସ୍ୟା ସୃଷ୍ଟି ହୋଇପାରେ ସମସ୍ତେ ଜାଣଛନ୍ତି ଯେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ନରହିଲେ ହୃଦଘାତର ସମ୍ଭାବନା ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଆପଣଙ୍କୁ…

ଏଗୁଡ଼ିକ ହେଉଛି ଦୁନିଆର ସବୁଠୁ ଉତ୍ତପ୍ତ ସ୍ଥାନ, ଯେଉଁଠାରେ କିଛି ଘଣ୍ଟା ମଧ୍ୟରେ ହୋଇପାରେ ମୃତ୍ୟୁ

ଏହି ସମୟରେ ଦୁନିଆର ଅନେକ ସ୍ଥାନରେ ଅସହ୍ୟ ଗରମ ହେଉଛି | ଆସନ୍ତୁ ଜାଣିବା ଦୁନିଆର କିଛି ଏପରି ସ୍ଥାନଗୁଡିକ ବିଷୟରେ ଯାହା ସବୁଠୁ ଉତ୍ତପ୍ତ | ଏହି ସ୍ଥାନଗୁଡିକ ଏତେ ଗରମ ଯେ ଜଣେ ବ୍ୟକ୍ତି ୧୦ ମିନିଟରେ ଏଠାରେ ଅସୁସ୍ଥ ହୋଇପାରେ କିମ୍ବା କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇପାରେ | ଡେଥ୍…

ଘରେ ଆର୍ଥିକ ସ୍ବଚ୍ଛଳତା ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ଘରେ ସକରାତ୍ମକ ଶକ୍ତି ପାଇଁ ଅନେକ ଉପାୟ ରହିଛି। ଏହି ଉପାୟ ଗୁଡିକୁ ଆପଣାଇବା ଦ୍ୱାରା ଧନସମ୍ପତ୍ତିର ଅଭାବ ହୋଇନଥାଏ। ଘରେ ସର୍ବଦା ସୁଖସମୃଦ୍ଧି ରହିଥାଏ। ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଜାଣନ୍ତୁ……. ଘରେ…

ଖରା ଦିନେ ନିୟମିତ ସାଲାଡ୍‌ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଅଦ୍ଭୁତପୂର୍ବ ଫାଇଦା

ସାଲାଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ସାଲାଡ୍‌ ଖାଆନ୍ତି । କାରଣ ସାଲାଡରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସବୁଜ ତଥା ଗ୍ରୀନ୍‌ ସାଲାଡ ଖାଇବା ଦ୍ବାରା ଶରୀରକୁ ସୁସ୍ଥ ରଖେ। ଗ୍ରୀଷ୍ମ ଋତୁରେ ତଥା ଖରା…

ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ଉତମ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ…

ବହୁ ଆଦିମ କାଳରୁ ମୁନି ଋଷିମାନେ ଯୋଗ ଆସନକୁ ମୂଳ ମନ୍ତ୍ର ରୂପେ ଗ୍ରହଣ କରିଆସିଛନ୍ତି । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଚାପମୁକ୍ତ ରହିବା ପାଇଁ ଯୋଗଆସନକୁ ଆପଣାଇ ନେବା ଆବଶ୍ୟକ । ଯୋଗ କରିବା ଦ୍ୱାରା ଶରୀରରେ ଏକ ଭିନ୍ନ ପ୍ରକାରର ଉର୍ଜାର ସଂଚରଣ ହେବା ସହିତ ଶରୀର ଏବଂ ମନକୁ ଶାନ୍ତି…

ଖରାଦିନେ ଏସିଡିଟି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ଅନେକ ଲୋକଙ୍କର ବାନ୍ତି ଓ ପେଟ ଖରାପ ସହ ସଭିଁଙ୍କ ପାଇଁ ଏସିଡିଟି ମୁଖ୍ୟ ସମସ୍ୟା ପାଲଟିଥାଏ। କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟା ଦୂର କରି ହେବ। ଖରାଦିନେ କିଛି ବିଶେଷ ଜିନିଷ ଖାଦ୍ୟରେ ସାମିଲ…

ଓଜନ କମିବା ସହ ସ୍କିନ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ ଆମ୍ବ

ଆମ୍ବ ଏପରି ଏକ ଫଳ ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ସ୍ବାଦ ଏବଂ ମିଟା ବାସ୍ନା ପାଇଁ ଏହା ବେଶ୍ ଜଣାଶୁଣା । ଆମ୍ବକୁ ଫଳର ରାଜା ମଧ୍ୟ କୁହାଯାଏ । ସ୍ବାଦରେ ଭଲ ହେବା ସହ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥିରେ ଅନେକ ପ୍ରକାରର ଭିଟାମିନ୍ ଯେପରିକି ଭିଟାମିନ୍-ଏ, ସି ଏବଂ ଡି…

ମାଛ ଙ୍କୁ ମଧ୍ୟ ଜଣାଥାଏ ବେସିକ ମାଥ, ଅଧ୍ୟୟନରେ ଖୁଲାସା

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅନେକ ପ୍ରାଣୀ କିପରି ଯୋଡିବା ଏବଂ ବାହାର କରିବା ଜାଣନ୍ତି | ସାଲାମାଣ୍ଡର୍, ମହୁମାଛି ଏବଂ ପକ୍ଷୀମାନଙ୍କର ମସ୍ତିଷ୍କ ସରଳ ଗଣିତକୁ ବୁଝିବାରେ ସକ୍ଷମ |ସ୍ୱଚ୍ଛ ପାଣିରେ ଦେଖିବାକୁ ମିଳୁଥିବା ଷ୍ଟିଙ୍ଗ୍ ରେ ମାଛ ଏବଂ ଜେବ୍ରା ମାବୁନା ସିଚ୍ଲିଡରେ…

ଥଣ୍ଡା ପାଣି କୁ ଏପରି ପିଉଛନ୍ତି କି ? ତେବେ ସାବଧାନ….

ବର୍ତ୍ତମାନ ପ୍ରବଳ ଖରାର ପ୍ରକୋପ ସହ ଅସହ୍ୟ ଗରମ ଅନୁଭବ ହେଉଛି। ଏହି ସମୟରେ ଅଧିକ ଶୋଷ ଲାଗିବା ସାଧାରଣ କଥା। ଏହାସହ ଏହି କାରଣୁୁ ସଭିଏଁ ବିିଭିନ୍ନ ପ୍ରକାର ଥଣ୍ଡା ଓ ମୃଦୁ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଅନେକ ସମୟରେ ଏପରି ଦେଖାଯାଏ, ଖରାରୁ ଆସି ବହୁ ଲୋକେ ସିଧାସଳଖ ଫ୍ରିଜରୁ…

ଗୁରୁବାର ଦିନ କରନ୍ତୁ ଏହି ୬ ଟି ଉପାୟ , ଦୃଢ଼ ହେବ ଆର୍ଥିକ ସ୍ଥିତି

ଗୁରୁବାର ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ | ଏହି ଦିନ ଦେବ ଗୁରୁ ବୃହସ୍ପତିଙ୍କୁ ମଧ୍ୟ ପୂଜା କରାଯାଏ, ସେ ଶୁଭ କାର୍ଯ୍ୟଗୁଡ଼ିକର ସଫଳତା ଏବଂ ଶୁଭତା ପାଇଁ ଜଣାଶୁଣା | ବୃହସ୍ପତି ଗ୍ରହ ଯେତେବେଳେ ଶକ୍ତିଶାଳୀ ହୁଏ, କାର୍ଯ୍ୟରେ ଅଗ୍ରଗତି, ଖ୍ୟାତି ଏବଂ ସମୃଦ୍ଧି ବଢିଥାଏ |…