କଣ ଖାଲି ପେଟରେ ଅଅଁଳା-ବିଟ-ଗାଜର ଜୁସ ପିଇବା ରୋଗ ପ୍ରତିରୋଧକ ଶକ୍ତି ବଢାଏ ?
ଶୀତ ବଢିବା ସହିତ ଘରେ ଘରେ ଥଣ୍ଡା କାଶ ଭଳି ରୋଗ ଦେଖାଯିବା ଅତ୍ୟନ୍ତ ସାଧାରଣ କଥା । ଏଥିପାଇଁ ବର୍ତମାନ ସମୟରେ ସଭିଏଁ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, କାରଣ କେହି ଅସୁସ୍ଥ ରହିବାକୁ ପସନ୍ଦ କରନ୍ତି ନାହିଁ। ଭଲ ଅନୁଭବ ଭିତରୁ ଆସେ, ଏବଂ…