ମୁମ୍ବାଇରେ ମ୍ୟାଚ ଦେଖିବେ ନୀତା ଅମ୍ବାନୀ, ରଜନୀକାନ୍ତ-ସଲମାନ୍ ଓ ବେକହାମ୍-ସଚିନଙ୍କ ସମେତ ଏହି ସବୁ ଦିଗଜ୍ଜ
ବୁଧବାର (ନଭେମ୍ବର ୧୫) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ପ୍ରତିଯୋଗିତାରେ ଭାରତ ୯ଟି ମ୍ୟାଚ୍ ଜିତିବିଜୟ ଧାରାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଲଗାତାର ୪ ବିଜୟ ସହ…