ଆର୍କଟିକ୍ ବରଫ ତରଳିବାକୁ ନେଇ ବୈଜ୍ଞାନିକଙ୍କ ବଡ଼ ଚେତାବନୀ, କହିଲେ- ଆସିପାରେ କରୋନାଠୁ ବି ବଡ଼ ସଙ୍କଟ

ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ ପାହାଡ଼ ତରଳିଲେ ମାନବ ସଭ୍ୟତା ପ୍ରତି ବିପଦ ମାଡ଼ି ଆସିବ ବୋଲି ବୈଜ୍ଞାନିକ କହିଛନ୍ତି। ମେରୁ ଅଞ୍ଚଳରେ ରୋଗ ସୃଷ୍ଟିକାରୀ…

ଭାରତୀୟଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା: ସେରମ୍ ଇନଷ୍ଟିଚ୍ୟୁଟ୍

ଭାରତରେ କରୋନା ସହିତ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି | ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ କହିଛି ଯେ ଏହା ଭାରତରେ ପ୍ରଥମେ ଟୀକା ଦେବା ଉପରେ କାର୍ଯ୍ୟ କରୁଛି | ଆପଣଙ୍କୁ ଜଣାଇଦେଉଛୁ ଯେ ଏହି କମ୍ପାନୀ କେବଳ ଭାରତର ଅଟେ ଏବଂ ଦୁନିଆର ସର୍ବାଧିକ ଟିକା ଏଠାରେ…

ଆଜି କରୋନା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୁଇଟି ବଡ ବୈଠକ, ବଢ଼ୁଥିବା କରୋନା ମାମଲା ଏବଂ ଟିକା ବିତରଣ ଉପରେ…

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ-୧୯ ର ସ୍ଥିତି ଏବଂ ଟିକା ବିତରଣ ରଣନୀତି ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ…

ଦେଖନ୍ତୁ କିଭଳି କୁମ୍ଭୀର ପାଟିରୁ କୁକୁରକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଲେ ବୃଦ୍ଧ; ଭିଡିଓ ଭାଇରାଲ

ଫ୍ଲୋରିଡାରେ ଜଣେ ବୃଦ୍ଧ କୁମ୍ଭୀର ପାଟିରୁ ଏକ କୁକୁରକୁ ଉଦ୍ଧାର କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଫ୍ଲୋରିଡାରେ ଅଧିକ କୁମ୍ଭୀର ଦେଖିବାକୁ ମିଳିଥାନ୍ତି। ଏପରିକି ଲୋକଙ୍କ ଘର ପଛପଟ, ସୁଇମିଂ ପୁଲ୍‌ରେ ଚଳପ୍ରଚଳ…

୨୮ଟି ଫୁଡ୍ ପ୍ରୋସେସିଂ ୟୁନିଟ୍ ପାଇଁ ମିଳିଲା ମଞ୍ଜୁରୀ: ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଶନିବାର ଦିନ ଅନୁଷ୍ଠିତ ଆନ୍ତ-ମନ୍ତ୍ରୀସ୍ତରୀୟ ଅନୁମୋଦନ କମିଟି (IMAC) ବୈଠକରେ ୧୦ ଟି ରାଜ୍ୟରେ ବିସ୍ତାରିତ ୨୮ ଟି ପ୍ରକଳ୍ପ CEFPPC ଯୋଜନା ଅଧୀନରେ ଅନୁମୋଦିତ ହୋଇଛି | ଏହି ପ୍ରକଳ୍ପଗୁଡିକ ପ୍ରାୟ ୧୦,୦୦୦ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ସମ୍ଭାବନା ଅଛି | କେନ୍ଦ୍ର କୃଷି ଓ କୃଷକ…

ଫେବୃୟାରୀ ସୁଦ୍ଧା ଭାରତକୁ ଆସିଯିବ କରୋନା ଭ୍ୟାକସିନ୍ : ଏମଆରପିରୁ ୫୦ପ୍ରତିଶତ କମ୍‌ ରହିବ ମୂଲ୍ୟ

ଭାରତରେ କରୋନା ସଂକ୍ରମଣ ଅଣଆୟତ ହେବାରେ ଲାଗିଛି। ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ । କିନ୍ତୁ ଆଶ୍ବସ୍ତିକର କଥା ହେଉଛି ଯେ ଆମେ କରୋନା ଭ୍ୟାକସିନକୁ ନେଇ ଖୁବ୍ ସକରାତ୍ମକ ଭାବେ ଆଗକୁ ବଢ଼ୁଛୁ। ଅନେକ ଭ୍ୟାକସିନ ନିର୍ମାତା କମ୍ପାନୀର ପରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ରହିଛି। ଯଦି ସବୁ…

ଶୀନ ଦିନେ ଅଧିକ ସମୟ ଗରମ ପାଣିରେ ଗାଧୋଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହିସବୁ ସମସ୍ୟା

ଶୀତ ଦିନେ ଗରମ ପାଣିରେ ଗାଧୋଇବାର ମଜା ହିଁ କିଛି ଅଲଗା । କିନ୍ତୁ ଏହି ମଜା ଆମ ପାଇଁ ବେଳେବେଳେ ସଜା ମଧ୍ୟ ହୋଇଯାଇଥାଏ ।ଶୀତ ଦିନେ ରୁତୁ ପରିବର୍ତ୍ତନ ହେବା ସହିତ ଶରୀରର ଆବଶ୍ୟକତା ମଧ୍ୟ ବଦଳିଯାଏ | ଥଣ୍ଡା ପାଗରେ ଫ୍ଲୁ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି…

ଡ୍ରଗ୍ସ ମାମଲାରେ ଭାରତୀ ସିଂଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କଲା ଏନସିବି, ନିଶା ସେବନ କରୁଥିବା ନେଇ କଲେ ସ୍ବୀକାର

ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ପରେ ଏବେ ଡ୍ରଗ୍ ମାମଲାରେ ଏନସିବି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଛି। ଏହାକୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ନିଶ୍ଚିତ କରିଛନ୍ତି। ଶନିବାର ଦିନ ଭାରତୀ ଏବଂ ହର୍ଷଙ୍କ ଘରେ ରେଡ କରାଯାଇଥିଲା ଯେଉଁଥିରେ ସେମାନଙ୍କ ଘରୁ…

ଗିରଫ ହେଲେ କମେଡି କୁଇନ ଭାରତୀ ସିଂ, ଆଜି କୋର୍ଟରେ ହେବେ ହାଜର

ଡ୍ରଗ୍ ମାମଲାରେ ଏନସିବି କ୍ରମାଗତ ଭାବରେ ଛାନବିନ୍ କରୁଥିବା ଜଣାପଡିଛି। ଶନିବାର ଏନସିବି ହାସ୍ୟ ଅଭିନେତ୍ରୀ ଭାରତୀଙ୍କୁ ମୁମ୍ବାଇରେ ଗିରଫ କରିଛି। ତାଙ୍କ ସ୍ୱାମୀ ହର୍ଷଙ୍କୁ ପଚରାଉଚରା କରାଯାଇଛି। ହର୍ଷଙ୍କ ଉପରେ ମଧ୍ୟ ଗିରଫଦାରୀର ଖଣ୍ଡା ଝୁଲୁଛି। ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇପାରେ |…

ଘରେ ଆକ୍ବାରିୟମ ରଖିବା ଦ୍ବାରା ହୋଇପାରେ ସମସ୍ୟା, ନିଶ୍ଚିତ ଜାଣିରଖନ୍ତୁ ଏହି କତୋଟି କଥା

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିର ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ବାସ୍ତୁ ଅନୁଯାୟୀ, ଯଦି ଜିନିଷଗୁଡିକ ଘରେ ଭୁଲ ସ୍ଥାନରେ ରଖାଯାଏ ତେବେ ନକାରାତ୍ମକତାକୁ ସାମ୍ନା କରିବାକୁ ପଡିଥାଏ | ଯେଉଁଠାରେ ସଠିକ୍ ଦିଗରେ, ସୁ-ସଂଗଠିତ…