ପୁଣି ଥରେ ଆଇସିୟୁରେ ଭର୍ତ୍ତି ହେଲେ ଆଶିକି ଫେମ୍ ରାହୁଲ ରାୟ

କିଛିଦିନ ତଳେ ଫିଲ୍ମ ‘ଏଲଏସି-ଲିଭ ଦ ବ୍ୟାଟଲ୍’ ସୁଟିଂ ସମୟରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିବା ଆଶିକୀ ଫେମ୍ ରାହୁଲ୍ ରାୟ ଧୀରେ ଧୀରେ ଠିକ୍ ହେଉଛନ୍ତି। ତଥାପି ତାଙ୍କ ଲକ୍ଷଣ ଡାକ୍ତରଙ୍କ ଚିନ୍ତାର କାରଣ ହୋଇଛି। ତାଙ୍କ ଚିକିତ୍ସା ଓ୍ବାକହାର୍ଡ଼ ହସ୍ପିଟାଲରେ ଚାଲିଛି। ପୁଣି ଥରେ ଶୁଣିବାକୁ…

ଡିସେମ୍ବର ମାସରେ ଜନ୍ମ ହୋଇଥିବା ଲୋକମାନେ ଏହି କ୍ଷେତ୍ରରେ ରହିଥାନ୍ତି ଆଗରେ, ଜାଣନ୍ତୁ ସେମାନଙ୍କର ବିଶେଷ ଗୁଣ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆମର ଜନ୍ମ ମାସ ଆମ ବ୍ୟକ୍ତିତ୍ୱର ଅନେକ ରହସ୍ୟ କହିଥାଏ ଏବଂ ବର୍ତମାନ ଡିସେମ୍ବର ମାସ ମଧ୍ୟ ଚାଲିଛି | ଏହି ମାସରେ ଅନେକ ଲୋକଙ୍କର ଜନ୍ମଦିନ ମଧ୍ୟ ରହିଛି | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଡିସେମ୍ବର ମାସରେ ଜନ୍ମ ହୋଇଥିବା ଶିଶୁର ସ୍ବଭାବ କିପରି ରହିଥାଏ…

୫୫ବର୍ଷ ପରେ ଭାରତ-ବାଂଲାଦେଶ ମଧ୍ୟରେ ପୁଣି ଗଡିଲା ଟ୍ରେନ

ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦ୍ବାରା ଭାରତ-ବାଂଲାଦେଶ ଫ୍ରାନ୍ସ-ବର୍ଡର ରେଳପଥର ପୁନଃ ଶୁଭାରମ୍ଭ କରାଯାଇଛି । ୫୫ ବର୍ଷ ପରେ ଭାରତ ଗୁରୁବାର ଦିନ ନିଜ ପଡୋଶୀ ଦେଶ ବାଂଲାଦେଶ ମଧ୍ୟରେ ଏକ ରେଳ ଲାଇନ୍ କୁ ପୁନଃ…

ରାତାରାତି ଆସିନାହିଁ କୃଷି ନିୟମ, ୨୦-୨୫ ବର୍ଷରୁ ଚାଲିଛି ଆଲୋଚନା-ପିଏମ ମୋଦୀ

ମଧ୍ୟପ୍ରଦେଶର କୃଷକ ସମ୍ମିଳନୀରେ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନୂତନ କୃଷି ଆଇନକୁ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରି ତାଙ୍କର ପୁରୁଣା ପ୍ରତିଶୃତି ବିଷୟରେ ମନେ ପକାଇ ଦେଇଛନ୍ତି। ଯେଉଁ…

ବେବି ବମ୍ପ ସହ ନଜର ଆସିଲେ ନେହା କକ୍କର, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ବଲିଉଡ ସିଙ୍ଗର ନେହା କକ୍କର ନିକଟରେ ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ନେହା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ରୋହନପ୍ରୀତଙ୍କ ସହ କ୍ୟୁଟ୍ ଫଟୋ ସେୟାର କରି ନେହା ଏବିଷୟରେ ସୂଚନା ଦେଇଛନ୍ତି। ଫଟୋରେ ନେହା ବ୍ଲ୍ୟୁ ଡେନିମ୍ ଡଙ୍ଗରୀରେ ନଜର ଆସୁଛନ୍ତି। ଏହି ଫଟୋରେ ସେ ନିଜ ବେବି…

ଶରୀରରେ ହେମୋଗ୍ଲୋବିନର ମାତ୍ରା ସଠିକ ରଖିବାରେ ବେଶ ଲାଭଦାୟକ ହୋଇଥାଏ ଏହି ୬ଟି ଖାଦ୍ୟ

ସୁସ୍ଥ ରହିବ ପାଇଁ ହେଲେ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ ଏବଂ ଏଥିସହିତ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ସଠିକ ରହିବା ନିହାତି ଆବଶ୍ୟକ । ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଅନେକ ରୋଗ ହେବାର ସମ୍ଭାବନା ଥାଏ। ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ନିୟମିତ ଥକାପଣ…

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨୨,୯୮୯ ନୂତନ ରୋଗୀ ଚିହ୍ନଟ, ସଂକ୍ରମଣମୁକ୍ତ ରୋଗୀଙ୍କ ସଂଖ୍ୟା ୯୫ ଲକ୍ଷ ପାର

ଭାରତରେ କରୋନାର ଦୈନିକ ସଂକ୍ରମଣ କ୍ଷେତ୍ରରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨,୮୮୯ ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଗୁରୁବାର ଦିନ ୨୪,୦୧୦ ଟି ମାମଲା ଚିହ୍ନଟ ହୋଇଥିଲା। କରୋନାରୁ ସଂକ୍ରମଣମୁକ୍ତ ରୋଗୀଙ୍କ ସଂଖ୍ୟା ଦେଶରେ ୯୫ ଲକ୍ଷ ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ…

ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇ ଫିଫା ପୁରସ୍କାର ହାତେଇଲେ ଏହି ଫୁଟବଲର

ପୋଲାଣ୍ଡର ରବର୍ଟ ଲେବାନଡୋସ୍କି ଫିଫା ବେଷ୍ଟ୍ ପ୍ଲେୟାର ପୁରସ୍କାର ହାସଲ କରିଛନ୍ତି । ଏହାସହ ଏହି ୩୨ ବର୍ଷୀୟ ଫୁଟବଲର ଷ୍ଟ୍ରାଇକର୍ ମେସି ଓ ରୋନାଲ୍ଡୋଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଗୁରୁବାର ଜ୍ୟୁରିଖରେ ଅନୁଷ୍ଠିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ସେ ଏହି ପ୍ରତିଷ୍ଠିତ ସମ୍ମାନ…

ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଜାଣନ୍ତୁ କେତେ ଖର୍ଚ୍ଚ କରିବେ ମୋଦୀ ସରକାର

କୋଭିଡ-୧୯ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପାଇଁ ଭାରତକୁ ୧୦,୩୧୨ କୋଟି (୧.୪ ବିଲିୟନ ଡ଼ଲାର) ରୁ ୧୩,୨୫୯ କୋଟି (୧.୮ ବିଲିୟନ ଡ଼ଲାର) ଖର୍ଚ୍ଚ କରିବାକୁ ପଡିପାରେ। GAVI ଭ୍ୟାକ୍ସିନ୍ସ ଆଲାଇନ୍ସର ଏକ ରିପୋର୍ଟରେ ଏହି ଆକଳନ ପ୍ରକାଶ ପାଇଛି | ଖୁବ୍ କମ ଦିନ ମଧ୍ୟରେ ଦେଶରେ କରୋନା ଭ୍ୟାକସିନ୍…

ଦେଶରେ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୨୪୦୧୦ ନୂତନ ପଜିଟିଭ ଚିହ୍ନଟ

ବୁଧବାର ତୁଳନାରେ ଗୁରୁବାର ଦିନ ଦେଶରେ କରୋନାର ଦୈନିର ସଂକ୍ରମଣରେ ହ୍ରାସ ଘଟିଛି। ବୁଧବାର ଦିନ ୨୬,୩୮୨ ଟି ନୂଆ ମାମଲା ଚିହ୍ନଚ କରାଯାଇଥିଲା। ଅନ୍ୟପକ୍ଷରେ ଆଜି ୨୪,୦୧୦ ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମଣ ମାମଲା ୯୯.୫୬ ଲକ୍ଷ ଅତିକ୍ରମ କରିଛି, ସେଥିମଧ୍ୟରୁ ୯୪.୮୯ ଲକ୍ଷରୁ ଅଧିକ ଲୋକ…