ପୂଜା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଦେଖାଦେଇଥାଏ ଆର୍ଥିକ ସଂକଟ
ପୂଜା ଭାରତୀୟ ସଂସ୍କୃୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପୂଜା କରିବା ସମୟରେ ପୂଜାରେ ବ୍ୟବହୃତ ସାମଗ୍ରୀ ଠାରୁ ଆରମ୍ଭ କରି ପୂଜାର ବିଧିବିଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍ ।…