ବାଲିକା ବଧୂ ର ‘ଦାଦି ସା’ ଫେମ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ଦେହାନ୍ତ
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି। ହୃଦ୍ଘାତ ହେତୁ ସେ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରସିଦ୍ଧ ସିରିଏଲ ବାଲିକା ବଧୂରେ ଦାଦି ସା ଭୂମିକାରେ ଅଭିନୟ କରିଥିବା ସୁରେଖାଙ୍କ ମୃତ୍ୟୁ ହେତୁ ହିନ୍ଦୀ ଟିଭି…