ଲୋକପ୍ରିୟ ଗାୟକ ‘ଗୁରୁ ରାନ୍ଧୁୱା’ଙ୍କ ଉପରେ ହେଲା ମରଣାତ୍ମକ ଆକ୍ରମଣ

Share It

ବଲିଉଡର ଲୋକପ୍ରିୟ ଗାୟକ ‘ଗୁରୁ ରାନ୍ଧୁୱା’, ଗତ କାଲି ରାତିରେ କୁଇନ ଏଲିଯାବେଥ ଥିଏଟର ଠାରେ ଲାଇଭ ପ୍ରୋଫମାନ୍ସ ଦେବା ପରେ କେତେକ ଦୁବୃର୍ତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ । ରାନ୍ଧୁୱା ନିଜେ ଏହି ଘଟଣା ସଂପର୍କରେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ରାନ୍ଧୁୱା ବର୍ତ୍ତମାନ ସୁସ୍ଥ ଥିବାବେଳେ ତାଙ୍କ ଆଖିରେ ଗଭୀର ଭାବରେ ଆଘାତ ଲାଗିଛି । ମିଳିଥିବା ସୂଚନା ମୁତାବକ ତାଙ୍କ ଆଇବ୍ରୋରେ ୪ଟି ଷ୍ଟିଚ ପଡିଛି ।

View this post on Instagram

Guru is back in India with four stitches on his right eyebrow and mega successful USA/Canada tour. The incident happened on 28th July in Vancouver when Guru told one punjabi man not to come on stage while he was performing for the audience. That man was trying to come on stage again and again and then he started fighting with everyone backstage. He was known to the local promoter Surinder Sanghera who sent him away during the show. But at the end when Guru finished the show and was leaving the stage, that punjabi man came and hit him hard on his face with a punch , because of which Guru started bleeding on the spot from his forehead above eyebrow and went back to stage and showed it to the audience. That man was with few others and whosoever tried to stopped them, they were punching them and then they all ran away. Guru is home now feeling safe in India. And Guru Said , his Guru Nanak Dev ji has saved him and prayed to Waheguru to give that man a good sense of understanding what to do and what not to. Your love and support is all we need always. Thanks Management Guru Randhawa

A post shared by Guru Randhawa (@gururandhawa) on


ରାନ୍ଧୁୱା ବର୍ତ୍ତମାନ ଭାରତ ପ୍ରତ୍ୟାବର୍ତ୍ତନ କରିସାରିଥିବାବେଳେ ଏହି ଘଟଣା ପରେ ସେ କାନାଡାରେ ଆଉ କେବେବି ପ୍ରଫୋମାନ୍ସ କରିବେ ନାହିଁ ବୋଲି ସିଧାସିଧା ମନାକରିଦେଇଛନ୍ତି ।
ଏହି ଘଟଣା ସଂପର୍କରେ ରାନ୍ଧୁୱାଙ୍କ ଅଫିସିଆଲ ଟିମ ସୂଚନା ଦେଇ କହିଛନ୍ତି ଯେ, ଗୁରୁ ଆଉ କେବେବି କାନାଡାରେ ପ୍ରଫୋମାନ୍ସ କରିବେ ନାହିଁ । ଗୁରୁ ବର୍ତ୍ତମାନ ଭାରତ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି ଏବଂ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ଏହି ଘଟଣାକୁ ନେଇ ରାନ୍ଧୁୱା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଗୁରୁନାନକ ଦେବ ମୋତେ ବଞ୍ଚାଇ ଦେଲେ । ମୁଁ ୱାହିଗୁରୁଙ୍କୁ ପ୍ରାର୍ଥନା କରୁଛି ଯେ, ସେ ଉକ୍ତ ବ୍ୟକ୍ତିଙ୍କୁ ସଦବୁଦ୍ଧି ଦିଅନ୍ତୁ । ମୋତେ ଆପଣଙ୍କ ଭଲ ପାଇବା ଏବଂ ସମର୍ଥ ନ ଆବଶ୍ୟକ । ”


Share It

Comments are closed.