ମହିଳାମାନେ କେଶ ଖୋଲା ରଖିବା ଅନୁଚିତ
[vc_row][vc_column][vc_column_text]ସୁନ୍ଦର ଏବଂ ଖୋଲା କେଶ ସବୁ ମହିଳାଙ୍କ ସୌନ୍ଦଯ୍ୟର ଅନ୍ୟ ଏକ ପ୍ରମୁଖ କାରଣ ହୋଇଥାଏ ।ମହିଳାମାନେ ସଜବାଜ ସମୟରେ କେଶ ସଜ୍ଜାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିଶେଷ କରି ପବପର୍ବାଣୀ କିମ୍ବା ଉତ୍ସବ ସମୟରେ ମହିଳାମାନେ ନିଜ କେଶକୁ ଖୋଲା ରଖନ୍ତି । କିନ୍ତୁ ଶାସ୍ତ୍ରରେ କେଶ ଖୋଲା ରଖିବା ବାରଣ ବୋଲି ପ୍ରାୟ ମହିଳାମାନେ ଜାଣିନଥାନ୍ତି ।[/vc_column_text][/vc_column][/vc_row][vc_row][vc_column][vc_single_image image=”701″ img_size=”full”][/vc_column][/vc_row][vc_row][vc_column][vc_column_text]
[/vc_column_text][/vc_column][/vc_row]
Comments are closed.