କମ୍ପେସରସହ ୨ଟି ଗାଡ଼ି ଜଵତ,୩ ଗିରଫ

Share It

ଦଶପଲ୍ଲା,୧୦/୩ (ମନ୍ଥନ) ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଙ୍କୁଆ ନିକଟରେ ଥିବା ଏକ ପଥର ଖଣିରେ ବେଆଇନ ଭାବେ ପଥର କାଟୁଥିବା ବେଳେ ରବିବାର ଦଶପଲ୍ଲା ପୋଲିସ ପକ୍ଷରୁ ଚଢାଉ କରାଯାଇ କମ୍ପେସର ସହ ଏକ ଟ୍ରକ ଏବଂ ଟ୍ରାକ୍ଟରକୁ ଜଵତ କରାଯାଇଥିଲା,ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି, ଗିରଫ ୩ ଜଣ ହେଲେ ଆନା, ଖାଁ ଏବଂ ସୁରେଶ ଜାନୀ ଏମାନେ ବେଆଇନ ଭାବେ ଉକ୍ତ ପାହାଡ଼ ରୁ ପଥରକାଟୁଥିବା ଅଭିଯୋଗ ପାଇଁ ପୋଲିସ ଚଢାଉ କରିଥିଲା ଗିରଫ ୩ ଅଭିଯୁକ୍ତ ଙ୍କୁ କୋର୍ଟ କୁ ଚାଲାଣ କରାଯାଇଥିବା ଦଶପଲ୍ଲା ଥାନା ଅଧିକାରୀ ଅନୀତା ସାହୁ ସୁଚନା ଦେଇଛନ୍ତି,


Share It

Comments are closed.