ଆଜିର ଦିନରେ କେଉଁ ସବୁ ଘଟଣା ଘଟିଥିଲା, ଆସନ୍ତୁ ଜାଣିବା


ଆଜିର ଦିନରେ ଏଭଳି ସବୁ ଘଟଣାମାନ ଘଟିଯାଇଥଲା, ଯାହା ଇତିହାସର ଦୃଶ୍ୟପଟ୍ଟକୁ ସମୂର୍ଣ୍ଣ ରୂପେ ବଦଳାଇଦେଇଥିଲା । ୨୩ ଜୁନ ୧୯୮୦ ଭାରତ ଇତିହାସରେ ଏଭଳି ଏକ ଘଟଣା ଘଟିଥିଲା, ଯେଉଁଥିରେ ଦେଶର ରାଜନୀତିରେ ସମ୍ୂର୍ଣ୍ଣ ସମୀକରଣ ବଦଳୀଯାଇଥିଲା ।
୩୮ ବର୍ଷ ପୂର୍ବେ ଆଜିର ଦିନରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ କନିଷ୍ଠ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ଘଟିଥିଲା । ଇନ୍ଧିରା ଗାନ୍ଧୀଙ୍କ ପରେ ସଞ୍ଜୟ ଗାନ୍ଧୀକୁ ହିଁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ମନା ଯାଉଥିଲା କିନ୍ତୁ ତାଙ୍କ ମୃତ୍ୟୁପରେ ଦେଶରେ ରାଜନୈତିକ ସ୍ଥିତ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା ।
ସେହିଭଳି ଆସନ୍ତୁ ଜାଣିବା ଆଜିର ଦିନରେ କେଉଁସବୁ ଘଟଣା ମାନ ଘଟିଥିଲା ।
୧୭୬୧- ମରଠା ଶାସକ “ପେସୱା ବାଲାଜୀ ବାଜି ରାଓ”ଙ୍କ ନିଧନ ହୋଇଥିଲା
୧୮୧୦ – ବମ୍ବେର ‘ଡୁକାନ ଡକ’ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।
୧୮୬୮- କ୍ରିଷ୍ଟୋପର ଏଲ ସ୍କୋଲେସଙ୍କୁ ଟାଇରାଇଟର ପାଇଁ ପେସେଣ୍ଟ ମିଳିଥିଲା ।
୧୯୫୩- ଜନସଂଙ୍ଘ ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜିଙ୍କର କାଶ୍ମୀରସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା ।
୧୯୬୦ – ଜାପାନ ଏବଂ ଆମେରିକା ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଚୁକ୍ତି ସାକ୍ଷର
୧୯୮୦ – ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ
୧୯୮୫ – ଆୟାରଲ୍ୟାଣ୍ଡକୁ ଯାତ୍ରା କରୁଥିବା ଏୟାରଇଣ୍ଡିଆର ଯାତ୍ରୀବାହୀ ବିମାନର ଦୁର୍ଘଟମା ଗ୍ରସ୍ତ । ଯେଉଁଥିରେ ସମସ୍ତ ୩୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।
୧୯୯୪ – ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ଦକ୍ଷିଣ ଆଫ୍ରିକାର ସଦସ୍ୟତାକୁ ମିଳିଥିଲା ସିକୃତି ।
୧୯୯୪ – ଉତ୍ତର କୋରିଆର ପରମାଣୁ ପରୀକ୍ଷା ଉପରେ ନିଷେଧାଦେଶ ।
୧୯୯୬ – ବାଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ରୂପେ ସେକ ହାସିନ ୱାଜିଦଙ୍କ ଶପଥ ଗ୍ରହଣ ।
୨୦୧୩ – ନିକି ଭ୍ୟାଲେଣ୍ଡ ଆମେରିକାର ଗ୍ରାଣ୍ଡ ହାନୱେନର ପର୍ବତକୁ ପାରି କରିବାରେ ହେଉଛନ୍ତି ପ୍ରଥମ ବ୍ୟକ୍ତି
୨୩ ଜୁନକୁ ଅନ୍ତରାଷ୍ଟ୍ରିୟ ବିଧବା ଦିବସ ପାଳନ କରାଯିବା ସହ ଆନ୍ତର୍ଜାତିକ ଅଲମ୍ପିକ ଆସୋସିଏସନ ପ୍ରତିଷ୍ଠା ଦିବସ ଅଟେ ।


Share It

Comments are closed.