ଦାମୀ ଷ୍ଟାରଙ୍କର ଦାମୀ ଗାଡିର ସଉକ

Share It

[vc_row][vc_column][vc_column_text]ଦାମୀ ଦାମୀ ଗାଡି ଚଢିବା କାହାକୁ ବା ପସନ୍ଦ ନଥାଏ । ପ୍ରତ୍ୟେକ ବ୍ୟକ୍ତି ତା ଜୀବନରେ ପ୍ରଥମ କରି ଶୁଭାରମ୍ଭ ହୋଇଥିବା ସମସ୍ତ ଜିନିଷକୁ ଆଗେ ଆପଣାଇବାକୁ ଚାହୁଁଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ସମ୍ଭବପର ହୋଇନଥାଏ । ତେବେ ଯଦି ଆମେ ବଲିଉଡ ଷ୍ଟାରମାନଙ୍କର କଥା କହିବା ତେବେ ଦୁନିଆର ସମସ୍ତ ସୁବିଧା ତାଙ୍କ ପାଖକୁ ଆପଣା ଛାଏଁ ଚାଲିଆସିଥାଏ । ଗୋଟେ ଚୁଟକୀରେ ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଯାଇଥାଏ । ତେବେ ଆସନ୍ତୁ ନଜର ପକାଇବା ବଲିଉଡର ଏହି ସୁପର ଷ୍ଟାରଙ୍କ ଗାଡି ଉପରେ ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।[/vc_column_text][vc_single_image image=”3445″ img_size=”full” alignment=”center”][vc_column_text]ଅଭିନେତ୍ରୀ – ସନି ଲିୟୋନ
କାର – ମାସରାତି
ଦାମ – ୧.୫ କୋଟି[/vc_column_text][vc_single_image image=”3446″ img_size=”full” alignment=”center”][vc_column_text]ଅଭିନେତା – ରଣବୀର କପୁର
କାର – ଅଡି ଆର ୮
ଦାମ – ୨ କୋଟି[/vc_column_text][vc_single_image image=”3447″ img_size=”full” alignment=”center”][vc_column_text]ଅଭିନେତା – ଜନ ଆବ୍ରାହମ
କାର – ଲାମ୍ବ୍ରୋଗିନ ଗାଲାରଡୋ
ଦାମ – ୩.୫ କୋଟି[/vc_column_text][vc_single_image image=”3448″ img_size=”full” alignment=”center”][vc_column_text]ଅଭିନେତା – ଅକ୍ଷୟ କୁମାର
କାର – ରୋଲ୍ସ ରୋଏସ ପାଣ୍ଟମ
ଦାମ – ୩.୫ କୋଟି[/vc_column_text][vc_single_image image=”3449″ img_size=”full” alignment=”center”][vc_column_text]ଅଭିନେତା – ଅମିତାଭ ବଚ୍ଚନ
କାର – ରୋଲ୍ସ ରୋଏସ ପାଣ୍ଟମ
ଦାମ – ୩.୫ କୋଟି[/vc_column_text][vc_single_image image=”3450″ img_size=”full” alignment=”center”][vc_column_text]ଅଭିନେତା – ସଞ୍ଜୟ ଦତ୍ତ
କାର – ଫରାରୀ ୫୯୯ ଜିଟିବି
ଦାମ – ୫.୫ କୋଟି[/vc_column_text][vc_single_image image=”3451″ img_size=”full” alignment=”center”][vc_column_text]ଅଭିନେତା – ହ୍ରିତିକ ରୋଶନ
କାର – ରୋଲ୍ସ ରୋଏସ ଘୋଷ୍ଟ ସିରିଜ
ଦାମ – ୭ କୋଟି[/vc_column_text][vc_single_image image=”3452″ img_size=”full” alignment=”center”][vc_column_text]ଅଭିନେତ୍ରୀ – ପ୍ରିୟାଙ୍କା ଚୋପ୍ରା
କାର – ରୋଲ୍ସ ରୋଏସ ଘୋଷ୍ଟ ସିରିଜ
ଦାମ – ୭ କୋଟି[/vc_column_text][vc_single_image image=”3453″ img_size=”full” alignment=”center”][vc_column_text]ଅଭିନେତା – ଅମିର ଖାନ
କାର – ମର୍ସିଡିଜ ବେଞ୍ଜ ଏସ ୬୦୦
ଦାମ – ୧୦ କୋଟି[/vc_column_text][vc_single_image image=”3454″ img_size=”full” alignment=”center”][vc_column_text]ଅଭିନେତା – ଶାହାରୁଖ ଖାନ
କାର – ବୁଗାଡି ଭେରନ
ଦାମ- ୧୨ କୋଟି[/vc_column_text][/vc_column][/vc_row]


Share It

Comments are closed.