ଆପଣ ଚିତ୍ରରେ ପ୍ରଥମେ କଣ ଦେଖୁଛନ୍ତି ବେଙ୍ଗ ନା ଘୋଡା, କହିବ ଏହା ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ


ଅପ୍ଟିକାଲ ଇଲ୍ୟୁଜନ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ମସ୍ତିଷ୍କର କାର୍ଯ୍ୟକୁ ପ୍ରଦର୍ଶିତ କରିଥାଏ । କିନ୍ତୁ ଯେଉଁ ସମୟରେ ବ୍ୟକ୍ତିତ୍ୱର ପରୀକ୍ଷା ଆସିଥାଏ ଏହି ପ୍ରକାରର ଇଲ୍ୟୁଜନ ଟେଷ୍ଟ ଆପଣଙ୍କ ବ୍ୟକ୍ତିତ୍ୱର ଆଭ୍ୟନ୍ତରୀଣ କଥା ପ୍ରକାଶ କରିଥାଏ । ଏହା ୧୦୦ ପ୍ରତିଶତ ବାସ୍ତବ ନହେଲେ ମଧ୍ୟ ଏହା ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କିଛି ବାସ୍ତବତା ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଆପଣ କଣ ଦେଖୁଛନ୍ତି ଏବଂ ଏହା କଣ କହୁଛି ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ . . . . .
୧. ଆପଣ ବେଙ୍ଗ ଦେଖୁଛନ୍ତି କି
୨. ଆପଣ ଘୋଡା ଦେଖୁଛନ୍ତି କି
ଯଦି ଆପଣଙ୍କ ଉପରୋକ୍ତ ଚିତ୍ରରେ ପ୍ରଥମେ ବଙ୍ଗେ ଦେଖୁଛନ୍ତି ତେବେ ଆପଣ ଖୁବ ମୁଫଟ ଏବଂ କାହାକୁ ଭୟ କରନ୍ତି ନାହିଁ । ଏବଂ ଆପଣ ନିଜର ମତାମତ ସର୍ବସାଧାରଣରେ ବିନା କୌ÷÷ଣସି ଭୟରେ ବ୍ୟକ୍ତ କରିଥାନ୍ତି । ଆପଣ ଖୁବ ସ୍ୱାଭିମାନୀ ଏବଂ ବିଶ୍ୱାସଯୋଗ୍ୟ ହୋଇଥାନ୍ତି । ଏବଂ ବନ୍ଧୁଗଣଙ୍କ ମଧ୍ୟରେ ଆପଣ ଖୁବ ଲୋକପ୍ରିୟ ଏବଂ ବିଶ୍ୱାସୀ ହୋଇଥାନ୍ତି । ଆପଣ ଯାହା କୁହନ୍ତି ରୋକଠୋକ କୁହନ୍ତି ଏବଂ ଆପଣ ନିଜର ଉପଦେଶରେ ବିଶ୍ୱାସ ରଖିଥାନ୍ତି ।
ଯଦି ଆପଣ ଚିତ୍ରରେ ପ୍ରଥମେ ଘୋଡା ଦେଖୁଛନ୍ତି ତେବେ ଆପଣ ଖୁବ ଭାବାନପୂର୍ଣ୍ଣ ଏବଂ ଭାବିଚିନ୍ତି କଥା ବାର୍ତ୍ତା କରନ୍ତି । ଆପଣ ଲୋକମାନଙ୍କ ସହିତ ବିଚାର ବିର୍ମଶ କରି କଥାବାର୍ତ୍ତା କରନ୍ତି । ଆପଣ କାହାର ମୁହଁ ଦେଖି ମନ୍ତବ୍ୟ ଦିଅନ୍ତି ନାହିଁ ବରଂ ବିଚାର କରି ସେମାନଙ୍କୁ ବିଶ୍ୱାସ କରିଥାନ୍ତି । ଆପଣ ନିଜ ଜୀବନର ବିଭିନ୍ନ ନିଷ୍ପତି ନେବା ପାଇଁ ଖୁବ ସମୟ ମଧ୍ୟ ନେଇଥାନ୍ତି ।


Share It

Comments are closed.