ଭାରତରେ ଶୁଭାରମ୍ଭ ହେଲା ସାମସଙ୍ଗ ଗ୍ୟାଲେକ୍ସି ଜେ୭ ଡୁଓ
ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ସ୍ମାର୍ଟଫୋନ ଗ୍ୟାଲେକ୍ସି ଜେ୭ ଡୁଓର ଶୁଭାରମ୍ଭ କରାଯାଇଛି । ଗ୍ୟାଲେକ୍ସି ୭ ହେଉଛି ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ । କମ୍ପାନୀ ଏହି ଗ୍ୟାଲେକ୍ସି ଜେ୭ ଡୁଓକୁ ଶୁଭାରମ୍ଭ କରାଇ ଏହାର ସୃଙ୍ଖଳାରେ ସଂପ୍ରସାରଣ କରାଇଛି ।
ଏହି…