ନାଗରିକତା ସଂଶୋଧନ ବିଲକୁ ନେଇ ଶିବସେନାର ୟୁ-ଟର୍ଣ୍ଣ
ନାଗରିକତା ସଂଶୋଧନ ବିଲ ୨୦୧୯କୁ ନେଇ ଶିବସେନା ନିଜ ଦିଗ ବଦଳାଇଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମଙ୍ଗଳବାର ଦିନ ନାଗରିକତା ସଂଶୋଧନ ବିଲ ଉପରେ ମୋଦି ସରକାରଙ୍କୁ କାଠ ଗଡାରେ ଆଣି ଠିଆ କରିଥିବାର ଦେଖିବାକୁ ମିଳିଛି । ସେ ଏହା ଉପରେ ଟିପ୍ପଣୀ ଦେଇ…