ଏନଗେଜମେଂଟ କଲେ ସୋନାକ୍ଷୀ ସିହ୍ନା! ଡିଭାଙ୍କ ନୂଆ ପୋଷ୍ଟକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା
ବଲିଉଡ୍ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ସୋନା ସୋସିଆଲ୍ ମିଡିଆ ଖୁବ୍ କମ୍ ଆକ୍ଟିଭ୍ ରୁହନ୍ତି । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ଚର୍ଚ୍ଚାରେ ଶୁଣିବାକୁ ମିଳିଥିଲା ସୋନାକ୍ଷୀ ସିହ୍ନାଙ୍କ ନାମ । କୁହାଯାଉଥିଲା କି ସେ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି । ହେଲେ ବର୍ତ୍ତମାନ…