Browsing Tag

manoranjan-latest

ଆରପାରିରେ ସଲମାନଙ୍କ ପ୍ରିୟ ପାଳିତ କୁକୁର “ମାଇ ଲଭ”

ଗୁରୁବାର ରାତି ସଲମାନ ଖାନଙ୍କ ପ୍ରିୟ ପାଳିତ କୁକୁର ମୃତ୍ୟୁ ଘଟିଛି । ସଲମାନ ତାକୁ ଅତି ସ୍ନେହରେ “ମାଇ ଲଭ” କହି ଡାକୁଥିଲେ । ସଲମାନ ତାଙ୍କର ଏହି ପାଳିତ କୁକୁରକୁ ବହୁତ ଭଲ ପାଉଥିଲେ ଏବଂ ସବୁବେଳେ ତା ସହ ହିଁ ଅଧିକାଂଶ ସମୟ ବିତାଇବା ପାଇଁ ପସନ୍ଦ କରୁଥିଲେ । କାରଣ ଅଧିକାଂଶ ସମୟରେ…

ଦୁର୍ଦଶ ଅପରାଧିଙ୍କ ବିରୁଧରେ ଆକ୍ସନରେ ପୁଣି ଥରେ ନଜର ଆସିବେ ମୋଟୁ ପତଲୁ

ଛୋଟପିଲାଙ୍କ ପ୍ରିୟ ସୁପରଷ୍ଟାର, ମୋଟୁ ପତଲୁ ଚନ୍ଦ୍ରମା, ପାଣି ଭିତରେ ଓ କୁମ୍ଫୁ ଲ୍ୟାଣ୍ଡ ଭଳି ଆଦି ଅନେକ ଜାଗାରେ ନିଜର ଦୁଃସାହସିକ ତଥା ଆନନ୍ଦଦାୟକ ଏବଂ ମନରୋଞ୍ଜନକାରୀ କାର୍ଯ୍ୟକଳାପ ଯୋଗୁଁ ସମସ୍ତଙ୍କ ମଧ୍ୟରେ ଏକ ସ୍ମରଣୀୟ ଛାପ ଛାଡିଯାଇଛି । ଏହି ଦୁହିଁଙ୍କର ସାହସୀକତା, ବୀରତ୍ୱ ଏବଂ…

କାଲି ହେଉଛି ଡ୍ରିମ ଗାର୍ଲଙ୍କ ଜନ୍ମଦିନ

କାଲି ହେଉଛି ଡ୍ରିମ ଗାର୍ଲ(ହେମା ମାଲିନି)ଙ୍କ ଜନ୍ମଦିନ । ସେ ୭୦ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି । ହୁଏତ ତାଙ୍କ ଆୟୁଷ ଦିନକୁ ଦିନେ ବଢିବାରେ ଲାଗୁଛି କିନ୍ତୁ ଲାଗୁଛି ଯେପରି ସମୟ ତାଙ୍କ ପାଇଁ ଅଟକି ଯାଇଛି । କାରଣ ସେ ଆଗରୁ ଯେମିତି ସୁନ୍ଦର ଥିଲେ ବର୍ତ୍ତମାନ ମଧ୍ୟ ଠିକ ସେହିଭଳି…

ପାକିସ୍ତାନୀ କ୍ରିକେଟର ‘ଫକର ଜମାନ’ଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ଜରୀନ

ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ‘ଜରୀନ ଖାନ’ ଏବଂ ପାକିସ୍ତାନୀ କ୍ରିକେଟର ‘ଫକର ଜମାନ’ଙ୍କ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଖୁବ ଜୋରସେ ଚର୍ଚ୍ଚା ଚାଲିଛି । ସଲମାନ ଖାନଙ୍କ ସହିତ “ବୀର”ଫିଲ୍ମ ଦ୍ୱାରା ବଲିଉଡରେ ଡେଭିୟୁ କରିଥିବା ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଚାଲିଥିବା ଏହି…

କଙ୍ଗନା ଲଗାଇଲେ ଫିଲ୍ମ ନିର୍ମାତା ବିକାଶ ବେହଲଙ୍କ ଉପରେ ଯୌନ କେଳେଙ୍କାରୀର ଅଭିଯୋଗ

ବଲିଉଡରେ ବର୍ତ୍ତମାନ ଗୋଟାଏ ପରେ ଗୋଟେ ଯୌନ କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ବର୍ତ୍ତମାନ ତନୁଶ୍ରୀ ଦତ୍ତ ଭେଟରାନ ଅଭିନେତା ନାନା ପାଟେକରଙ୍କ ଉପରେ ଲାଗାଇଥିବା ଯୌନ ନିର୍ଯ୍ୟାତନକୁ ନେଇ ପରିସ୍ଥିତ ସରଗରମ ରହିଥିବାବେଳେ ସେପଟେ ବଲିଉଡ ଜଗତର ଆଉ ଏକ କେଲେଙ୍କାରୀ ସାମନାକୁ ଆସିଛି ।…

ଅନ୍ୟ ଅଭିନେତ୍ରୀଙ୍କ ପରି ପୂଜା ମଧ୍ୟ ଯୌନ ଉତ୍ପୀଡନର ଶୀକାର ହୋଇଛନ୍ତି

ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବଡ ଝିଅ ତଥା ଅଭିନେତ୍ରୀ ପୂଜା ଭଟ୍ଟ ହୁଏତ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି କିନ୍ତୁ ସେ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ “ସଡକ ୨”ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଆଲିଆ ଭଟ୍ଟ ଏବଂ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ ।…

୮ ବର୍ଷ ପରେ ନାନାଙ୍କ ବିରୁଦ୍ଧରେ ଡିମ୍ପଲଙ୍କ ଏହି ଅଭିଯୋଗ ପୁଣି ଚର୍ଚ୍ଚାରେ

ତନୁଶ୍ରୀ ଦତ୍ତ ଏବଂ ନାନା ପାଟେକରଙ୍କ ବିବାଦ ଦିନକୁ ଦିନେ ଘନେଇବାରେ ଲାଗିଛି । ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିବାବେଳେ, ଯାହାକୁ ନେଇ ବର୍ତ୍ତମାନ ବଲିିଉଡରେ ହଇ-ଚଇ ଖେଳିଯାଇଛି । ଏହି ଘଟଣାକୁ ନେଇ ବଲିଉଡର ଅନେକ ଅଭିନେତା ନିଜ ପ୍ରତିକ୍ରିୟା…

ରିଲିଜ ଅପେକ୍ଷାରେ “ଉରି ଦ ସର୍ଜିକାଲ ଷ୍ଟ୍ରାଇକ”

୨୦୧୬ରେ ଜାମ୍ମୁ କାଶ୍ମୀରର ଉୁରୀ ସେକ୍ଟରସ୍ଥିତ ଏଲଓସି ନିକଟରେ ଥିବା ଭାରତୀୟ ସେନା ମୁଖ୍ୟାଳୟରେ ଆତଙ୍କବାଦୀମାନେ ଏକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭାରତର ୧୮ ଜଣ ଯବାନ ସହିଦ ହୋଇଥିବାବେଳେ ଗତ ୨୦ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ପକ୍ଷରୁ…

ମେଫେୟାରରେ ଅକ୍ଟୋବର ୧୦ରୁ ଦାଣ୍ଡିଆ ମହୋତ୍ସବ

ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ରୁହନ୍ତୁ । ନିଜର ମୁଡ ଠିକ୍ କରି ମେଫେୟାର ଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଚଳିତ ବର୍ଷ ମେଫେୟାର ପକ୍ଷରୁ ୧୦ ଅକ୍ଟୋବରରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ମେଫେୟାର କନଭେନସନରେ ଦାଣ୍ଡିଆ ମହୋତ୍ସବର ଆୟୋଜନ କରାଯାଉଛି । ଲୋକପ୍ରିୟ ଚାର୍ଟବଷ୍ଟରଙ୍କୁ ପରାସ୍ତ କରି,…

ପ୍ରଥମ ଥର ପାଇଁ ବାପାଙ୍କ ଫିଲ୍ମରେ କାମ କରିବେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ପିତା ମହେଶ ଭଟ୍ଟଙ୍କ ସହ ଆଗାମୀ ଫିଲ୍ମରେ କାମ କରିବାକୁ ନେଇ ବେଶ ଉତ୍ସାହିତ ଥିବାର ଜଣାପଡୁଛି । “ସଡକ ୨”ରେ ଆଲିଆ ନିଜ ପିତାଙ୍କ ଫିଲ୍ମରେ କାମ କରିବେ । ଏକ ସାକ୍ଷାତକାର ମାଧ୍ୟମରେ ଆଲିଆ କହିଛନ୍ତି ଯେ, ମୁଁ ଯେତେବେଳେ ବହୁତ ଛୋଟ ଥିଲି ତେବେ ଏହି ଫିଲ୍ମ…