Browsing Tag

manoranjan-latest

ଓଲିଉଡ ଅଭିନେତା ପିଂଟୁ ନନ୍ଦଙ୍କ ବିରୁଦ୍ଧରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଜଣେ ସଂଘର୍ଷପୂର୍ଣ୍ଣ ଅଭିନେତ୍ରୀ ଓଲିଉଡ ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ପିଣ୍ଟୁ ନନ୍ଦ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚର ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ଜଣକ ନୟାପଲ୍ଲୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଆଇପିସି…

ଏବେ ନୂଆ ମୋଡ଼ ନେଉଛି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା, ଦୁଇଟି ରାଜ୍ୟରେ ଚାଲିଛି ଅନୁସନ୍ଧାନ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବର୍ତ୍ତମାନ ବାହାରକୁ ଆସୁଥିବା ସୂଚନା ହେତୁ ଏହି ମାମଲା ଅଧିକ ଜଟିଳ ହୋଇ ନୂଆ ମୋଡ଼କୁ ଆସିଛି। ମଙ୍ଗଳବାର ସନ୍ଧ୍ୟାରେ ସୁଶାନ୍ତଙ୍କ ପିତା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ। ସେ ଅଭିନେତ୍ରୀଙ୍କ…

ହସ୍ପିଟାଲରୁ ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ଡିସଚାର୍ଜ ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ବିଗବି

କୋଭିଡ-୧୯ ଚିକିତ୍ସା ପାଇଁ ନୀକଟରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅମିତାଭ ବଚ୍ଚନ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ୮ ବର୍ଷର ନାତୁଣୀଙ୍କର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭାବବାହ୍ବଳ ହୋଇପଡ଼ିଛନ୍ତି । ଉଭୟ ଐଶ୍ବର୍ଯ୍ୟା ଓ ଆରାଧ୍ୟା ସମାନ…

ବଲିଉଡ ନିର୍ଦେଶକ ଅନୁରାଗ କଶ୍ଚ୍ୟପଙ୍କୁ ମିନି ମହେଶ ଭଟ କହିଲେ କଙ୍ଗନା ରଣାୱତ, ଅନୁରାଗ ଦେଲେ ଏଭଳି ଯବାବ

ବର୍ତମାନ ସମୟରେ କଙ୍ଗନା ରଣାୱତ ନିଜର କଂଟ୍ରୋବର୍ସିକୁ ନେଇ ବେଶ ଚର୍ଚାରେ ଅଛନ୍ତି । ଏଥି ସହ ଅନୁରାଗ କଶ୍ୟପ ମଧ୍ୟ ତାଙ୍କ ବୟାନ ଏବଂ ଟ୍ୱିଟ୍ ପାଇଁ ହେଡଲାଇନକୁ ଆସିଛନ୍ତି । ବର୍ତ୍ତମାନ ଏହି ଦୁଇ ସେଲିବ୍ରେଟିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି | ନିକଟରେ ଅନୁରାଗ କଶ୍ୟପ…

ନିଜ ଇନଷ୍ଟାଗ୍ରାମରେ ଐଶ୍ୱର୍ଯ୍ୟା ରାୟଙ୍କ ଫଟୋ ସେୟାର କଲେ ଡବ୍ଲୁଡବ୍ଲୁଇ ସୁପର ଷ୍ଟାର ଜନ ସୀନା

ଡବ୍ଲୁଡବ୍ଲୁଇ ସୁପର ଷ୍ଟାର ଜନ ସୀନା ନିଜର ଇନଷ୍ଟାଗ୍ରାମ ପୋଷ୍ଟ ଯୋଗୁଁ ବେଶ ଚ୍ଚର୍ଚାରେ ଅଛନ୍ତି । ସେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କର ଏକ ଫଟକୁ ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏହା ପୂର୍ବରୁ ସେ ଅମିତାଭ ବଚନ ଏବଂ ଅଭିଷେକ ବଚ୍ଚନଙ୍କ ଫଟୋ ମଧ୍ୟ ନିଜ…

ସୁଶାନ୍ତ ସିଂ ଆତ୍ମହତ୍ୟା:’ଯଦି ଅଭିଯୋଗ ପ୍ରମାଣିତ ନହୁଏ ତେବେ ମୁଁ ପଦ୍ମଶ୍ରୀ ଫେରାଇ ଦେବି’-କଙ୍ଗନା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାନାୱତ ବଲିଉଡର ବହୁ ବଡ ନିର୍ଦ୍ଦେଶକ-ନିର୍ମାତା ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ବଲିଉଡରେ ନେପୋଟିଜିମ ହେତୁ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ଏହି ଅଭିଯୋଗ ସମ୍ପର୍କରେ କଙ୍ଗନା ପୁଣିଥରେ ଆଲୋଚନାକୁ…

ବିଗବସର ୧୪ତମ ସଂସ୍କରଣରେ କରୋନା ପ୍ରଭାବ, ପ୍ରତିଯୋଗୀମାନେ ପାଇବେ ନାହିଁ ସାପ୍ତାହିକ ଦେୟ

କରୋନା ଯୁଗ ଯୋଗୁଁ, ପ୍ରଶଂସକମାନେ ବିଗ୍ ବସ୍ ର ୧୪ ତମ ସିଜନରେ ଅନେକ ପରିବର୍ତ୍ତନ ଦେଖିବାକୁ ପାଇବେ | ଶୋ ଇତିହାସରେ ପ୍ରଥମ ଥର ପାଇଁ କିଛି ପରିବର୍ତ୍ତନ ମଧ୍ୟ ହୋଇପାରେ ଏବଂ ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିପାରେ | ଠିକ୍ ଅଛି, ବର୍ତ୍ତମାନ ସଲମାନ ଖାନଙ୍କ ସୋ ସହିତ ଜଡିତ ଏକ ନୂଆ ଅପଡେଟ୍…

ଅମିତ ଶାହଙ୍କୁ ସୁଶାନ୍ତଙ୍କ ଗର୍ଲଫ୍ରଣ୍ଡ ରୀୟା ଚକ୍ରବର୍ତୀଙ୍କ ଗୁହାରି, ସୁଶାନ୍ତଙ୍କ ଆତ୍ମହତ୍ୟାର ସିବିଆଇ ତଦନ୍ତ…

ଚାରି ପାର୍ଶ୍ୱରୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ତୀବ୍ର ହୋଇଛି। ଦୀର୍ଘ ଦିନ ଧରି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଦିଗଜ ରାଜନେତା ଏବଂ ଅଭିନେତା ସିବିଆଇ ତଦନ୍ତ ଦାବି କରିଥିଲେ। ସେହି କ୍ରମରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା…

ଟିଭି ଶୋ ’ଇଶ୍କବାଜ୍ ଫେମ ଅଭିନେତ୍ରୀ ଶ୍ରେନୁ ପାରିକ୍ କରୋନାରେ ଆକ୍ରାନ୍ତ, ହସ୍ପିଟାଲରେ ଭର୍ତୀ

ଟିଭି ଅଭିନେତ୍ରୀ ଶ୍ରେନୁ ପାରିକ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହି ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶ୍ରେନୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ବାହାରିଥିଲେ । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଶ୍ରେନୁ…

ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଲେ ରୀୟା ଚକ୍ରବର୍ତୀ, ସେୟାର କଲେ ସୁଶାନ୍ତଙ୍କ ନାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ

ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗ ପରେ ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସ ବିତିଗଲାଣି | ବର୍ତ୍ତମାନ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ରିୟା ଚକ୍ରବର୍ତ୍ତୀ ପ୍ରଥମଥର ତାଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ବିୟୋଗ ପରଠାରୁ ରିୟା କିଛି ପୋଷ୍ଟ କରିନଥିଲେ।…