Browsing Tag

manoranjan-latest

ଆଥିୟା ସେଟ୍ଟୀଙ୍କ ପାଇଁ ସ୍ପେଶିଆଲ ବାର୍ଥଡେ ୱିଶ ଲେଖି ଇନଷ୍ଟାରେ ସେୟାର କଲେ କ୍ରିକେଟର କେଏଲ ରାହୁଲ

ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ସୁନିଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ଡେଟ୍‌ କରୁଛନ୍ତି । ହେଲା ଏହା ସମସ୍ତେ ଜାଣିଛନ୍ତି କି ଦୁହେଁ ଏକାଠି ବୁଲୁଛନ୍ତି ଦୁହିଁଙ୍କୁ ଏକାଠି ପ୍ରାୟତଃ ସ୍ପଷ୍ଟ ମଧ୍ୟ କରା ଯାଉଛି । ଏହା ଏହା ପୂର୍ବରୁ କ୍ରିକେଟ ଦଳ ୟୁଏଇ ଯାଇଥିବା ବେଳେ ଆଥିଆ ମଧ୍ୟ…

ପୁନିତ ରାଜକୁମାରଙ୍କ ପରେ ସାମାଜିକ କାର୍ଯ୍ୟକୁ ଜାରି ରଖିବେ ଅଭିନେତା ଵିଶାଲ: ୧୮୦୦ ଛାତ୍ରଛାତ୍ରୀଙ୍କୁ ପଢାଇବେ ପାଠ

ତାମିଲ ଅଭିନେତା ଵିଶାଲ କହିଛନ୍ତି ଯେ ସେ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ସାମାଜିକ ସେବା କାର୍ଯ୍ୟକଳାପ ଜାରି ରଖିବେ। ଵିଶାଲଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଲୋକେ ଅଭିନେତାଙ୍କ ଏହି ମହାନତା ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏକ ସମାରୋହରେ…

ଶିକ୍ଷକଙ୍କ ନିର୍ଦ୍ଦେଶରେ ପ୍ରଥମ ଥର ପାଇଁ ମଡେଲିଂ କରିଥିଲେ ଐଶ୍ବର୍ଯ୍ୟା, ଜାଣନ୍ତୁ ତାଙ୍କ ବିଷୟରେ କିଛି ବିଶେଷ କଥା

ବଲିଉଡର ପ୍ରସିଦ୍ଧ ତଥା ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନଭେମ୍ବର ୧, ୧୯୭୩ ରେ ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କୃଷ୍ଣରାଜ ରାୟ ସେନାରେ ଜୀବବିଜ୍ଞାନୀ ଥିଲେ। ଐଶ୍ୱର୍ଯ୍ୟାଙ୍କ ଜନ୍ମ ପରେ ତାଙ୍କ ପରିବାର…

ଲୋକପ୍ରିୟ ଡିଜାଇନର ସବ୍ୟସାଚିଙ୍କ ବିରୋଧରେ ଜାରି ହେଲା ନୋଟିସ, ମଙ୍ଗଲସୁତ୍ର ବିଜ୍ଞାପନରେ ମଡେଲଙ୍କୁ ଅଶ୍ଳୀଳ ଭାବେ…

ମଙ୍ଗଲସୁତ୍ର ବିଜ୍ଞାପନ ପାଇଁ ଅର୍ଦ୍ଧ ନଗ୍ନ ମଡେଲ ବ୍ୟବହାର କରିଥିବାରୁ ଆଡଭୋକେଟ୍ ଆଶୁତୋଷ ଦୁବେ ଡିଜାଇନର୍ ସାବ୍ୟାସାଚିଙ୍କୁ ଏକ ଆଇନଗତ ନୋଟିସ୍ ଜାରି କରିଛନ୍ତି। ଅସଲରେ, ନିକଟରେ ସବ୍ୟସାଚି ତାଙ୍କର ନୂତନ ଅଳଙ୍କାର କଲେକ୍ସନ ଲଂଚ କରିଥିଲେ | ଏଥିରେ ସେ ମଙ୍ଗଲସୁତ୍ରର କିଛି ଫଟୋ ସେୟାର…

ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବା ପରେ ଶାହାରୁଖ ଖାନଙ୍କୁ ପୀୟୁଷ ମିଶ୍ରଙ୍କ ପରାମର୍ଶ: କହିଲେ ନିଜ ପୁଅକୁ ନିୟନ୍ତ୍ରଣରେ…

ବଲିଉଡର ବାଦଶାହ ଶାହରୁଖଙ୍କ ପାଇଁ ଆଜି ହେଉଛି ସବୁଠୁ ବିଶେଷ ତଥା ଖାସ୍ ଦିନ। ଶାହାରୁଖ ଓ ଗୌରୀଙ୍କ ଖୁସି କହିଲେ ନସରେ । ଗୌରୀ କରିଥିବା ମାନସିକ ବି ପୁରା ହେଲା । ବର୍ତ୍ତମାନ ମନ୍ନତ ବାହାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଡ୍ରଗ୍ସ କେସ୍‌ରେ ଗିରଫ ହେବାର ଦୀର୍ଘ ୨୮ ଦିନ ପରେ ପୁଅ କଳା…

ଚତୁର୍ଥ ଥର ନାସନାଲ ଆୱାର୍ଡ ପାଇ ଇମୋସନାଲ ହୋଇଗଲେ କଙ୍ଗନା ରଣାୱତ: ବାପା-ମା’ଙ୍କ ଉଦ୍ଦେଶ୍ୟରେ ଲେଖିଲେ ଏହି ପୋଷ୍ଟ

ବଲିଉଡ କ୍ୱିନ୍ କଙ୍ଗନା ରଣାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ପ୍ରମୁଖ ଶକ୍ତି ହୋଇପାରିଛନ୍ତି। ଏହାର ଏକ ଉଦାହରଣ, ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ସମ୍ମାନିତ କରିଛନ୍ତି। “ମଣିକର୍ଣ୍ଣିକା” ଏବଂ “ପଙ୍ଗା” ରେ ଅଭିନୟ ପାଇଁ ଶ୍ରେଷ୍ଠ…

ଶାହାରୁଖ ଖାନଙ୍କୁ ଭାରତ ଛାଡ଼ି ପାକିସ୍ତାନ ଆସିବାକୁ ଆମନ୍ତ୍ରିତ କଲେ ପାକିସ୍ତାନ ଆଙ୍କର

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଛି । ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେବେଠାରୁ ବିବାଦ ବଢିବାରେ ଲାଗିଛି । ଆର୍ଯ୍ୟନଙ୍କ ଜାମିନ ବାରମ୍ବାର ଖାରଜ ହେଉଛି । ୨୩ ବର୍ଷୀୟ ଆର୍ଯ୍ୟନଙ୍କ ଗିରଫ ମାମଲା ପାକିସ୍ତାନରେ ମଧ୍ୟ ଚର୍ଚ୍ଚାର ବିଷୟ…

କଣ ଆପଣ ଜାଣନ୍ତି ଏହି ହିନ୍ଦୀ ଚଳଚ୍ଚିତ୍ରରୁ ବଲିଉଡରେ ଡେବ୍ୟୁ କରିଥିଲେ ପ୍ରଭାସ: ଜାଣନ୍ତୁ ତାଙ୍କ ସହ ଜଡିତ କିଛି…

ଆଜି ସୁପରଷ୍ଟାର ପ୍ରଭାସ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଉପ୍ପଲାପତି ଭେଙ୍କଟା ସୂର୍ଯ୍ୟନାରାୟଣ ପ୍ରଭାସ ରାଜୁ। ତାଙ୍କ ବାପା ଫିଲ୍ମ ନିର୍ମାତା ଉପ୍ପଲାପତି ଭେଙ୍କଟା ସୂର୍ଯ୍ୟନାରାୟଣ ରାଜୁ ଏବଂ ମା’ ଶିବ କୁମାରୀ। ତାଙ୍କର ଗୋଟିଏ ଭାଇ ଏବଂ ଗୋଟିଏ…

ଏନସିବି ଅଫିସରେ ବିଳମ୍ବରେ ପହଂଚିବାରୁ ଅନନ୍ୟାଙ୍କ କ୍ଲାସ ନେଲେ ୱାଙ୍ଖଡେ, ଦେଖନ୍ତୁ କଣ କହିଲେ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଆର୍ଯ୍ୟନ୍ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ଅନୁସନ୍ଧାନର ପରିସର ବୃଦ୍ଧି କରିଛି। ଡ୍ରଗ୍ସ ମାମଲାରେ ବର୍ତ୍ତମାନ ଆର୍ଯ୍ୟନ ଖାନ ଜେଲରେ ଥିବାବେଳେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ…

ଆର୍ଯ୍ୟନଙ୍କ ପାଇଁ ‘ଗଞ୍ଜେଇ’ ଯୁଗାଡ଼ କରିବାକୁ ରାଜି ହୋଇଥିଲେ ଅନନ୍ୟା ପାଣ୍ଡେ , ଚାର୍ଟରୁ ଖୁଲାସା

ଡ୍ରଗ୍ସ ମାମଲାରେ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଛି। ଗୁରୁବାର ଦିନ ଅନନ୍ୟାଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ପଚରାଉଚରା କରାଯାଇଥିଲା। ଗୁରୁବାର ଦିନ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ଚଢ଼ାଉ କରିଥିଲା। ଏହା ପରେ ତାଙ୍କୁ ଡକାଯାଇ ପଚରାଉଚରା ପାଇଁ ତାଙ୍କ କାର୍ଯ୍ୟାଳୟକୁ…