ନିଜ ଇନଷ୍ଟାଗ୍ରାମରୁ ନିକ ଜୋନସଙ୍କ ସରନେମ ହଟାଇଲେ ପ୍ରିୟଙ୍କା ଚୋପ୍ରା, କଣ ଉଭୟଙ୍କ ମଧ୍ୟରେ ଦେଖାଦେଇଛି ବିବାଦ ?
ବଲିଉଡ ଓ ହଲିଉଡର ପପୁଲାର୍ କପଲ ପ୍ରିୟଙ୍କା ଚୋପ୍ରା-ନିକ ଜୋନାସ୍। ଦୁହେଁ ପରସ୍ପର ପ୍ରତି ପ୍ରେମ ବ୍ୟକ୍ତ କରନ୍ତି ଏବଂ ସୋସିଆଲ ମିଡିଆରେ ତାହାର ଝଲକ ଫ୍ୟାନ୍ସଙ୍କୁ ଦେଖାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେଲାପରି ଏକ ଖବର ସାମ୍ନାକୁ ଆସିଛି। ପ୍ରିୟଙ୍କା ତାଙ୍କ…