ହସ୍ପିଟାଲରୁ ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ଡିସଚାର୍ଜ ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ବିଗବି
କୋଭିଡ-୧୯ ଚିକିତ୍ସା ପାଇଁ ନୀକଟରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅମିତାଭ ବଚ୍ଚନ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ୮ ବର୍ଷର ନାତୁଣୀଙ୍କର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭାବବାହ୍ବଳ ହୋଇପଡ଼ିଛନ୍ତି । ଉଭୟ ଐଶ୍ବର୍ଯ୍ୟା ଓ ଆରାଧ୍ୟା ସମାନ…