Browsing Tag

latest

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ କରୋନା ସଂକ୍ରମିତ ଚିହ୍ନଟ, ୪୮,୪୦୫ଜଣ ସୁସ୍ଥ

ଆଜି ପୁଣି ୫୦,୦୦୦ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ ୫୩ହଜାର ୬୫୭ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା…

ଜୋ ବିଡେନଙ୍କ ବିଜୟ ଭାରତ-ଆମେରିକା ସମ୍ପର୍କକୁ କିପରି ପ୍ରଭାବିତ କରିବ ?

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୧୯୭୦ ଦଶକରୁ ଭାରତ-ଆମେରିକା ମଧ୍ୟରେ ମଜବୁତ ସମ୍ବନ୍ଧର ରକ୍ଷକ ହୋଇ ଆସିଛନ୍ତି। ୨୦୦୮ମସିହାରେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ବୁଝାମଣା ପାଇଁ ସିନେଟର ମଞ୍ଜୁରୀ ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତଥା ଆତଙ୍କବାଦୀ…

ଶୀତ ରୁତୁରେ ଏହି ପାଂଚଟି ଫଳ ଇମ୍ୟୁନିଟି ମଜବୁତ କରିବାରେ ହୋଇଥାଏ ସହାୟକ

ଶୀତଦିନେ ଫ୍ଲୁ କିମ୍ବା ସଂକ୍ରମଣର ପ୍ରସାର ହେବା ସାଧାରଣ । କିନ୍ତୁ ଯଦି ରୋଗ ପ୍ରତିରୋଧକ ଶକ୍ତି ଭଲ ହୁଏ, ତେବେ ହୁଏତ ଜଣେ ଅସୁସ୍ଥ ହୋଇନପାରନ୍ତି କିମ୍ବା ଅସୁସ୍ଥ ହେଲେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତି | ଯେହେତୁ ଏଥର କରୋନା ଭାଇରସ ଭଳି ମାରାତ୍ମକ ରୋଗ ସମଗ୍ର ବିଶ୍ୱରେ ବ୍ୟାପିଛି, ତେଣୁ…

ସାମ୍ନାକୁ ଆସିଲା ସାଇନାଙ୍କ ବାୟୋପିକରେ ପରିଣୀତିଙ୍କ ପ୍ରଥମ ଲୁକ

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ହେବ ସାଇନା ନେହଓ୍ବାଲଙ୍କ ବାୟୋପିକକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରି ଦିଆଯାଇଛି ଯାହାକୁ ସାଇନା ନେହଓ୍ବାଲ୍ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି।…

କାହିଁକି ୧.୧୭ କୋଟି ମୂଷାଙ୍କୁ ମାରିବାର ପ୍ରସ୍ତୁତି କରୁଛି ଏହି ଦେଶ ?

କରୋନା ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଟିକା ଆସିବାକୁ ଆହୁରି ବିଳମ୍ବ ଅଛି ଏବଂ ସେପର୍ଯ୍ୟନ୍ତ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ସତର୍କତା ଏବଂ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। କରୋନା ଦ୍ୱାରା ପ୍ରଭାବିତ ଅନେକ ଦେଶ ମଧ୍ୟ ଏହି ମହାମାରୀର ମୁକାବିଲା ପାଇଁ ନୂତନ ରଣନୀତି…

ନିଜ ଆଗାମୀ ଫିଲ୍ମ ଗଣପତର ମୋସନ ପୋଷ୍ଟର ସେୟାର କଲେ ଟାଇଗର ସ୍ରଫ

ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଟାଇଗର ସ୍ରଫ୍‌ ଆଜି ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ସେ ପୂଜା ଫିଲ୍ମସ୍‌ର ଚଳଚ୍ଚିତ୍ର ‘ଗଣପତ’ରେ ନଜର ଆସିବେ। ଆଜି ଟ୍ବିଟର୍‌ରେ ଏକ ମୋସନ୍‌ ପୋଷ୍ଟର୍‌ ସେୟାର କରି ‌ସେ ଲେଖିଛନ୍ତି, ଏହା ମୋ ପାଇଁ ଖୁବ୍‌…

ଭାରତରେ ହ୍ବାଟସ୍ ଆପ୍ ପେମେଂଟକୁ ମିଲିଲା ଗ୍ରୀନ ସିଗନାଲ, ଗୁଗଲ ପେ କୁ ଦେବ କଡ଼ା ଟକ୍କର

ଫେସବୁକ୍ ମାଲିକାନା ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଭାରତରେ ଏକ ପେମେଣ୍ଟ ସେବା ଆରମ୍ଭ କରିବାକୁ ଅନୁମତି ପାଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ହ୍ବାଟସ୍ ଆପ୍ ପେକୁ ଗ୍ରୀନ ସିଗନାଲ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ୨ କୋଟି ବ୍ୟବହାରକାରୀଙ୍କ ପାଇଁ ଜାରି ହେବ ବୋଲି…

ଗତ ୨୪ ଘଂଟା ମଧ୍ୟରେ ଦେଶରେ ପୁଣି ୪୭,୬୩୮ କରୋନା ଆକ୍ରାନ୍ତ ଚିହ୍ନଟ, ୫୪୧୫୭ଜଣ ସୁସ୍ଥ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୬୩୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୪ ଲକ୍ଷ ୧୧ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ଗତକାଲି ଭଳି ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ…

କାମର ଅତ୍ୟଧିକ ଚାପ ଯୋଗୁଁ ଚାଲିଗଲା ୧୪ ଡେଲିଭରୀ ବଏଙ୍କ ଜୀବନ, ୨୧-୨୧ ଘଂଟା ଧରି କରୁଥିଲେ କାମ

କରୋନା ମହାମାରୀ ଲୋକଙ୍କ ଜୀବନରେ ଅନେକ ପରିବର୍ତନ ଆଣିଛି |ସଂକ୍ରମଣକୁ ରୋକିବା ପାଇଁ ଦୁନିଆର ଅନେକ ଦେଶରେ ଲକଡାଉନ ଜାରି କରାଯାଇଥିଲା। ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା। କିନ୍ତୁ ଲକଡାଉନ କୋହଳ ହେବାପରେ କାମ ଚାପ ଏତେ ବଢିଯାଇଛି ଯେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଦକ୍ଷିଣ…

ହ୍ବାଟସ୍ ଆପରେ ଲଂଚ ହେଲା ନୂଆ ଫିଚର, ଏବେ ସାତ ଦିନରେ ଗାୟବ କରିହେବ ମେସେଜ

ହ୍ବାଟସ୍ ଆପ୍ ନିକଟରେ ଏହାର FAQ ପେଜରେ Disappearing Message କିପରି କାର୍ଯ୍ୟ କରିବ ତାହା ବିଷୟରେ ଦର୍ଶାଇଥିଲା | ବର୍ତ୍ତମାନ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ନୂତନ ଫିଚର ଲଞ୍ଚ କରିଛି। ହ୍ବଟସ୍ ଆପ୍ Disappearing Message | ହ୍ବାଟସ୍ ଆପର ପ୍ୟାରେଣ୍ଟ୍ କମ୍ପାନୀ ହେଉଛି ଫେସବୁକ୍…