Browsing Tag

latest

କଣ ଆପଣ କସ୍ତୁରୀ ମେଥିର ଏହି ଫାଇଦାଗୁଡ଼ିକ ବିଷୟରେ ଜାଣିଛନ୍ତି ?

କସ୍ତୁରୀ ମେଥୀ, ଭାରତୀୟ ଉପମହାଦେଶରେ ବେଶ ଭଲ ଭାବରେ ଜଣାଶୁଣା ଏକ ପ୍ରାଚୀନ ମସଲା | ଏହା ସାଧାରଣଭାବେ ଶୁଖିଲା ମେଥି ପତ୍ର ହୋଇଥାଏ ଏବଂ ଏହା ସାଧାରଣ ହର୍ବ ଯାହାକି ଡିସରେ ସ୍ୱାଦ ଏବଂ ସୁଗନ୍ଧ ଯୋଗାଇବା ପାଇଁ ବ୍ୟବହୃତ ହୁଏ | କସ୍ତୁରୀ ମେଥି ସାମାନ୍ୟ ପିତା କିନ୍ତୁ ଏହା ବ୍ୟଞ୍ଜନର ସ୍ୱାଦ…

ବିଗବସ ସିଜନ ୧୦ର ଏହି ପ୍ରତିଯୋଗୀଙ୍କ ହେଲା ଦେହାନ୍ତ : ପକ୍ଷାଘାତରେ ଥିଲେ ଆକ୍ରାନ୍ତ

ବିଗ୍ ବସ୍ ୧୦ ର ବିବାଦୀୟ ପ୍ରତିଯୋଗୀ ରହିଥିବା ସ୍ୱାମୀ ଓମ୍ ଙ୍କର ଦେହାନ୍ତ ହୋଇଛି | ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ଖବର ଅନୁଯାୟୀ, ତାଙ୍କ ଶରୀରର ଅଧା ପକ୍ଷାଘାତ ହୋଇଯାଇଥିଲା, ଯେଉଁଥିପାଇଁ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।…

ରିହାନାଙ୍କ ପରେ କୃଷକ ଆନ୍ଦୋଳନ ସପକ୍ଷରେ ବାହାରିଲେ ମିଆଁ ଖଲିଫା, ଇଂଟରନେଟ ବନ୍ଦକୁ ନେଇ କଲେ ପ୍ରଶ୍ନ

ପପ୍ ଷ୍ଟାର୍ ରିହାନାଙ୍କ ପରେ ବର୍ତ୍ତମାନ ପୂର୍ବତନ ଆଡଲ୍ଟ ଷ୍ଟାର ମିୟା ଖଲିଫା ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସେ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନରେ ଅନେକ ପୋଷ୍ଟ ସେୟାର କରିଛନ୍ତି ଏବଂ ଏହା ସହିତ ସେ କୃଷକ ଆନ୍ଦୋଳନର ଫଟୋ ମଧ୍ୟ ସେୟାର କରିଛନ୍ତି ।…

ଆର୍ଥିକ ସଂକଟରୁ ବଂଚିବାକୁ ଚାହୁଁଥିଲେ ଏହିସବୁ ଜିନିଷକୁ ଆଦୌ କରନ୍ତୁନି ଅଣଦେଖା

ବାସ୍ତୁଶାସ୍ତ୍ରରେ ଆମ ଜୀବନ ସହ ଜଡ଼ିତ ପ୍ରତ୍ୟେକ ସମସ୍ୟାର ସମାଧାନ ରହିଥାଏ। ବାସ୍ତୁ ନିୟମ ଅନୁସରଣ କରି ଜୀବନକୁ ସୁଖମୟ କରାଯାଇପାରିବ। ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି ଯାହାକୁ ଅଣଦେଖା କରିବା ଦ୍ୱାରା ଜୀବନ ଉପରେ ତାର ନକାରାତ୍ମକ ପ୍ରଭାବ ପଡିଥାଏ। ନକାରାତ୍ମକ ପ୍ରଭାବ ଅନେକ…

ଭୟରେ ଛୁଇଁଲେନି ଗ୍ରାମବାସୀ: ଏକ ଅଜଣା ଶବକୁ ୨ କିମି କାନ୍ଧରେ ବୋହିଲେ ମହିଳା ସବ୍-ଇନ୍ସପେକ୍ଟର

ଆନ୍ଧ୍ରପ୍ରଦେଶରେ ଜଣେ ମହିଳା ସବ୍-ଇନ୍ସପେକ୍ଟର ଯାହା କରିଛନ୍ତି ତାହା ମାନବିକତାର ଏକ ଜ୍ବଳନ୍ତ ଉଦାହରଣ। ଗ୍ରାମାଞ୍ଚଳରେ ଏକ ଅଜଣା ଶବ କୁ ଛୁଇଁବାକୁ ଲୋକମାନେ ଭୟ କରୁଥିବାବେଳେ ଏହି ସମୟରେ ମହିଳା ଇନ୍ସପେକ୍ଟର ଜଣକ ନା କେବଳ ଶବକୁ କାନ୍ଧରେ ନେଇ ଦୁଇ କିଲୋମିଟର ଚାଲିଲେ ବରଂ ତାର ଅନ୍ତିମ…

ଚର୍ମରୁ ଡେଡସ୍କିନ ହଟାଇ ଚେହେରାରେ ନୂଆ ଚମକ ଆଣିଥାଏ ଚାଉଳ, ଏଭଳି ପ୍ରସ୍ତୁତ କରନ୍ତୁ ଫେସପ୍ୟାକ

ମୁହଁର ସ୍କିନ ସବୁବେଳେ କିଛି ଅତିରିକ୍ତ ଯତ୍ନ ଆବଶ୍ୟକ କରେ । ସ୍କିନ ଭିତରୁ ପରିଷ୍କାର ହେବା ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ | କାରଣ ଧୂଳି ଏବଂ ମଇଳା ସ୍କିନକୁ ଭିତରୁ ମଇଳା ଏବଂ ତେଜହୀନ କରିଦିଅନ୍ତି | ଯେଉଁଥିପାଇଁ ଆମ ତ୍ବଚା ମଧ୍ୟ ଶୁଷ୍କ ହେବା ଆରମ୍ଭ କରେ ଏବଂ ଯାହାଫଳରେ ତ୍ବଚା ନିଜର…

ଗତ ଆଠ ମାସରେ ପ୍ରଥମ ଥର କରୋନାର ୮,୬୩୫ ଦୈନିକ ମାମଲା ରେକର୍ଡ, ୧୦୦ ତଳେ ମୃତ୍ୟୁ

ଦେଶରେ କରୋନା ଭାଇରସ ହ୍ରାସ ପାଇବାରେ ଲାଗିଛି, ଗତ ୨୪ ଘଣ୍ଟା ମଧ୍ୟରେ ୮,୬୩୫ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ରୁ କମ୍ ମୃତ୍ୟୁ ରେକର୍ଡ କରାଯାଇଛି। ଗୋଟିଏ ଦିନରେ କରୋନା ଭାଇରସରେ ୯୪ ରୋଗୀଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ଏବେ ବ୍ୟାଙ୍କରେ ଜମା ଟଙ୍କା ବୁଡ଼ିଗଲେ ଆପଣଙ୍କୁ ମିଳିବ ୫ ଗୁଣା ଟଙ୍କା

ବର୍ତମାନ ସମୟରେ ବ୍ୟାଙ୍କରେ ଟଙ୍କା ରଖିବା ପରେ ମଧ୍ୟ ଲୋକଙ୍କ ମନରେ ଏହାର ସୁରକ୍ଷାକୁ ନେଇ ଚିନ୍ତା ସବୁବେଳେ ରହୁଛି ଏବଂ ଏହା ହେବା ସ୍ବାଭାବିକ ମଧ୍ୟ । ଅନେକଙ୍କ ମନରେ ଟଙ୍କା ବୁଡ଼ିଯିବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ବର୍ତ୍ତମାନ ମନରୁ ଏହି ଧାରଣା ଦୂରେଇ ଦିଅନ୍ତୁ । କାରଣ ବ୍ୟାଙ୍କ…

ଜାଣନ୍ତୁ କେଉଁ ରଙ୍ଗର ପୋଷାକ ପିନ୍ଧିବା ହୋଇଥାଏ ଶୁଭ ଏବଂ କେଉଁ ରଙ୍ଗ ବଢ଼ାଏ ନକାରାତ୍ମକତା

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ବ୍ୟବହୃତ ରଙ୍ଗଠାରୁ ଆରମ୍ଭ କରି ଆମେ ପିନ୍ଧୁଥିବା ପୋଷାକର ରଙ୍ଗ ପର୍ଯ୍ୟନ୍ତ, ଏହା ମଧ୍ୟ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ | ବାସ୍ତୁ ଅନୁଯାୟୀ, ଘରର ପରଦା, ପିନ୍ଧିବାକୁ ଥିବା ପୋଷାକ, ସମସ୍ତଙ୍କୁ ଅତି ଯତ୍ନର ସହିତ ଚୟନ କରାଯିବା ଉଚିତ ଏବଂ ସେମାନଙ୍କର…

ଏହି କାରଣରୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଜାପାନିଜ ମାନେ ଅଧିକ ସୁସ୍ଥ ଏବଂ ଦୀର୍ଘାୟୂ ହୋଇଥାନ୍ତି, ଜାଣନ୍ତୁ

ଜାପାନର ଲୋକମାନେ ନିଜର ପରିଷ୍କାର ପରିଚ୍ଛନ୍ନତା ଏବଂ ନମ୍ର ବ୍ୟବହାର ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଥାନ୍ତି । କିନ୍ତୁ ଏମାନେ କେବଳ ପରିଷ୍କାର ପରିଚ୍ଛନ୍ନତାରେ ଆଗରେ ନୁହଁନ୍ତି କିନ୍ତୁ ଗୋଟିଏ ସୁସ୍ଥ ଜୀବନଶୈଳୀ କ୍ଷେତ୍ରରେ ମଧ୍ୟ ଏମାନେ ଅନ୍ୟ ଦେଶ ଗୁଡ଼ିକଠାରୁ ଆଗରେ ଅଛନ୍ତି । ଏପରିକି…