Browsing Tag

latest

ସୁଗାର ଲେବଲ ବଢ଼ିବାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଏହାକୁ କିଭଳି କରିବେ ନିୟନ୍ତ୍ରଣ

ଶରୀରରେ ସୁଗାର ଲେବଲ୍ ବଢିବା କିମ୍ବା କମିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସୁଗାର ଲେବଲ୍ ଅନିୟନ୍ତ୍ରିତ ହେଲେ ଶରୀରର ଅନେକ ଅର୍ଗାନ୍ ଡ୍ୟାମେଜ୍ ମଧ୍ୟ ହୋଇପାରେ । ତେଣୁ ଶରୀରରେ ସୁଗାର ଲେବଲ୍ ଠିକ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ କିଛି ପଦ୍ଧତି ଗ୍ରହଣ କରି…

୫୫ ମିଲିୟନରୁ ଅଧିକ ଗ୍ରାହକଙ୍କ ପାଇଁ ଏୟାରଟେଲର ୪୯ ଟଙ୍କାର ମାଗଣା ପ୍ୟାକ୍

ଭୁବନେଶ୍ୱର: ଦେଶରେ ଜାରି ରହିଥିବା ମହାମାରୀ ମଧ୍ୟରେ ନିମ୍ନ ଆୟ ବର୍ଗର ଗ୍ରାହକଙ୍କୁ ସଂଯୁକ୍ତ ରଖିବାରେ ସାହାଯ୍ୟ କରିବା ଲାଗି ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ଫାଇଦାର ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୫୫ ନିୟୁତରୁ…

ଆସିଲା କରୋନାର ଦେଶୀ ଔଷଧ ୨-ଡିଜି, ରାଜନାଥ ଏବଂ ହର୍ଷ ବର୍ଦ୍ଧନ କଲେ ଶୁଭାରମ୍ଭ

କରୋନା ଭାଇରସ ବିରୋଧରେ ଭାରତର ସଂଗ୍ରାମ ଜାରି ରହିଛି। ଏହି କ୍ରମରେ, କରୋନା ମହାମାରୀ ବିରୋଧରେ ଲଢ଼ିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ବାରା ବିକଶିତ କରୋନାର ୨-ଡିଜି ଔଷଧ ଆଜି ଶୁଆରମ୍ଭ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ…

ଏହି ପାଂଚୋଟି ଜିନିଷକୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ ଉପହାର, ହୋଇଥାଏ ଅତ୍ୟନ୍ତ ଅଶୁଭ

ପୃଥିବୀରେ ଉପହାର ଆଦାନ ପ୍ରଦାନର ପରମ୍ପରା ବହୁ ପ୍ରଚୀନ କାଳରୁ ଚାଲିଆସୁଛି | ଉପହାର ପାରସ୍ପରିକ ସମ୍ପର୍କ, ସ୍ନେହ ଓ ସୌହାର୍ଦ୍ଧ୍ୟାକୁ ମଜବୁତ କରିଥାଏ | ପରସ୍ପର ପ୍ରତି ରହିଥିବା ମନୋଭାବକୁ ମଧ୍ୟ ପ୍ରକାଶ କରିଥାଏ | ତେବେ ଉପହାର ଦେବା ସମୟରେ ଆମକୁ ଯାହା ପସନ୍ଦ ଆସେ ତାହା ଆମେ କିଣି ଉପହାର…

ଦେଶରେ ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ, ୪୧୦୬ ଜଣଙ୍କ ମୃତ୍ୟୁ

ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି।କିନ୍ତୁ ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ତଳକୁ କମିଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା…

ସ୍କିନ ଏବଂ କେଶକୁ ସୁସ୍ଥ ରଖିବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ବିଶେଷ ଉପାୟ

ଆଗକାଳରେ ଲୋକମାନେ ରୂପଚର୍ଯ୍ୟା ପାଇଁ ପ୍ରାକୃତିକ ଉପଚାରର ବ୍ୟବହାରକୁ ଅଧିକ ଗୁରୁତ୍ବ ଦେଉଥିଲେ । କିନ୍ତୁ ବର୍ତମାନ ସମୟରେ ପ୍ରଦୂଷିତ ପରିବେଶ, ଅସ୍ୟାସ୍ବସ୍ଥ୍ୟକର ଖାଦ୍ୟ ଏବଂ ବିଭିନ୍ନ କେମିକାଲ ଯୁକ୍ତ ବିୟୁଟି ପ୍ରଡକ୍ଟର ବ୍ୟବହାର ଯୋଗୁଁ ଯୁବୋଗୋଷ୍ଠୀଙ୍କ ପାଇଁ ସ୍କିନ ସମସ୍ୟା ଚିନ୍ତାର…

ଦେଶରେ ସଂକ୍ରମଣରେ ମାମୁଲି ହ୍ରାସ: ୨୪ ଘଂଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୪୦୭୭ ମୃତ

ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି।କିନ୍ତୁ ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା କମିଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩…

ଦହି ସହିତ ଏହି ଜିନିଷର ସେବନ କଲେ କମିଯାଇଥାଏ ଇମ୍ୟୁନିଟି, ଜାଣନ୍ତୁ କଣ?

ଗ୍ରୀଷ୍ମ ଋତୁରେ ଖାଦ୍ୟ ସହିତ ଦହି ଖାଇବା କେବଳ ଖାଦ୍ୟ ଶୀଘ୍ର ହଜମ କରେ ନାହିଁ, ବରଂ ଏହା ଶରୀରର ଉତ୍ତାପକୁ ମଧ୍ୟ ଥଣ୍ଡା କରିଥାଏ । ଦୈନିକ ଦହି ଖାଇବା ଦ୍ୱାରା ଶରୀରର ଡିଟକ୍ସ ମଧ୍ୟ ହୋଇଥାଏ, କିନ୍ତୁ କିଛି ଜିନିଷ ଅଛି ଯାହା ଦହି ସହିତ ଖାଇବା ଉଚିତ୍ ନୁହେଁ । ଦହି ସହିତ ଏହି ଜିନିଷ ଖାଇବା…

ଆଜିଠୁ ଲାଗୁ ହେଉଛି WhatsApp ର ନୂଆ ପ୍ରାଇଭେସି ପଲିସି, ଗ୍ରହଣ ନକଲେ କାମ କରିବନି ଏହିସବୁ ଫିଚର

ହ୍ବାଟସ୍ ଆପର ପ୍ରାଇଭେସି ପଲିସି ମେ ୧୫ ରୁ କାର୍ଯ୍ୟକାରୀ ହୋଇଯାଉଛି। ଏମିତିରେ ଅନେକ କୋଟି ଲୋକ ନୂତନ ପ୍ରାଇଭେସି ପଲିସି ଗ୍ରହଣ କରିଛନ୍ତିତ ପୁଣି ଏମିତି ଅନେକ କୋଟି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏହାକୁ ଗ୍ରହଣ କରିନାହାଁନ୍ତି | ନିକଟରେ ହ୍ବାଟସ୍ ଆପ୍ ଏହାର ପ୍ରାଇଭେସି ପଲିସି…

ୱାଲଟରେ ଏହିସବୁ ଜିନିଷ ରଖିବା ହୋଇଥାଏ ଅତ୍ୟନ୍ତ ଶୁଭ, ଲାଗିରହିଥାଏ ଅର୍ଥର ଆଗମନ

ସମସ୍ତେ ପକେଟରେ କିମ୍ବା ଏକ ହ୍ୟାଣ୍ଡ ବ୍ୟାଗରେ ଏକ ଛୋଟ ୱାଲେଟ୍ ରଖନ୍ତି । ଖାସକରି ଏଥିରେ ଟଙ୍କା ରଖାଯାଏ । କିନ୍ତୁ ପ୍ରାୟତଃ ଲୋକମାନେ ଏଥିରେ ଅନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ରଖିଦେଇଥାନ୍ତି । ଏହା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏଭଳି ପରିସ୍ଥିତିରେ ଆର୍ଥିକ ସମସ୍ୟାର ମଧ୍ୟ…