ଧନତେରସ ଦିନ ଏହି ଜିନିଷର ଦାନ କରିବା ଦେଇଥାଏ ଶୁଭଫଳ, ବଢ଼ିଥାଏ ଆର୍ଥିକ ସ୍ବଚ୍ଛଳତା
କାର୍ତ୍ତିକ ମାସର କୃଷ୍ଣ ପକ୍ଷ ର ତ୍ରୟୋଦଶୀ ତିଥିରେ ଧନତେରସର ପର୍ବ ପାଳନ କରାଯାଏ | ଦିପାବଳୀ ଏହି ଦିନଠାରୁ ଆରମ୍ଭ ହୋଇଯାଏ| ଏଥର ଧନତେରସ୍ ୨ ନଭେମ୍ବର ୨୦୨୧, ମଙ୍ଗଳବାରରେ ପଡୁଛି | ଧନତେରସ୍ ରେ ସୁନା, ରୂପା, ପୋଷାକ, ବାହନ, ବାସନକୁସନ ଆଦି କିଣିବା ପରମ୍ପରା ରହିଛି । କୁହାଯାଏ ଯେ ଏହି…