ଭଲ ଖବର: ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଗଞ୍ଜାମର ତିନିଜଣ କରୋନା ସଂକ୍ରମିତ
ସୀତାପଲ୍ଲୀର ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଦିଆଯାଇଥିବା ପ୍ରଥମ ତିନି କରୋନାଭାଇରସ୍ ରୋଗୀ ସଂକ୍ରମଣରୁ ମୁକ୍ତ ହୋଇଥିବା ବିଷୟରେ ଗଞ୍ଜାମ ପ୍ରଶାସନ ମଙ୍ଗଳବାର ସୂଚନା ଦେଇଛି।
“ସେୟାର କରି ଖୁସି ଯେ ଏମାନେ ପ୍ରଥମ ତିନିଜଣ ରୋଗୀ, ଯେଉଁମାନେ ପ୍ଲାଜମା ପାଇଥିଲେ ଏବଂ ଟାଟା ହସ୍ପିଟାଲରେ…