ବିଶ୍ବର ଶ୍ରେଷ୍ଠ ରୋଷେଇ ତାଲିକାରେ ପଞ୍ଚମ ସ୍ଥାନରେ ଭାରତ
ଟେଷ୍ଟ ଆଟଲାସ ଅନୁଯାୟୀ ୨୦୨୨ ପାଇଁ ସର୍ବୋତ୍ତମ ରୋଷେଇ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ଉପାଦାନ, ଡିସ୍ ଏବଂ ପାନୀୟ ପାଇଁ ଦର୍ଶକଙ୍କ ଭୋଟ୍ ଉପରେ ଏହି ରାଙ୍କିଙ୍ଗ୍ ଆଧାରିତ | ଇଟାଲୀର ଖାଦ୍ୟ ପ୍ରଥମ ସ୍ଥାନରେ ରହିଲା ପରେ ଗ୍ରୀସ୍ ଏବଂ ସ୍ପେନ୍ ରହିଛି |
ରେଟିଂରେ କୁହାଯାଇଛି ଯେ…