Browsing Tag

jiban-latest

ଲୁଣ ଅନେକ ପ୍ରକାରର , କିନ୍ତୁ କେଉଁ ପ୍ରକାର ଲୁଣ ଆପଣଙ୍କ ପାଇଁ ଲାଭଦାୟକ ଜାଣନ୍ତୁ

ଲୁଣ ବିନା ଖାଦ୍ୟର ସ୍ବାଦକୁ କଳ୍ପନା ମଧ୍ୟ କରାଯାଇପାରିବନାହିଁ। କେତେକ ଲୋକ କମ୍ ଲୁଣ ଖାଇବା ପସନ୍ଦ କରୁଥିବାବେଳେ କେତେକ ଲୁଣ ଅଧିକ ଲୁଣ ଖାଇଥାନ୍ତି। ଲୁଣ ସୋଡିୟମର ଏକ ଭଲ ଉତ୍ସ ଭାବେ କାମ କରିଥାଏ। ସୋଡିୟମ୍ ଖାଦ୍ୟକୁ ଭଲଭାବେ ପାଚନ କରିବା ସହ ଆମ ହଜମ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ…

ମନକୁ ଶାନ୍ତ କରିଥାଏ କର୍ପୁର : ଆହୁରି ରହିଛି ଅନେକ ଫାଇଦା

ହିନ୍ଦୁ ପରମ୍ପରାରେ କର୍ପୁରର ଧାର୍ମିକ ମହତ୍ତ୍ବ ରହିଛି। ଏହା ପୂଜା ପଦ୍ଧତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଶୀତଦିନେ ପୁରୁଣା ପୋଷାକକୁ ପୋକ ଦାଉରୁ ରକ୍ଷାକରିବା ପାଇଁ କର୍ପୁରର ପ୍ରୟୋଗ କରାଯାଏ। ଏସବୁ ବ୍ୟତୀତ କର୍ପୁରର ଆହୁରି ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀର ଏବଂ ମନ ଦୁଇଟିକୁ ସୁସ୍ଥ…

କିପରି କରିବେ ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ

ହିନ୍ଦୁ ପୌରାଣିକ କଥା ଅନୁସାରେ, ସୂର୍ଯ୍ୟ ହେଉଛନ୍ତି ବ୍ରାହ୍ମଣଙ୍କର ଇଷ୍ଟ ଦେବ । ପଞ୍ଚଦେବତାଙ୍କ ମଧ୍ୟରେ ସୂର୍ଯ୍ୟ ହେଉଛନ୍ତି ପ୍ରମୁଖ । ରବିବାର ସୂର୍ଯ୍ୟଙ୍କର ବାର ହୋଇଥିବାରୁ ଏହି ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚନା କରିବା ଦ୍ୱାରା, ସମସ୍ତ ମନୋସ୍କାମନ ପୂରଣ ହୁଏ ବୋଲି କଥାରେ…

ଦୈନନ୍ଦିନ ଜୀବନରେ ଘିଅ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଆସନ୍ତୁ ଜାଣିବା

ବହୁ ପୁରାତନ କାଳରୁ ଖାଦ୍ୟ ପ୍ରସ୍ତୁତିରେ ଘିଅର ବହୁଳ ବ୍ୟବହାର ହୋଇଆସୁଛି । ଏହା ଏକ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ମନ୍ଦିର, ମଠ ଇତ୍ୟାଦିରେ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତି ପାଇଁ ବର୍ତ୍ତମାନ ମଧ୍ୟ ଘିଅର ବ୍ୟବହାର ହୋଇଆସୁଛି । ଘିଅ ଭିଟାମିନ ଏ, ଇ ଏବଂ କେର…

ପାଟିରୁ ପିଆଜ ରସୁଣ ଗନ୍ଧ ଦୂର କରିବା ପାଇଁ କରନ୍ତୁ ଏହି ସରଳ ଉପାୟ

ଆମେ ସମସ୍ତେ ଏହା ଜାଣୁ ଯେ ପିଆଜ ରସୁଣ ଖାଇବା ଦ୍ବାରା ଆମକୁ ଏକ ଅଲଗା ସ୍ବାଦ ମିଳିଥାଏ କିନ୍ତୁ ପିଆଜ ରସୁଣ ଖାଇବା ଦ୍ବାରା ଆମ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ପିଆଜ ଏବଂ ରସୁଣରେ ଏଲିସିନ୍,ଅଲାୟଲ ମିଥାଇଲ ସଲଫାଇଡ ଏବଂ ସିସଟିନ ସଲଫୋକ୍ସାଇଡ ଭଳି କେତେକ ଖାସ୍ ଉପାଦାନ ରହିଥିବାରୁ ଏହା…

ଔଷଧୀୟ ଗୁଣରେ ଭରପୁର ମେଥି, ଦେଇଥାଏ ଅନେକ ରୋଗରୁ ମୁକ୍ତି

ମେଥିଦାନାକୁ ଆମେ ଖାଇବା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଉ।ମେଥି ସ୍ବାସ୍ଥ୍ୟ ନିମନ୍ତେ ଏକ ସୁବିଦିତ ଔଷଧ ଭାବେ କାମ କରିଥାଏ। ମେଥି ଦାନା ରାତିରେ ବତୁରାଇ ରଖିଲେସକାଳେ ଖାଲି ପେଟରେ ଚୋବାଇ ଚୋବାଇ ଖାଆନ୍ତୁ ଏବଂ ସେହି ପାଣିକୁ ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟସମସ୍ୟାରୁ ଫାଇଦା…

ଚା ପତି ବ୍ୟବହାର କରି ଫିଙ୍ଗିଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ପାଇଁ କେତେ ଉପକାରୀ ହୋଇଥାଏ

ସମସ୍ତଙ୍କ ଘରେ ଚାହା ହୋଇଥାଏ। ସମସ୍ତେ ଚାହାକୁ ପସନ୍ଦ କରିଥାଆନ୍ତି। ଏହା ଯେତିକି ଲାଭଦାୟକ ହୋଇଥାଏ ସେତିକି ହାନିକାରକ ମଧ୍ୟ ହୋଇଥାଏ। କିନ୍ତୁ ଆମେ ଆଲୋଚନା କରିବୁ ଚାହା ପତି ବିଷୟରେ ଯାହାକୁ ଆମେ ପ୍ରସ୍ତୁତ କରିବା ପରେ ଫୋପାଡ଼ି ଦେଇଥାଉ। କିନ୍ତୁ ଏହି ଚାହା ପତିର ମଧ୍ୟ ଅନେକ…

ହାତରୁ ଏହିସବୁ ଜିନିଷ ପଡ଼ିବା ଦେଇଥାଏ ଅଶୁଭର ସଙ୍କେତ, ଜାଣିରଖନ୍ତୁ କଣ

ଅଧିକାଂଶ ସମୟ ଆମ ହାତରୁ କିଛି ଜିନିଷ ପଡ଼ିଯାଇଥାଏ। କିନ୍ତୁ ଏପରି କେତେକ ଜିନିଷ ରହିଛି ଯାହା ପଡ଼ିବା ଅଶୁଭ ସଙ୍କେତ ବୋଲି ଧରାଯାଇଥାଏ। ବାସ୍ତୁଶାସ୍ତ୍ରରେ କେଉଁ କେଉଁ ଜିନିଷ ତଳେ ପଡ଼ିଲେ ଅଶୁଭ ହୋଇଥାଏ ଏବଂ ଭବିଷ୍ୟତରେ ଆମ ପାଇଁ କଣ ଅସୁବିଧା ଏବଂ ବିପଦ ସୃଷ୍ଟି କରିଥାଏ ଆସନ୍ତୁ ଜାଣିବା…

ଗୋଟିଏ ମାସ ପାଇଁ ଖାଆନ୍ତୁ ଏହି ଫଳ, ଶରୀରରେ ଆସିବ ଏହି ସାତୋଟି ପରିବର୍ତନ

ଡ଼ାଳିମ୍ବ ଶରୀର ପାଇଁ ଅନେକ ଉପକାରୀ । ଯଦି ଡ଼ାଳିମ୍ବ ଖାଉନାହାଁନ୍ତି, ତାହେଲା ଆଜି ଜାଣନ୍ତୁ ଏହାର ଉପକାର, କାଲିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ । ଡ଼ାଳିମ୍ବରେ ଫାଇବର ସାଥିରେ ଭିଟାମିନ ପ୍ରଚୁର ଭରପୁର ଥାଏ । ଏହା ସହିତ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ,…

ଆପଣଙ୍କ ପରିବାର ପ୍ରତି ବିପଦ ବିଷୟରେ ତୂଳସୀ ଗଛ ଏଭଳି ଦେଇଥାଏ ସଙ୍କେତ

ଶାସ୍ତ୍ରରେ କୁହାଯାଇଛି ଯେ ତୁଳସୀ ଦେବୀ ଲକ୍ଷ୍ମୀଙ୍କ ରୂପ ଏବଂ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟନ୍ତି। ଏଥିପାଇଁ ହିନ୍ଦୁ ଧର୍ମରେ ଧାର୍ମିକ ପୂଜା ଏବଂ ଖାସକରି ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ରକୁ ବ୍ୟବହାର କରାଯାଇଥାଏ। ତୁଳସୀକୁ ସମ୍ବେଦନଶୀଳ ଗଛ ବୋଲି କୁହାଯାଏ। ଏପରି କୁହାଯାଇଛି ଯେ ଯଦି…