ଗ୍ୟାଷ୍ଟ୍ରିକ ସମୟରେ କରୁଛନ୍ତି କି ଏହି ଭୁଲ, ତେବେ ହୋଇଯାଆନ୍ତୁ ସାବଧାନ
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ୟାଷ୍ଟ୍ରିକ ଓ ଏସିଡିଟି, ବଦହଜମି ଭଳି ସମସ୍ୟା କାରଣରୁ ଖୁବ ଚିନ୍ତିତ। ଏହାକୁ ଦୂର କରିବା ପାଇଁ ଔଷଧ ସହ କେତେକ ଘରୋଇ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ମାତ୍ର ଆପଣ ଜାଣିଛନ୍ତି କି, ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସମୟରେ କେଉଁ ଖାଦ୍ୟ ସେବନ କରିବା ଉଚିତ…