ଆପଣଙ୍କ ଜୀବନରୁ ଦୁର୍ଭାଗ୍ୟକୁ ଦୂର କରିଦେବ ମାଟିପାତ୍ର, କରନ୍ତୁ ଏହି ଉପାୟ
ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ବସ୍ତୁ ପାଇଁ ଶୁଭ ଏବଂ ଅଶୁଭ ଦିଗଗୁଡ଼ିକ ବିଷୟରେ କୁହାଯାଇଛି |ଯାହାକୁ ଅନୁସରଣ କରାଗଲେ ଜୀବନରୁ ଅନେକ ଦୁଃଖ ଦୂର ହୋଇପାରେ । ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ଏବେ ମଧ୍ୟ ମାଟି ପାତ୍ରର ବ୍ୟବହାର ହେଉଛି । ତେବେ ବାସ୍ତୁ ଅନୁଯାୟୀ, ମାଟିରେ ନିର୍ମିତ କିଛି ଜିନିଷ…