ଟିକଟକ ବ୍ୟାନ ହେବା ପରେ ସୋସିଆଲ ମିଡିଆରେ ଟିକଟକ ୟୁଜର୍ସଙ୍କ ମଜାକ୍ ଉଡ଼ାଉଛନ୍ତି ଲୋକେ, ଦେଖନ୍ତୁ ଏହି ଭାଇରାଲ ଫନି ମିମ୍ସ..
ଭାରତ ସରକାରଙ୍କ ପକ୍ଷରୁ ଚୀନର ୫୯ଟି ଆପ୍ ବ୍ୟାନ କରିବା ନିଷ୍ପତି ଚୀନକୁ ଏକ ବଡ଼ ଝଟକା ଦେଇଛି । ଯେଉଁଥିରେ ସବୁଠାରୁ ଲୋକପ୍ରିୟ ଆପ୍ ଟିକ୍ଟକ୍ ମଧ୍ୟ ସାମିଲ ରହିଛି । ଭାରତ-ସୀମା ବିବାଦ ପରଠାରୁ ହିଁ ଟିକ୍ଟକ୍କୁ ବ୍ୟାନ କରିବାର ନାରା ଜୋର ଧରିଥିଲା । ଯେମିତି ହିଁ ଏହି ଖବର ଆସିଲା ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବା ଆରମ୍ଭ ହୋଇଯାଇଛି । ଚାଲନ୍ତୁ ଆପଣଙ୍କୁ ଦେଖାଉଛୁ ଏଭଳି କିଛି ଫନି ମିମ୍ସ ।
ଏବେ କିଛି କହିବା ଦରକାର ରହିଛି? ଲୋକମାନେ ଟିକଟକର ଅର୍ଥି ଉଠାଇନେଇଛନ୍ତି ..
Tiktok after getting banned in India #RIPTiktok #TikTok #tiktokban #ChineseAppBlocked pic.twitter.com/T7WE0PkEe4
— Clyde (@clyde_dsouza) June 30, 2020
#TikTok #tiktokbanned
Memers right now: pic.twitter.com/iM51ECnEZg— Shivangi (@kamedy_kween) June 30, 2020
ମାମଲା ଏତେ ଆଗକୁ ବଢ଼ିଯାଇଛି ଯେ ଏବେ ଏହା ଟ୍ରେଣ୍ଡ କରିବାରେ ଲାଗିଛି ।
Govt. bans #TikTok & 58 other chineez app ..
Me & my bois pic.twitter.com/z72nPl2bLu
— S_A_T_Y_A_M 👑 (@Sarcastic_stym) June 30, 2020
Me to my tik-toker friend: pic.twitter.com/SNygFfjW9E
— meme connections (@meme_connection) June 30, 2020
New jobs for tiktok users.. #TikTokban #RIPTiktok pic.twitter.com/jjydQmlaOF
— Pankaj mishra (@pankajback2back) June 30, 2020
Just finished Binge watching ARYAA on @Hotstarusa 👍 @thesushmitasen You LIGHT up the screen with your presence babe 😍🌈⭐️ You bought so much GRACE and CLASS to your performance. I absolutely LOVED watching you and I’m so glad ur BACK with a BANG ❤️❤️ pic.twitter.com/6AqfrV6ciV
— Preity G Zinta (@realpreityzinta) June 30, 2020
ଆଗ ଏସି ଲଗାଇ ମଜା ଆ ଗୟା..
#TikTok banned by central govt
Le Memers and Youtubers😪😪 pic.twitter.com/aqqqsqA5RJ
— sexysundari👅 (@tweetshivani_) June 29, 2020
ନିଜର ଅସଲି କାମକୁ ଫେରିଲେ ଟିକଟକ ୟୁଜର୍ସ..
meanwhile so called #tiktok stars returns to their regular home works 😀#tiktokbanindia pic.twitter.com/gXDoJnNHpB
— Shiv 💯 (@iShivprasad) June 30, 2020
#TikTok #RIPTiktok
Mr Faisu and Squad After Tiktok ban!!
🤣🤣👌🤜🤛 pic.twitter.com/jhZNZcnVCk— Madhavsoni (@AceEdits011) June 30, 2020
ଭାରତ ସରକାର ସ୍ପଷ୍ଟ କହିଛନ୍ତି ଯେ ଏହି ଆପଗୁଡ଼ିକ ଦେଶର ସୁରକ୍ଷା ଏବଂ ଏକତା ପ୍ରତି ବିପଦ ହୋଇ ରହିଛନ୍ତି ,ସେଥିପାଇଁ ଏଗୁଡ଼ିକୁ ବ୍ୟାନ କରାଯିବାର ନିଷ୍ପତି ନିଆଯାଇଛି ।
Comments are closed.