ସଙ୍ଗୀତର କରାମତି ଆପଣ ଜାଣନ୍ତି କି?
[vc_row][vc_column][vc_column_text]ଶ୍ରୁତମଧୁର ସଙ୍ଗୀତ ଶୁଣିବା କାହାକୁ ଭଲ ନଲାଗେ ? ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ସଙ୍ଗୀତ ତାଳେ ତାଳେ ଲୟ ଜାଣିଥିବା ସତ୍ତେ୍ୱ ୯୨ % ପ୍ରତିଶତ ଲୋକ ଗୁଣଗୁଣ ହୋଇ ଗୀତ ଗାଇଥାନ୍ତି । ମାତ୍ର ୨ % ଲୋକ ଗୀତ ଗାଇବାକୁ ଉଚିତ ମଣନ୍ତିନାହିଁ । କାରଣ ଏମାନଙ୍କ ଶରୀର ଗଠନ ହିଁ ସେହିପରି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।[/vc_column_text][/vc_column][/vc_row][vc_row][vc_column][vc_single_image image=”848″ img_size=”full” alignment=”center”][/vc_column][/vc_row][vc_row][vc_column][vc_column_text]
[/vc_column_text][/vc_column][/vc_row]
Comments are closed.