Browsing Category
ମନୋରଞ୍ଜନ
ୟଶରାଜ ବ୍ୟାନରର ଫିଲ୍ମ ସୁଇ ଧାଗାର ଟ୍ରେଲର ରିଲିଜ
ୟଶ ରାଜ ବ୍ୟାନରର ବହୁ ଚର୍ଚ୍ଚିତ ଫିଲ୍ମ ସୁଇ ଧାଗାର ଟ୍ରେଲର ଆଜି ରିଲିଜ ହୋଇଛି । ବରୁଣ ଧୱନ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନିତ ସୁଇ ଧାଗା ଫିଲ୍ମଟି ମେକ ଇନ ଇଣ୍ଡିଆ ବିଷୟବସ୍ତୁ ସହିତ ପ୍ରସ୍ତୁତ ହୋଇଛି । ଫିଲ୍ମଟିରେ ଶରତ କାଟରିଆ ନିର୍ଦ୍ଦେଶନା ପ୍ରଦାନ କରିଥିବା ବେଳେ ମନିଷ ଶର୍ମା ଏହାର…
ବତି ଗୁଲ ମିଟର ଚାଲୁର ଟ୍ରେଲର ରିଲିଜ
ସାହିଦ କପୁରଙ୍କ ଅଭିନିତ ଫିଲ୍ମ ବତି ଗୁଲ ମିଟର ଚାଲୁର ଟ୍ରେଲର ରିଲିଜ ହୋଇଛି । ଏଥିରେ ସାହିଦଙ୍କ ବ୍ୟତୀତ ଲିଡ ରୋଲରେ ଶ୍ରଦ୍ଧା କପୁର, ୟାମି ଗୌତମ ଏବଂ ଦିବ୍ୱେନ୍ଦୁ ଶର୍ମା ପ୍ରମୁଖ ନଜରରେ ଆସିବେ । ଟଇଲେଟ ଏକ ପ୍ରେମ କଥା ଫିଲ୍ମର ପ୍ରସ୍ତୁତକର୍ତ୍ତାମାନେ ଇଲେକଟ୍ରିକ ସମସ୍ୟା ଉପରେ…
କରଣ ଜୋହରଙ୍କ ଆଗାମୀ ଫିଲ୍ମ ତଖତର ପ୍ରଥମ ଫୋଷ୍ଟର ରିଲିଜ
ନିର୍ଦ୍ଦେଶକ କରନ ଜୋହର ନିଜର ମଲ୍ଟି-ଷ୍ଟାରର ଐତିହାସିକ ଫିଲ୍ମ ତଖତର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଅନିଲ କପୁର, କରିନା କପୁର ଖାନ, ରଣବୀର ସିଂହ, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ଭିିିକି କୌଶଲ ଏବଂ ଭୂମି ପାଡେନକର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରରେ ଆସିବେ । ନିର୍ଦ୍ଦେଶକଙ୍କ…
ଦୀର୍ଘ ଦିନ ପରେ ବଡ ପରଦାକୁ ଫେରିବେ କରିସ୍ମା
୯୦ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟର ଯାଦୁ ବଳରେ ଦର୍ଶକଙ୍କ ମନକୁ ଜିଣିଥିବା ଅଭିନେତ୍ରୀ କରିସ୍ମା କପୁର ପୁଣି ଥରେ ନିଜ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆଣିବାକୁ ଯାଉଛନ୍ତି । କରିସ୍ମାଙ୍କ ଏହି ଖବରକୁ ଜାଣିଲେ ତାଙ୍କର ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯିବ । ଦୀର୍ଘ ସମୟ ପରେ…
ରିଲିଜ ହେଲା କାଜଲଙ୍କ ଆଗାମୀ ଫିଲ୍ମ ହେଲିକ୍ୟାପ୍ଟର ଇଲାର ଟ୍ରେଲର
ବଲିଉଡର ଆଗମୀ ଫିଲ୍ମ ହେଲିକ୍ୟାପ୍ଟର ଇଲାର ଟ୍ରେଲର ମୁକ୍ତିଲାଭ ହୋଇଯାଉଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ କାଜଲଙ୍କୁ ଦେଖିବାକୁ ମିଳିବ । ଏଥିରେ ଜଣେ ମା’ଙ୍କ ଭୂମିକାରେ କାଜଲଙ୍କୁ ଦେଖିବାକୁ ମିଲିବ । ମିଳିଥିବା ସୂଚନା ମୁତାବକ କାଜଲଙ୍କ ଜନ୍ମ ଦିନକୁ ଖାସ ବନାଇବା ପାଇଁ ଅଜୟ ଦେବଗନ…
ସରଫରୋସ-୨ରେ ଆମିରଙ୍କ ଜାଗା ନେବେ ଜନ
୧୯୯୯ରେ ଆମିର ଖାନଙ୍କ ଅଭିନିତ ଲୋକପ୍ରିୟ ଫିଲ୍ମ ସରଫରୋସର ସିକ୍ୱେଲ ତଥା ସରଫୋରସ-୨ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ସିକ୍ୱେଲରେ ଆମିରଙ୍କ ବଦଳରେ ଜନ ମୁଖ୍ୟ ଭୂମିକାରେ ନଜର ଆସିବେ । ସରଫରୋସ-୨ର କାହାଣୀ ସରଫରୋସର କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ପ୍ରସ୍ତୁତ ହେବ ।
ଜନ…
ଫିଲ୍ମ ଫ୍ରାଇଡେରେ ମୁଲ୍କ, କାରୱାନ, ଫନେ ଖାନ
ଆଜି ପରଦାକୁ ଆସିଛି ୩ଟି ନୂତନ ଫିଲ୍ମ ମୁଲ୍କ, କାରୱାନ ଏବଂ ଫନେ ଖାନ । ଏହି ତିନୋଟି ଫିଲ୍ମ ଭିନ୍ନ ଭିନ୍ନ କାହାଣୀକୁ ନେଇ ପର୍ଯ୍ୟବେସିତ ହୋଇଥିବା ବେଳେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିପାରିବ ।
ତାପସୀ ପନ୍ନୁ ଏବଂ ରିଶି କପୁର ଅଭିନୀତ ମୁଲ୍କ ଫିଲ୍ମଟିରେ ଦୀର୍ଘ ଦିନ ପରେ କୋର୍ଟ ରୁମ…
ସାଉଥ ଫିଲ୍ମ ଅର୍ଜୁନ ରେଡ୍ଡୀର ହିନ୍ଦୀ ରିମେକରେ ନଜର ଆସିବେ ସାହିଦ କପୁର
ସାଉଥ ଫିଲ୍ମର ହିନ୍ଦୀ ରିମେକ ବଲିଉଡରେ କାହିଁ କେଉଁ ବର୍ଷରୁ ଚାଲିଆସୁଛି । ସେଥିମଧ୍ୟରୁ କେଉଁ କେଉଁ ଫିଲ୍ମ ସୁପରହିଟ ହେଉଛି ତ କେଉଁ ଫିଲ୍ମ ଫ୍ଲପ । ଏହା ସତ୍ତେ୍ୱ ବର୍ତ୍ତମାନ ଯଦି କୌଣସି ରିମେକ ଫିଲ୍ମର ଚର୍ଚ୍ଚା ଜୋରସେ ଚାଲିଛି, ତେବେ ତାହା ହେଉଛି ଅର୍ଜୁନ ରେଡ୍ଡୀ । ବର୍ତ୍ତମାନ ସାଉଥର…
ଭୁଲରେ ବି ଛୋଟ ପିଲାଙ୍କୁ ଏହି ଫିଲ୍ମ ଦେଖାଇବା ଉଚିତ ନୁହେଁ
ବିଲଉଡ ଫିଲ୍ମ ଗୁଡିକ ରିଲିଜ ହେବା ପୂର୍ବରୁ ଏହା ସେନସର ବୋର୍ଡ ଦ୍ୱାରା ସ୍ୱୀକୃତି ପାଇବା ନିହାତି ଆବଶ୍ୟକ । ସେନସର ବୋର୍ଡ ଦ୍ୱାରା ଫିଲ୍ମ ଗୁଡିକରେ ଥିବା କେତେକ ଆପତ୍ତିଜନକ ସିନଗୁଡିକ କାଟି ମଧ୍ୟ ଦିଆଯାଏ, କାରଣ ଯାହାକି ସର୍ବସମ୍ମୁଖରେ ଦେଖିବାରେ ଅସମ୍ଭବ । ଏହା ସତ୍ତେ୍ୱ ବର୍ତ୍ତମାନ…
ରିଲିଜ ହେଲା “ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର”ର ପ୍ରଥମ ପୋଷ୍ଟର
ରିଲିଜ ପୂର୍ବରୁ ଚର୍ଚ୍ଚାରେ ଆଗାମୀ ବଲିଉଡ ଫିଲ୍ମ “ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର” । ଏଥିରେ ବଲିଉଡ ଅଭିନେତା ଅନୁପମ ଖେର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାରେ ନଜର ଆସୁଥିବାବେଳେ ସୋନିଆ ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ଜର୍ମାନ ଅଭିନେତ୍ରୀ ସୁଜୈନ ବର୍ଣ୍ଣୋଟ…