Browsing Category

ମନୋରଞ୍ଜନ

ତାଲିବାନର କବଜାକୁ ନେଇ ଚିନ୍ତା ପ୍ରକଟ କଲେ ସଲମାନ ଖାନଙ୍କ ଆଫଗାନ ହିରୋଇନ ୱାରିନା ହୁସେନ୍

ତାଲିବାନ ଶାସନର ଆଗମନ ସହିତ ଆଫଗାନିସ୍ତାନରେ ପରିସ୍ଥିତି ବର୍ତ୍ତମାନ ଭୟଙ୍କର ହୋଇପଡ଼ିଛି । ଦିନକୁ ଦିନ ସେଠାରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନରେ ସରକାର ଗଠନ ହେବା ପୂର୍ବରୁ ତାଲିବାନ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛି । ତାଲିବାନୀମାନେ ସବୁଆଡେ ନିଜର ମନମୁଖୀ କାର୍ଯ୍ୟ…

କେଜ୍ରିୱାଲ ସରକାରଙ୍କ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସାଡର ହେଲେ ସୋନୁ ସୁଦ

ଶୁକ୍ରବାର ଦିନ 'ଦେଶ କା ମେଣ୍ଟର' କାର୍ଯ୍ୟକ୍ରମ ପାଇଁ ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଏଏପି ସରକାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ଅନୁଯାୟୀ ଛାତ୍ରମାନେ…

କେବିସିରେ ୧ କୋଟି ଜିତିଲେ ହିମାନୀ ବୁନ୍ଦଲା, ଏବେ ୭ କୋଟି ଟଙ୍କା ପ୍ରଶ୍ନ ଜିତିଲେ ହୋଇଯିବେ ବିଜେତା

ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଗେମ୍ ସୋ’ ‘କୋନ୍ ବନେଗା କରୋଡପତି ୧୩’ର ପ୍ରିମିୟର୍ ଅଗଷ୍ଟ ୨୩ ରେ ହୋଇଥିଲା । ସୋ’ର ୧୩ ତମ ସିଜନର ପ୍ରଥମ କରୋଡପତି ମିଳିଯାଇଛନ୍ତି । କେବିସି ୧୩ ର ପ୍ରୋମୋରେ ଦେଖାଯାଇଛି ଯେ ଜଣେ ଦିବ୍ୟାଙ୍ଗ ପ୍ରତିଯୋଗୀ ହିମାନୀ ବୁନ୍ଦେଲା ୧ କୋଟି ଟଙ୍କା…

ବଡିସେମିଙ୍ଗର ଶିକାର ହେଲେ ବାହୁବଳୀ ଷ୍ଟାର, ସପୋର୍ଟରେ ବାହାରିଲେ ଫ୍ୟାନ୍ସ

ସୋସିଆଲ ମିଡିଆରେ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ବଡି ସେମ୍ କରାଯିବା ପ୍ରାୟତଃ ଦେଖାଯାଏ । ନିକଟରେ ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ, ଯାହାଙ୍କ ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଡ୍ୟାନ୍ସ ରିହର୍ସାଲରୁ ଫେରୁଥିବା ବେଳେ ପ୍ରଭାସଙ୍କ ଏକ ଫଟୋ…

ନିଜ ଷେଓ ବଗିଚାର ସୁନ୍ଦର ଭିଡିଓ ସେୟାର କଲେ ଡିମ୍ପଲ ଗର୍ଲ ପ୍ରୀତି ଜିଂଟା

ଅଭିନେତ୍ରୀ ପ୍ରୀତି ଜିଣ୍ଟା ହିମାଚଳ ପ୍ରଦେଶର ଶିମଲାସ୍ଥିତ ତାଙ୍କର ପରିବାର ଫାର୍ମ ହାଉସର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ପ୍ରାୟତଃ ନିଜ ଇନଷ୍ଟାଗ୍ରାମରେ ଚାଷ ସମ୍ବନ୍ଧୀୟ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ସେ ସିମଲାସ୍ଥିତ ତାଙ୍କ ଫାର୍ମ…

ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସରେ ବେଷ୍ଟ ଆକ୍ଟର ହେଲେ ମନୋଜ ବାଜପେୟୀ , ସାମନ୍ଥା ଶ୍ରେଷ୍ଠ…

ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସର ଲାଟେଷ୍ଟ ଏଡିସନ୍‌ରେ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଅଭିନେତା ମନୋଜ ବାଜପେୟୀ ଏବଂ ଅଭିନେତ୍ରୀ ସାମନ୍ଥା ଆକ୍କିନେନି ବିଜେତା ହୋଇଛନ୍ତି । ଏହି ଆୱାର୍ଡ ସେରିମନି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ…

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତା ବ୍ୟକ୍ତ କଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, କହିଲେ ଏଭଳି

ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଛି ତାଲିବାନ । ଯାହାର ଫଟୋ ଏବଂ ଭିଡିଓ ଦେଶବାସୀଙ୍କ ମନରେ ଭୟ ସୃଷ୍ଟି କରିବା ସ୍ବାଭାବିକ । ଯେଉଁଥି ପାଇଁ ସମଗ୍ର ବିଶ୍ୱରେ ଲୋକମାନେ ଚିନ୍ତା ପ୍ରକଟ କରୁଥିବା ଦେଖାଯାଉଛି । ଆଫଗାନିସ୍ତାନର ନାଗରିକମାନଙ୍କ ପାଇଁ ଅନେକ ବଲିଉଡ ସେଲିବ୍ରିଟି…

ଛାଡପତ୍ର ପରେ ପୁଣି ଏକାଠି ନଜର ଆସିଲେ ମଲାଇକା-ଅରବାଜ

ମଲାଇକା ଅରୋରା ସବୁବେଳେ ତାଙ୍କ ପ୍ରେମିକା ଅର୍ଜୁନ କପୁରଙ୍କ ସହ ନଜର ଆସନ୍ତି। କିନ୍ତୁ ଏଥର ସେ ରବିବାର ମଧ୍ୟାହ୍ନ ଭୋଜନ ପ୍ରେମିକ ସହିତ ନୁହେଁ ବରଂ ପୂର୍ବତନ ସ୍ୱାମୀ ଅର୍ଥାତ୍ ଅରବାଜ ଖାନଙ୍କ ସହ କରିଥିଲେ। ଏହି ସମୟରେ ମଲାଇକାଙ୍କ ପୁରା ପରିବାର ମଧ୍ୟ ନଜର ଆସିଥିଲେ। ଯାହାକୁ ଦେଖି…

ଇଣ୍ଡିଆନ୍ ଆଇଡଲ୍ ୧୨ରେ ବାଜି ମାରିଲେ ପାହାଡି ଇଲାକାର ପୁଅ ପୱନଦୀପ ରାଜନ୍, ସମସ୍ତଙ୍କୁ ପଛରେ ପକାଇ ହାତେଇଲେ ଟାଇଟଲ

ସୋନି ଟିଭିରେ ପ୍ରସାରିତ ସିଙ୍ଗିଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ର ଗ୍ରାଣ୍ଡ୍ ଫାଇନାଲ୍ ଶେଷ ହୋଇଛି । ଅଗଷ୍ଟରେ ୧୫ ରେ ଇଣ୍ଡିଆନ୍ ଆଇଡଲ୍ ଏହାର ଦ୍ୱାଦଶ ବିଜେତା ପାଇଛି । ପୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍ ୧୨ ର ବିଜେତା ହୋଇଛନ୍ତି । ସେ ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ନିଜର ଏଭଳି ଫଟୋ ସେୟାର କରି ଟ୍ରୋଲ ହେଲେ କଙ୍ଗନା ରଣାୱତ, ଟ୍ରୋଲର କହିଲେ-ଅନ୍ୟକୁ ଜ୍ଞାନ ଦେଉଥିଲ, ନିଜେ କଣ କଲ ?

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଯିଏକି ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ଏବଂ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସନ୍ତି । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । କଙ୍ଗନା ପ୍ରାୟ…