Browsing Category
ମନୋରଞ୍ଜନ
ଜାଣନ୍ତୁ ସଲମାନ ଖାନଙ୍କର ଫିଟ ରହିବାର ରହସ୍ୟ ସମ୍ପର୍କରେ, କଣ ଖାଆନ୍ତି ନିଜର ନିତିଦିଆ ଡାଏଟରେ
ସଲମାନ ଖାନ ୫୦ ବର୍ଷ ବୟସରେ ମଧ୍ୟ ନିଜକୁ ଫିଟ ଏବଂ ଫାଇନ ରଖିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସର୍ବଦା ସୁସ୍ଥ ଏବଂ ଦୀର୍ଘାୟୁ ରୁହନ୍ତୁ ବୋଲି ଚାହିଁଥାନ୍ତି । ଆସନ୍ତୁ ଜାଣିବା ନିଜକୁ ଫିଟ ରଖିବା ପାଇଁ କେଉଁ ଖାଦ୍ୟ ଖାଆନ୍ତି ସଲମାନ ଏବଂ କେଉଁ କେଉଁ ବ୍ୟାୟାମ କରିଥାନ୍ତି ।…
‘କଭି ଇଦ କଭି ଦିୱାଲି’ର ସୁଟ ପାଇଁ ମୁମ୍ବାଇ ଛାଡିଲେ ସଲମାନ
ଦବଙ୍ଗ ହିରୋ ସଲମାନ ଏବଂ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା ଧମକ ପରେ ସେ ପ୍ରଥମଥର ପାଇଁ ମୁମ୍ବାଇ ବାହାରକୁ ଫିଲ୍ମ ସୁଟିଂ ପାଇଁ ଯାଇଛନ୍ତି । ତାଙ୍କ ପ୍ରତି ଆସିଥିବା ହତ୍ୟା ଧମକର କୌଣସି ପ୍ରଭାବ ପଡିନାହିଁ ସେ ନିଜର କାମ ପାଇଁ ହାଇଦ୍ରାବାଦକୁ ଯାତ୍ରା କରିଛନ୍ତି ।
ସଲମାନଙ୍କୁ ଏକ ଘରୋଇ…
ପୁଣି ଥରେ କରୋନା କବଳରେ ବଲିଉଡ, ଶାହାରୁଖ, କ୍ୟାଟ୍ରିନା ଏବଂ କରନ ଜୋହରଙ୍କ ସମେତ ଅନେକ ଷ୍ଟାର ଆକ୍ରାନ୍ତ
ବଲିଉଡ୍ ଶିଳ୍ପରେ କରୋନା କହର ଦେଖାଦେଇଛି । ସୁପରଷ୍ଟାର୍ ଶାହରୁଖ ଖାନ୍ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଆଦିତ୍ୟ ରୟ କପୁର ଓ କାର୍ତ୍ତିକ ଆର୍ୟନ୍ ସଂକ୍ରମିତ ହୋଇଥିଲେ । ଏହା ପୂର୍ବରୁ ଅକ୍ଷୟ କୁମାର ବି ଆକ୍ରାନ୍ତ ହୋଇଥିଲେ । ତେବେ…
ୟୁପିରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ସମ୍ରାଟ ପୃଥ୍ଵୀରାଜ, ଫିଲ୍ମ ଦେଖି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ୟୁପିରେ ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ଦେଖିବା ପରେ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଛନ୍ତି। ପୃଥ୍ଵୀରାଜଙ୍କ ଭୂମିକାରେ ଅକ୍ଷୟଙ୍କ ଅଭିନୟକୁ ସେ ପ୍ରଶଂସା କରି କହିଛନ୍ତି ଯେ, ଅକ୍ଷୟ କୁମାର ଭାରତର ଅତୀତ…
ନିଜ ଫ୍ୟାନ୍ଙ୍କ ଦେହାନ୍ତ ପରେ ଝିଅର ପାଠପଢା ଖର୍ଚ୍ଚ ଉଠାଇବା ସହ ପରିବାରର ଦାୟିତ୍ୱ ନେଲେ ଅଭିନେତା ସୁରିଆ
ସାଉଥ୍ ସୁପରଷ୍ଟାର ସୁରିଆଙ୍କର ସାରା ଦେଶରେ ବଡ଼ ଫ୍ୟାନ୍ ଫଲୋଇଂ ଅଛନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ସର୍ବଦା ଜଡିତ ହୋଇ ରହିଥାନ୍ତି। ନିକଟରେ, ଯେତେବେଳେ ସୁରିଆ ଜାଣିବାକୁ ପାଇଲେ ଯେ ତାଙ୍କର ଜଣେ ଫ୍ୟାନ୍ସଙ୍କର ମୃତ୍ୟୁ ହୋଇଛି, ସେ ନିଜକୁ ଅଟକାଇ ପାରିଲେନି ଏବଂ ତାଙ୍କ ଘରେ…
ଜାଣନ୍ତି କି ମଲ୍ଲାଇକା ଅରୋରା ନିଜକୁ ଫିଟ ରଖିବା ପାଇଁ କରିଥାନ୍ତି କେଉଁ ଯୋଗ ଆସନ
ବଲିଉଡର ୯୦ଦଶକର ଅଭିନେତ୍ରୀ ୧୯ବର୍ଷର ପୁଅର ମା ହେବା ପରେ ମଧ୍ୟ ଫିଟନେସରେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଛନ୍ତି । ସେ ପ୍ରତିଦିନ ବ୍ୟାୟାମ କରିବା ସହିତ ଯୋଗଆସନ କରିଥାନ୍ତି ଏବଂ ନିଜର ଖାଦ୍ୟପେୟର ସଠିକ ଧ୍ୟାନ ରଖିଥାନ୍ତି । ୪୮ ବର୍ଷ ବୟସରେ ମଧ୍ୟ ସେ ନିଜକୁ ୨୦ ବର୍ଷର ଯୁବତୀମାନଙ୍କ ପରି…
କାଚା ବାଦାମ ଫେମ୍ ଭୁବନ ବାଦ୍ୟକର ପୁଣି କଲେ ବିବାହ, ଭିଡିଓ ଭାଇରାଲ୍
କାଚା ବାଦାମ ଫେମ୍ ଭୁବନ ବାଦ୍ୟକର ପୁଣି ଥରେ ବିବାହ କରିଛନ୍ତି। ଏହା ରିଅଲ୍ ଲାଇଫ୍ରେ ନୁହେଁ ବରଂ ରିଲ୍ ଲାଇଫରେ ଘଟିଛି। ଭୁବନଙ୍କ ନୂଆ ଗୀତ ‘ହୋବ ନାକି ବୁ’ ଟାଇମ୍ସ ମ୍ୟୁଜିକ୍ ବଙ୍ଗଳାରେ ରିଲିଜ୍ ହୋଇଛି। ଏହା ଏକ ଡ୍ୟାନ୍ସ ନମ୍ବର। ଏହାକୁ ଭୁବନ ବାଦ୍ୟକର ଏବଂ କେଶବ ଦେ ଗାଇଛନ୍ତି।…
ଅକ୍ଷୟଙ୍କ ‘ପୃଥୀରାଜ୍’ ଦେଖିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା
ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମବ ପୃଥୀରାଜଙ୍କ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଏହା ଅନ୍ୟତମ । ଏହି ଚଳଚ୍ଚିତ୍ରଟି ଆସନ୍ତା ମାସରେ ରିଲିଜ୍ ହେବାକୁ ଯାଉଛି। ଏହି ସମୟରେ, ଫିଲ୍ମ ସହ ଜଡିତ ଏକ ବଡ ଖବର…
ବକ୍ସ ଅଫିସରେ ଧମାଲ୍ କରୁଛି କାର୍ତ୍ତିକଙ୍କ ‘ଭୁଲ୍ ଭୁଲେଇୟା ୨’
ବକ୍ସ ଅଫିସରେ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ଭୁଲ୍ ଭୁଲେଇୟା ୨ ନନଷ୍ଟପ୍ ଧମାଲ କରୁଛି । ଏହି ଫିଲ୍ମ ଏବେ ଧିମା ପଡ଼ିଥିବା ବକ୍ସ ଅଫିସକୁ ପୁଣି ଥରେ ଚଳଚଞ୍ଚଳ କରିଦେଇଛି। ବହୁ ଦିନ ପରେ କୌଣସି ଏକ ହିନ୍ଦୀ ଫିଲ୍ମ ନିଜର ଦମ୍ ଦେଖାଇଛି । ‘ଭୁଲ୍ ଭୁଲେଇୟା ୨’ ୧୪.୧୧କୋଟି ସହ ଓପନିଂ କରିଥିଲା ।…
କାନ୍ସ ରାଉଣ୍ଡ ଟେବୁଲ ବୈଠକରେ ଓଡିଶାକୁ ଗର୍ବିତ କରିଛନ୍ତି ନୀଳମାଧବ ପଣ୍ଡା
ଭୁବନେଶ୍ୱର: ଚଳିତ ବର୍ଷ କାନ୍ସରେ ଏହି ସମ୍ମାନଜନକ ଚଳଚିତ୍ର ଉତ୍ସବରେ କଂଟ୍ରି ଅଫ୍ ଅନର୍ ଭାବେ ଆମ ସ୍ୱାଧୀନତାର ୭୫ତମ ବର୍ଷକୁ ପାଳନ କରିବା ଏବଂ ଭାରତକୁ ବିଶ୍ୱରେ ଏକ ଚଳଚିତ୍ର ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବା ଲାଗି; ଗତ ମେ’ ୧୯ ତାରିଖରେ ଇଣ୍ଡିଆ ପାଭିଲିଅନରେ ‘ଫିଲ୍ମିଙ୍ଗ୍…