Browsing Category

ମନୋରଞ୍ଜନ

୨୫ ବର୍ଷ ପରେ ପୁଣି ଏକାଠି ହେବେ ମାଧୁରୀ ଏବଂ ସଞ୍ଜୟ !

ଫିଲ୍ମ ପ୍ରସ୍ତୁତକର୍ତ୍ତା କରଣ ଜୋହରଙ୍କ ନୂତନ ଫିଲ୍ମ କଲଙ୍କରେ ଦୀର୍ଘ ୨୫ ବର୍ଷ ପରେ ନଜରରେ ଆସିବେ ସୁପରଷ୍ଟାର ମାଧୁରୀ ଦିକ୍ଷୀତ୍ ଏବଂ ସଞ୍ଜୟ ଦତ୍ତ । ଏହି ଫିଲ୍ମରେ ମାଧୁରୀ ଏବଂ ସଞ୍ଜୟଙ୍କ ବ୍ୟତୀତ ସୋନା କ୍ଷୀ ସିହ୍ନା, ଆଲିଆ ଭଟ୍ଟ, ବରୁଣ ଧୱନ ଏବଂ ଆଦିତ୍ୟ ରୟ କପୁର ପ୍ରମୁଖ ନଜରରେ…

ଏୟାରଟେଲ୍ ୪ଜି ସ୍ମାର୍ଟଫୋନ୍ ନେବା ଏବେ ଆହୁରି ସହଜ

ଭାରତୀ ଏୟାରଟେଲ୍ ପକ୍ଷରୁ ଏୟାରଟେଲ୍ର ୨ଜି ଏବଂ ୩ଜି ବ୍ୟବହାରକାରୀଙ୍କ ପାଇଁ ୪ଜି ସ୍ମାର୍ଟଫୋନ ନେବା ଆହୁରି ସହଜ କରାଯାଇଛି । ଏୟାରଟେଲ୍ ୪ଜି ସ୍ମାର୍ଟଫୋନ୍ ନେଉଥିବା ୨ଜି ଏବଂ ୩ଜି ଗ୍ରାହକମାନେ ୩୦ ଜିବି ମାଗଣା ଡାଟା ପାଇପାରିବେ । ସେହିପରି ଏହି ପଦକ୍ଷେପ ଅନ୍ତର୍ଗତ, ପ୍ରିପେଡ ଗ୍ରାହକମାନେ…

୬୫ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ

ଭାରତର ଶ୍ରେଷ୍ଠ ଜାତୀୟ ଫିଲ୍ମ ପୁରସ୍କାରର ବିଜେତା ଘୋଷଣା କରାଯାଇଛି । ଫିଲ୍ମ ପ୍ରସ୍ତୁତକର୍ତ୍ତା ଶେଖର କପୁରଙ୍କ ସହିତ ୧୦ ଜୁରି ସଦସ୍ୟଙ୍କ ଦ୍ୱାରା ଏହାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଜାତୀୟ ପୁରସ୍କାରକୁ ଭାରତର ଶ୍ରେଷ୍ଠ ସମ୍ମାନ ବୋଲି ଗ୍ରହଣ କରାଯାଏ । ଏହା ସବୁ ବର୍ଷ ଭାରତର…

ରିଲିଜ୍ ହେଲା ‘ରାଜି’ର ଟ୍ରେଲର୍

ଆଲିଆ ଭଟ୍ଟ ଓ ଭିକି କୌଶଳଙ୍କ ଅଭିନିତ ଫିଲ୍ମ ରାଜିର ଟ୍ରେଲର୍ ସହ ତିନୋଟି ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟି ହରିନ୍ଦର ସିକାଙ୍କ ଉପନ୍ୟାସ ‘ସେହମତ’ ଉପରେ ଆଧାରିତ । ଜଙ୍ଗଲ ପିକଚର୍ସ ଓ କରନ୍ ଜୋହରଙ୍କ ଡ୍ରାମା ପ୍ରଡକ୍ସନଙ୍କ ଦାରା ନିର୍ମିତ ଏହି ଫିଲ୍ମରେ ମେଘନା ଗୁଲଯାର…

ଶିଳ୍ପା ଶେଟ୍ଟୀ କାହିଁକି ଦେଖାଯାନ୍ତି ଏତେ ସୁନ୍ଦର ଓ ଫିଟ ଆପଣ ଜାଣିଛନ୍ତି କି ?

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବୟସ ୪୦ ରୁ ଅଧିକ ହେବା ସତ୍ତେ୍ୱ ତାଙ୍କର ସୌନ୍ଦର୍ଯ୍ୟର ଚର୍ଚ୍ଚା ସବୁଆଡ଼େ । ସୌନ୍ଦର୍ଯ୍ୟ ସହିତ ଫିଟନେସରେ ମଧ୍ୟ ସେ ଜଣେ ଆଗଧାଡ଼ିର ନାୟିକା ରହିପାରିଛନ୍ତି । ନିଜର ସ୍ୱାସ୍ଥ୍ୟ, ଆକର୍ଷଣୀୟ ଚେହେରା ଏବଂ ଯୋଗ ପାଇଁ ତାଙ୍କର ଏକ ଭିନ୍ନ ପରିଚୟ ରହିଛି ।…

ଏୟାରଟେଲ ଟିଭି ଆପରେ ଏଥର ମାଗଣାରେ ଦେଖିବାକୁ ପାଇବେ ଆଇପିଏଲର ସିଧାପ୍ରସାରଣ

ଏୟାରଟେଲ୍ ଟିଭି ଆପ୍ ମାଧ୍ୟମରେ ଗ୍ରାହକମାନେ ମାଗଣାରେ ଚଳିତ ବର୍ଷର ଭିଭୋ ଆଇପିଏଲ୍ ୨୦୧୮ ମ୍ୟାଚଗୁଡିକର ସିଧାପ୍ରସାରଣ ଦେଖିପାରିବେ । ଏଥିସହିତ ଏହିସବୁ ମ୍ୟାଚର ହାଇଲାଇଟ୍ସ ଗୁଡ଼ିକୁ ହଟଷ୍ଟାର ମାଧ୍ୟମରେ ମଧ୍ୟ ଦେଖିବାର ସୂଯୋଗ ପାଇପାରିବେ । ଏଥିପାଇଁ ଏୟାରଟେଲ୍ ଗ୍ରାହକମାନଙ୍କୁ ଏୟାରଟେଲ୍…

ବଲିଉଡରେ ପାଦ ଥାପିବେ ନିଆ ଶର୍ମା

ଟେଲିଭିଜନ ଜଗତର ଚର୍ଚ୍ଚିତ ନାୟିକା ନିଆ ଶର୍ମା ଖୁବ ଶୀଘ୍ର ବଲିଉଡରେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଆସୁଥିବା ବେଳେ ସେ ୨୦୧୭ରେ ଏସିଆର ସେକ୍ସିଏଷ୍ଟ ମହିଳା ଭାବେ ୫୦ ଜଣଙ୍କ ମଧ୍ୟରେ ରହିଥିଲେ । ନିଆ…

ବାପ-ପୁଅ ଭୂମିକାରେ ନଜର ଆସିବେ ସଞ୍ଜୟ ଓ ସୁରଜ

ଗତ ପାଞ୍ଚ ବର୍ଷ ମଧ୍ୟରେ ଆପଣ ଏପରି ଅନେକ ଚଳଚିତ୍ର ଦେଖିବାକୁ ପାଇବେ, ଯେଉଁଥିରେ ବଲିଉଡର ପୁରୁଖା କଳାକାରଙ୍କ ସହିତ ନବାଗତ କଳାକାର ଅଭିନୟ କରିଛନ୍ତି । ଏହି ସବୁ ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି । ଯେପରିକି, ବ୍ରଦର୍ସ (୨୦୧୫)ରେ ଅକ୍ଷୟ-ସିଦ୍ଧାର୍ଥଙ୍କ ଯୋଡ଼ି,…

ରାଷ୍ଟ୍ରପତି ଭବନରେ ହିଚ୍କିର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ

ଯୁବ ସମୟ - ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ରାଷ୍ଟ୍ରପତି ଭବନରେ ହିଚକି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ କରାଯାଇଛି । ହିଚ୍କି ଚଳଚ୍ଚିତ୍ରଟି ରାଣୀ ମୁଖାର୍ଜିଙ୍କ ଅଭିନୀତ ଏକ ଭିନ୍ନ ଧରଣର ଫିଲ୍ମ ଯାହା ଶିକ୍ଷକ ଏବଂ ବିଦ୍ୟାର୍ଥୀଙ୍କ ସମ୍ପର୍କରେ ଆଧାରିତ । ହିଚ୍କି ଫିଲ୍ମରେ ଏକ ଭଲ…

ଚିରଞ୍ଜିବୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବିଗ ବି

ଯୁବ ସମୟ - ୭୫ ବର୍ଷିୟ ବଲିଉଡ ସୁପରଷ୍ଟାର ଅମିତାବ ବଚ୍ଚନ ବଲିଉଡ ପରେ ଦକ୍ଷିଣ ଭାରତରେ ନିଜର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ । ବିଗ୍ ବି ଚିରଞ୍ଜିବୀଙ୍କ ଫିଲ୍ମ ସେ ରା ନରସିଂହମା ରେଡ୍ଡି ଫିଲ୍ମରେ ନରସିଂହା ଭୂମିକାରେ ନଜର ଆସିବେ । ଏହି କାହାଣୀଟି ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀ…