Browsing Category
ବିଶେଷ
ପୁଲଓ୍ଵାମା ଆକ୍ରମଣ: ଯବାନଙ୍କ ବଳିଦାନକୁ ମନେ ପକାଇ ଆଜି ବି ଲୁହ ଝରୁଛି, ଉଜୁଡି ଯାଇଥିଲା ୪୦ଟି ପରିବାରର ଖୁସି
୨୦୧୯ ଫେବ୍ରୁଆରି ୧୪ ତାରିଖ ଦେଶକୁ ଦୋହଲାଇ ଦେଇଥିଲା। ଆଜି ଏହି ଆତଙ୍କବାଦୀ ଘଟଣାର ୬ ବର୍ଷ ପୂର୍ତ୍ତି ହେଉଛି, ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ବିସ୍ଫୋରକ ବୋଝେଇ କାର୍ ସହ ସିଆରପିଏଫ କାଫିଲା ବସକୁ ଆକ୍ରମଣକାରୀ ଧକ୍କା…
ଆରମ୍ଭ ହେଲା ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା
ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠାରୁ ଆରମ୍ଭ ହେଉଛି ।ଢେଙ୍କାନାଳ ଜିଲ୍ଲା ଗଣ୍ଡିଆ ବ୍ଲକ ମହିମାଗାଦିରେ ଏହି ଧାର୍ମିକ ସମାବେଶର ସାକ୍ଷୀ ହେବା ପାଇଁ ଦୂର ଦୂରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ଯୋରନ୍ଦା ମେଳା ମହିମା ଧର୍ମ ସାଧୁ (ପବିତ୍ର ପୁରୁଷ)ଙ୍କ ଏକ ପର୍ବ ।…
ଫେବୃଆରୀ ୧୯ରୁ ଏହି ୫ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ
ନେତୃତ୍ୱ, ରାଜନୀତି ଓ ଶକ୍ତିର ପ୍ରତିନିଧିତ୍ୱ କରୁଥିବା ସୂର୍ଯ୍ୟ ଯେତେବେଳେ ଶତଭିଷା ନକ୍ଷତ୍ରରେ ଅବସ୍ଥାପିତ ହୁଅନ୍ତି, ଯାହା ରାହୁଦ୍ୱାରା ପ୍ରଭାବିତ ହୁଏ, ଏହି ଜ୍ୟୋତିଷ ଘଟଣା ଏକ ରହସ୍ୟମୟ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରେ, ଯାହା ରାଜନୀତି, ଔଷଧ, ବିଜ୍ଞାନ ଏବଂ ଗବେଷଣା…
ସ୍ବର୍ଗ ଠାରୁ ବି ସୁନ୍ଦର ଓଡ଼ିଶାର ଏହି ହିଲ ଷ୍ଟେସନ; ଛୁଟିରେ ନିଶ୍ଚିତ ଯାଆନ୍ତୁ
ଓଡ଼ିଶାର ରାୟଗଡ଼ା ଅଞ୍ଚଳର ଗଜପତି ଜିଲ୍ଲାରେ ମହେନ୍ଦ୍ରଗିରି ପାହାଡ଼ ଖୁବ ବିଶାଳ ଓ ଆକର୍ଷଣୀୟ ଦେଖାଯାଏ, ଯେଉଁଠାରେ ଉଚ୍ଚତାରେ ଥିବା ପଥର ଓ ସବୁଜ ପାହାଡ଼ ଉପରେ ପାଦ ପକାଇବା ମାତ୍ରେ ଆରୋଗ୍ୟକାରୀ ଔଷଧୀୟ ସୁଗନ୍ଧରେ ମନ ତୁରନ୍ତ ସତେଜ ହୋଇଯାଏ । ଜୈବ ବିବିଧତା କ୍ଷେତ୍ରରେ ଆଗରେ ଥିବା ଏହି…
କଳିଙ୍ଗନଗର ସୁକିନ୍ଦା ଅଞ୍ଚଳର ୧୫୦ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଜ୍ୟୋତି ଫେଲୋସିପ୍
ସୁକିନ୍ଦା, ୩୦/୦୧/୨୦୨୫: କଳିଙ୍ଗନଗର-ବ୍ରାହ୍ମଣୀପାଳ-ସୁକିନ୍ଦା ଅଂଚଳର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତର ୧୫୦ ଛାତ୍ରଛାତ୍ରୀଙ୍କୁ ଜ୍ଯୋତି ଫେଲୋସିପ୍ ପ୍ରଦାନ କରାଯାଇଛି। ଅନୁସୂଚିତ ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ…
୩୮ତମ ଜାତୀୟ କ୍ରୀଡ଼ା ପ୍ରସ୍ତୁତିର ସମୀକ୍ଷା କଲେ ଉତରାଖଣ୍ଡ କ୍ରୀଡ଼ା ମନ୍ତ୍ରୀ
ଭୁବନେଶ୍ୱର : ଆଜି ଏକ ବିସ୍ତୃତ ଅଂଶୀଦାର ବୈଠକରେ ଉତରାଖଣ୍ଡର ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀମତୀ ରେଖା ଆର୍ଯ୍ୟ ୩୮ତମ ଜାତୀୟ କ୍ରୀଡ଼ା ୨୦୨୫ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜାତୀୟ କ୍ରୀଡ଼ା ସଚିବାଳୟର ସିଇଓ ଅମିତ କୁମାର ସିହ୍ନା, କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର!-->…
ପ୍ରବାସୀ ଭାରତୀୟ ଦିବସରେ ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍କା ଜୀବନ…
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍କା ଜୀବନ’ ଉନ୍ମୋଚିତ ହୋଇଛି। ୨୦୨୫ ଜାନୁଆରି ୯ରେ ୧୮ତମ ପ୍ରବାସୀ ଭାରତୀୟ ଦିବସକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ…
ଯାଜପୁର ଜିଲ୍ଲାର ଶିଳ୍ପାୟନ ଓ ସ୍ଥାନୀୟ ଅଂଚଳ ବିକାଶର ବୃହତ୍ତର ସ୍ବାର୍ଥ ପାଇଁ ଜନଶୁଣାଣୀକୁ ସମର୍ଥନ ପାଇଁ ବିସ୍ଥାପିତ…
ଡୁବୁରୀ, ଡିସେମ୍ବର 18, 2024– ନୀଳାଚଳ ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧ ମେଟ୍ରିକ ଟନ ରୁ ୯.୫ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆସନ୍ତା 20 ତାରିଖରେ ଜନ ଶୁଣାଣି ଆୟୋଜନ କରାଯାଉଛି। ଏହି ସମ୍ପ୍ରସାରଣ କେବଳ କଳିଙ୍ଗନଗର ନୁହେଁ ସମଗ୍ର ଯାଜପୁର ଜିଲ୍ଲା!-->…
ସୁବର୍ଣ୍ଣରେଖା ବନ୍ଦର ଓ ଟିଏସ୍ଏଫ୍ ପକ୍ଷରୁ ବାସନ୍ତୀ ମାତା ପୂଜା କମିଟି ସହଯୋଗରେ ଚଉମୁଖରେ ବୋଇତ ବନ୍ଦାଣ ଉତ୍ସବ…
ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟକୁ ପାଳନ କରିବା ପାଇଁ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ବାସନ୍ତୀ ମାତା ପୂଜା କମିଟି ସହଯୋଗରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଧୀନସ୍ଥ ଚଉମୁଖଠାରେ ୨୦୨୪…
Neelachal Ispat Unveils New Classroom Building at Government Project Upper Primary School in…
ଯାଜପୁର ଜିଲ୍ଲା ଦାନଗଦୀ ସ୍ଥିତ ଓଲଳ ଗ୍ରାମରେ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଲଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଦ୍ୱାରା ନିର୍ମିତ ନୂତନ ଶ୍ରେଣୀଗୃହ କୁ…