Browsing Category

ବାଣିଜ୍ୟ

କ୍ୟାଭିଟି ଏବଂ ଦନ୍ତ କ୍ଷୟ: ଡାବର ଲାଲ ପେଷ୍ଟ ସହିତ ପ୍ରତିଷେଧକ ଯତ୍ନ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଦନ୍ତ ଚିକିତ୍ସା ବିଭାଗର ପ୍ରଫେସର ତଥା ପିଏଚଡି ଡାକ୍ତର ସୋନିଆ ଦତଙ୍କ କହିବାନୁଯାୟୀ ଉଭୟ ଶିଶୁ ଓ ବୟସ୍କଙ୍କ ଉପରେ ପ୍ରଭାବ ପଡ଼ୁଛି । ଖରାପ ପାଟି ପରିଚ୍ଛନ୍ନତା ଅଭ୍ୟାସ ସହିତ ପୁନଃପ୍ରକ୍ରିୟାକୃତ ଖାଦ୍ୟ ଏବଂ କାର୍ବୋନେଟେଡ୍ ପାନୀୟ ସେବନ ଏହି ବଢୁଥିବା

ଯାଜପୁର ରୋଡରେ ଟାଟା ଷ୍ଟିଲ୍ ମେଡିକାର ନୂତନ ସିଟି ସେଣ୍ଟର ଉଦଘାଟିତ

ଯାଜପୁର ରୋଡ୍‌ର କହ୍ନେଇପୁର ଠାରେ ‘ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ନୂତନ ସିଟି ସେଣ୍ଟର'ର ଉଦଘାଟନ ସହ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ନିଜର ସେବା ପରିସର ବିସ୍ତାର କରିଛି। ଏହି ନୂତନ ସେଣ୍ଟର ସ୍ଥାନୀୟ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ସହାୟକ ହେବ। ଟାଟା…

ବାଙ୍ଗୁର ସିମେଂଟର ନୂଆ ଟିଭି ବିଜ୍ଞାପନରେ ବାଙ୍ଗୁର ମାଗନା ଓ ବାଙ୍ଗୁର ରୁଫଅନର ଦୃଢ଼ତାକୁ ପ୍ରଦର୍ଶିତ

ଭୁବନେଶ୍ୱର: ଶ୍ରୀ ସିମେଂଟ ପକ୍ଷରୁ ଏହାର ପ୍ରମୁଖ ବ୍ରାଣ୍ଡ ବାଙ୍ଗୁର ସିମେଂଟକୁ ନେଇ ଏକ ନୂଆ ଟିଭି ବିଜ୍ଞାପନ (ଟିଭିସି) ଉନ୍ମୋଚନ କରାଯାଇଛି, ଯେଉଁଥିରେ ଏହାର ଦୁଇ ପ୍ରମୁଖ ପ୍ରିମିୟମ ଉତ୍ପାଦ ବାଙ୍ଗୁର ମାଗନା ଓ ବାଙ୍ଗୁର ରୁଫଅନକୁ ପ୍ରଦର୍ଶିତ କରାଯାଇଛି। ବାଙ୍ଗୁର ମାଗନା ପାଇଁ ପ୍ରସ୍ତୁତ…

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭୁବନେଶ୍ୱରରେ ନୂଆ ଜୋନାଲ କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର ଜୋନ ହେଉଛି ବ୍ୟାଙ୍କ ଅଫ ବରୋଦା ପାଇଁ ଗୁରୁତ୍ୱପୂର୍ଣ୍ଣ ଯାହା ଓଡ଼ିଶା ଓ ଝାଡ଼ଖଣ୍ଡର ତଦାରଖ କରିବ, ଏହି ଜୋନ୍ ଢ଼ାଂଚା ଅଧୀନରେ ୫ଟି ଆଂଚଳିକ କାର୍ଯ୍ୟାଳୟ ରହିଛି ଏହି ଜୋନରେ ୩୩୭ ଶାଖାର ନେଟୱର୍କ ଥିବା ବେଳେ ୬୭% ଶାଖା ଗ୍ରାମାଚଂଳ ଓ ଅର୍ଦ୍ଧ-ସହରାଂଚଳରେ ରହିଛି…

ଲାଇଫ୍ ହୋଟେଲ ଭୁବନେଶ୍ୱର ଠାରେ ଥାଇ ଫୁଡ୍ ଫେଷ୍ଟିଭାଲ ୨୦୨୫ ଆୟୋଜିତ

ଭୁବନେଶ୍ୱର : ଲାଇଫ୍ ହୋଟେଲ୍ସ ଭୁବନେଶ୍ୱର, କୋଲକାତାର ରୟାଲ ଥାଇ କନ୍ ସୁଲେଟ୍ ଜେନେରାଲଙ୍କ ସହ ମିଳିତ ଭାବରେ ଏକ ଆକର୍ଷଣୀୟ ଉତ୍ସବ ଥାଇ ଫୁଡ୍ ଫେଷ୍ଟିଭାଲ୍ ୨୦୨୫ ଏପ୍ରିଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରିଛି । ଲାଇଫ୍ ହୋଟେଲରେ ପ୍ରସିଦ୍ଧ ସେଫ୍ ସାରା ପାଣିସରାଙ୍କ ଦ୍ୱାରା ପ୍ରକୃତ

ଟାଟା ଏଆଇଜି ପକ୍ଷରୁ ପରବର୍ତୀ ପିଢ଼ିର ସ୍ୱାସ୍ଥ୍ୟ ଯୋଜନା ‘ମେଡିକେୟାର ସିଲେକ୍ଟ’ର ଉନ୍ମୋଚିତ

ବିତରଣ ବ୍ୟବସ୍ଥାର ବ୍ୟାପକ ବୃଦ୍ଧିର ଅଂଶ ସ୍ୱରୂପ ୨୦୨୭ ଆର୍ôଥକ ବର୍ଷ ସୁଦ୍ଧା ହସ୍ପିଟାଲ ନେଟୱର୍କକୁ ୧୧,୫୦୦ରୁ ବଢ଼ାଇ ୧୪,୦୦୦ କରିବାକୁ ଯୋଜନା ଭୁବନେଶ୍ୱର: ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଏହାର ଖୁଚୁରା ସ୍ୱାସ୍ଥ୍ୟ ପୋର୍ଟଫୋଲିଓକୁ ସୁଦୃଢ଼ କରିବା ଏବଂ ସମଗ୍ର ଭାରତରେ…

ଖୋର୍ଦ୍ଧା ରୋଡ୍‌ ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପରେ ବଡ଼ ଉପଲବ୍ଧି 

ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଟନେଲ ଟି-୪ର ବୁଧବାର ସଫଳ ଭାବେ ଡେଲାଇଟିଂ ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି। ୪,୧୮୫ ମିଟର ଦୀର୍ଘ ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ ଏହି ଟନେଲ ବୌଦ୍ଧ ଜିଲାର ଆଢେଣିଗଡ଼-ଚାରିଛକ ଷ୍ଟେଶନ ମଧ୍ୟରେ ଅବସ୍ଥିତ ଏବଂ ଏହି…

ପାରମିତା ଶତପଥୀ ତ୍ରିପାଠୀ ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର 

ଭାରତୀୟ ରାଜସ୍ବ ସେବା ଅଧିକାରୀ ପାରମିତା ଶତପଥୀ ତ୍ରିପାଠୀ ବୁଧବାର ଓଡ଼ିଶାର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ପଦ ଗ୍ରହଣ କରିଛନ୍ତି। ପାରମିତା ଶତପଥୀ ତ୍ରିପାଠୀ ହେଉଛନ୍ତି ୧୯୮୯ ବ୍ୟାଚର ଭାରତୀୟ ରାଜସ୍ବ ସେବାର ଅଧିକାରୀ । ଏହା ପୂର୍ବରୁ ଶତପଥୀ ଓଡ଼ିଶାର ଆୟକର ବିଭାଗରେ ବିଭିନ୍ନ…

ଏଣିକି ଟ୍ରେନ୍‌ରେ ଏଟିଏମ୍‌ ସେବା

ଟ୍ରେନରେ ଯାତ୍ରା କରିବା ସମୟରେ ନଗଦ ଟଙ୍କା ନଥିଲେ ଅନେକ ସମୟରେ ଯାତ୍ରୀ ସମସ୍ୟା ପଡ଼ିଥା’ନ୍ତି। ମାତ୍ର ଏହି ସମସ୍ୟା ଦୂର ହେବାକୁ ଯାଉଛି। ଭାରତୀୟ ରେଳପଥ ପକ୍ଷରୁ ପ୍ରଥମ କରି ଟ୍ରେନରେ ଅଟୋମେଟେଡ୍‌ ଟେଲେର ମେଶିନ୍‌(ଏଟିଏମ୍‌) ସେବା ଆରମ୍ଭ କରାଯାଇଛି। ମୁମ୍ବାଇ-ମନମାଡ ପଞ୍ଚବଟୀ…

ନବରଙ୍ଗପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କଲା ଟିପିଏସ୍ଓଡିଏଲ୍

ବିଜୁଳି ଚାହିଦା ମେଣ୍ଟାଇବାକୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧିଉପକୃତ ହେବେ ୧୪ ହଜାରରୁ ଅଧିକ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗ ବ୍ରହ୍ମପୁର, ଏପ୍ରିଲ: ଚଳିତ ଗ୍ରୀଷ୍ମପ୍ରବାହରେ ବିଜୁଳି ଚାହିଦାକୁ ଦୃଷ୍ଟିରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍ )