Browsing Category
ବାଣିଜ୍ୟ
ଆର୍ଥିକ ସ୍ୱାଧୀନତା, ଆପଣଙ୍କ ଉପାୟରେ-ଟାଟା ଏଆଇଏ ପକ୍ଷରୁ ସ୍ମାର୍ଟ ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଶୁଭ ଫ୍ଲେକ୍ସି ଇନକମ…
କଟକ: ଜୀବନ ସ୍ୱପ୍ନରେ ପରିପୂର୍ଣ୍ଣ - ଘର କିଣିବା, ଆପଣଙ୍କ ପିଲାଙ୍କ ପାଠପଢ଼ା ପାଇଁ ଅର୍ଥ ଯୋଗାଣ କରିବା, ଅବିସ୍ମରଣୀୟ ଛୁଟି ପାଇଁ ଯୋଜନା କରିବା କିମ୍ବା ଚିନ୍ତାମୁକ୍ତ ଅବସର ଉପଭୋଗ କରିବା। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେବଳ ଆର୍ôଥକ ସୁରକ୍ଷା ନୁହେଁ ବରଂ ଏକ ଯୋଜନା ମଧ୍ୟ ଆବଶ୍ୟକ!-->…
ରେନଲ୍ଟର ନୂତନ ଡ଼ିଜାଇନ କେନ୍ଦ୍ର ଉଦ୍ଘାଟିତ
ଚେନ୍ନାଇ : ରେନଲ୍ଟ ଇଣ୍ଡିଆ, ଯାହାକି ରେନଲ୍ଟ ଗ୍ରୁପର ଏକ ସମ୍ପୂର୍ଣ୍ଣ ନିଜସ୍ୱ ପ୍ରତିଷ୍ଠାନ, ଏହାର ଭାରତ-କୈନ୍ଦ୍ରିକ ରୂପାନ୍ତରୀକରଣ ରଣନୀତି ରେନଲ୍ଟ ପୁନଃ-ବିଚାର ସହିତ ଚେନ୍ନାଇଠାରେ ରେନଲ୍ଟ ଡ଼ିଜାଇନ କେନ୍ଦ୍ରର ଉଦ୍ଘାଟନ କରିଛି ।
ଚେନ୍ନାଇ ଠାରେ ଆଜି ଉଦ୍ଘାଟିତ ଏହି ନୂତନ ରେନଲ୍ଟ!-->!-->!-->…
ପୁନାୱାଲା ଫିନ୍କର୍ପ ପକ୍ଷରୁ କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ ବଜାରରେ ପ୍ରବେଶ
ଭୁବନେଶ୍ୱର: ସାଇରସ୍ ପୁନାୱାଲା ଗ୍ରୁପ୍ର ଅଂଶ ପୁନାୱାଲା ଫିନକର୍ପ ଲିମିଟେଡ୍ (ପିଏଫ୍ଏଲ୍) ଏହାର କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ ବ୍ୟବସାୟ ଆରମ୍ଭ କରିଥିବା ଘୋଷଣା କରିଛି। କମ୍ପାନି ପକ୍ଷରୁ ପ୍ରାକ୍ ମଞ୍ଜୁର ସୀମା ସହିତ ଏକ ଡିଜିଟାଲ୍ ଇଏମ୍ଆଇ କାର୍ଡର ମଧ୍ୟ ଶୁଭାରମ୍ଭ କରାଯାଇଛି ଯାହା…
୩୦ରୁ ଓ୍ବମେନ୍ସ ବିଜନେଶ୍ ମେଳା
ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ(ଆଇସିସି)ର ନ୍ୟାଶନାଲ ଓ୍ବମେନ୍ସ ଏଣ୍ଟରପ୍ରେନ୍ୟୁରଶିପ୍ କାଉନସିଲ୍(ଇନ୍ଓ୍ବେକ୍) ପକ୍ଷରୁ ରାଜଧାନୀରେ ଓ୍ବମେନ୍ସ ବିଜନେଶ୍ ମେଳା ୨.୦ ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୩୦ରୁ ମେ’ ୪…
କେଭିଆଇସିର କାରବାର ୧ ଲକ୍ଷ ୭୦ ହଜାର କୋଟି ଟପିଲା
ସ୍ବାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି)ର କାରବାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଅତିକ୍ରମ କରିବା ସହ ଏକ ନୂତନ ରେକର୍ଡ ସୃଷ୍ଟି କରିଛି I କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅସ୍ଥାୟୀ ତଥ୍ୟ ପ୍ରକାଶ କରିଛନ୍ତି I…
ବନ୍ଦେ, ନମୋ, ଅମୃତ ଭାରତର ସଙ୍ଗମ ହେବ ବିହାର
ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ଆଧୁନିକ ଭାରତୀୟ ରେଳପଥର ତ୍ରିବେଣୀ କୁହାଯାଉଥିବାବେଳେ ବିହାର ଏହାର ସଙ୍ଗମସ୍ଥଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪ରେ ବିହାରକୁ ଆଉ ଏକ ନୂତନ ରେଳସେବାର ଶୁଭାରମ୍ଭ କରିବେ। ମଧୁବାଣୀରୁ ସେ ଭିଡିଓ କନଫରେନ୍ସିଂ…
ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ : ସଫଳତାର ସହ କାର୍ଯ୍ୟକ୍ଷମ ହେଲା ୩୩ କେଭି ଫିଡର, ୧୦,୦୦୦ ରୁ…
ଭୁବନେଶ୍ବର: ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କରି, ଟିପିସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସାଲେପୁର ଅଞ୍ଚଳର ନୂତନ ୧୩୨/୩୩ କେଭି ବହୁଗ୍ରାମ (ଆତୋଡା) ଗ୍ରୀଡରୁ ୩୩ କେଭି (ସିକେଟି-୨) ଫିଡରକୁ ସଫଳତାର ସହିତ କାର୍ଯ୍ୟକ୍ଷମ…
ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ
ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ରେଳ ମଣ୍ଡଳ ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ୨୬ ପର୍ଯ୍ୟନ୍ତ ରାଉରକେଲା-ବଣ୍ଡାମୁଣ୍ଡା ରେଳ ସେକ୍ସନରେ ମଲ୍ଟି-ଟ୍ରାକିଂ ଲାଇନଗୁଡ଼ିକର କାର୍ଯ୍ୟକ୍ଷମର ଅଂଶ ଭାବରେ…
ଇପିଏଫଓରେ ଯୋଡ଼ିହେଲେ ୧୬.୧୦ ଲକ୍ଷ ନୂତନ ସଦସ୍ୟ
ଅବସର ପାଣ୍ଠି ପରିଚାଳନା କରୁଥିବା କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ (ଇପିଏଫଓ) ଫେବୃଆରୀରେ ମୋଟ ୧୬.୧୦ ଲକ୍ଷ ନେଟ୍ ନୂତନ ସଦସ୍ୟ ଯୋଡିଛି। ସୋମବାର ପ୍ରକାଶିତ ସର୍ବଶେଷ ବେତନ ତଥ୍ୟ ଅନୁଯାୟୀ, ଗତ ବର୍ଷ ସମାନ ମାସ ତୁଳନାରେ ଏହି ସଂଖ୍ୟା ୩.୯୯% ଅଧିକ ରହିଛି। ଶ୍ରମ ମନ୍ତ୍ରଣାଳୟ ଏକ…
କ୍ୟାଭିଟି ଏବଂ ଦନ୍ତ କ୍ଷୟ: ଡାବର ଲାଲ ପେଷ୍ଟ ସହିତ ପ୍ରତିଷେଧକ ଯତ୍ନ
ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଦନ୍ତ ଚିକିତ୍ସା ବିଭାଗର ପ୍ରଫେସର ତଥା ପିଏଚଡି ଡାକ୍ତର ସୋନିଆ ଦତଙ୍କ କହିବାନୁଯାୟୀ ଉଭୟ ଶିଶୁ ଓ ବୟସ୍କଙ୍କ ଉପରେ ପ୍ରଭାବ ପଡ଼ୁଛି । ଖରାପ ପାଟି ପରିଚ୍ଛନ୍ନତା ଅଭ୍ୟାସ ସହିତ ପୁନଃପ୍ରକ୍ରିୟାକୃତ ଖାଦ୍ୟ ଏବଂ କାର୍ବୋନେଟେଡ୍ ପାନୀୟ ସେବନ ଏହି ବଢୁଥିବା!-->…