Browsing Category
ବାଣିଜ୍ୟ
ଶ୍ରମିକ ମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । `ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨…
କାନାରା ରୋବେକୋ ଆସେଂଟ୍ ମ୍ୟାନେଜମେଂଟ୍ କମ୍ପାନି ପକ୍ଷରୁ ଆଇପିଓ ପାଇଁ ସେବି ପକ୍ଷରୁ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: କାନାରା ରୋବେକୋ ଆସେଟ୍ ମ୍ୟାନେଜମେଂଟ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି।
କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି…
କର୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ଇନଫୋସିସ୍ ସହ ପ୍ରତିଷ୍ଠାତା କ୍ରିସ୍ ଗୋପାଳକୃଷ୍ଣନ୍ଙ୍କ ବିରୋଧରେ ଦାୟର ଏଫଆଇଆର ଖାରଜ
- ଅଭିଯୋଗକୁ “ଆଇନର ପ୍ରକ୍ରିୟାର ଅପବ୍ୟବହାର' ଭାବେ ଅଭିହିତ
- ଅଭିଯୋଗକାରୀ ବିରୁଦ୍ଧରେ ଅପରାଧିକ ଅବମାନନା ମାମଲା ଆରମ୍ଭ କରିବାକୁ ଅନୁମତି
ଭୁବନେଶ୍ୱର: କର୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ଇନଫୋସିସ୍ର ସହ ପ୍ରତିଷ୍ଠାତା କ୍ରିସ୍ ଗୋପାଳକୃଷ୍ଣନ୍ ଓ ଅନ୍ୟମାନଙ୍କ ବିରୁଦ୍ଧରେ…
ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ୭ ନୂଆ ଶାଖା ସହ ୫ଟି ରାଜ୍ୟରେ ୧୬ଟି ଶାଖା ଉଦ୍ଘାଟିତ
ଓଡ଼ିଶାରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରେ ନୂତନ ଶାଖା ଖୋଲାଯାଇଛି
ନୂତନ ଶାଖାଗୁଡ଼ିକ ସହିତ ଓଡ଼ିଶାରେ ଏବେ ବ୍ୟାଙ୍କର ୨୫୬ ବ୍ୟାଙ୍କିଙ୍ଗ ଆଉଟ୍ଲେଟ୍ ହେବ
ବ୍ୟାଙ୍କ ପକ୍ଷରୁ ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରେ ଅଧିକ ଶାଖା ଉଦ୍ଘାଟିତ
ଭୁବନେଶ୍ୱର:…
ପହିଲାରୁ ବଦଳିବ ଏଟିଏମ୍ ବ୍ୟବହାର ଶୁଳ୍କ
ଭୁବନେଶ୍ବର: ମେ’ ପହିଲାରୁ ଏଟିଏମରୁ ଟଙ୍କା ଉଠାଣ ନେଇ କେତେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସାରା ଦେଶରେ ଏଟିଏମରେ କାରବାର ନେଇ ନୂଆ ନିୟମ ଲାଗୁ କରିଛନ୍ତି। ନିର୍ଦ୍ଦାରିତ ସୀମାରୁ ଅଧିକ ଥର ଟଙ୍କା ଉଠାଇବା ଦ୍ୱାରା ଉପଭୋକ୍ତାଙ୍କୁ ଏଣିକି ଅଧବକ…
କର୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ଇନଫୋସିସ୍ ସହ ପ୍ରତିଷ୍ଠାତା କ୍ରିସ୍ ଗୋପାଳକୃଷ୍ଣନ୍ଙ୍କ ବିରୋଧରେ ଦାୟର ଏଫଆଇଆର ଖାରଜ
ଅଭିଯୋଗକୁ “ଆଇନର ପ୍ରକ୍ରିୟାର ଅପବ୍ୟବହାର' ଭାବେ ଅଭିହିତ
ଅଭିଯୋଗକାରୀ ବିରୁଦ୍ଧରେ ଅପରାଧିକ ଅବମାନନା ମାମଲା ଆରମ୍ଭ କରିବାକୁ ଅନୁମତି
ଭୁବନେଶ୍ୱର: କର୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ଇନଫୋସିସ୍ର ସହ ପ୍ରତିଷ୍ଠାତା କ୍ରିସ୍ ଗୋପାଳକୃଷ୍ଣନ୍ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଅନୁସୂଚିତ ଜାତି…
ସୃଜନଶୀଳତା ଓ ପ୍ରଗତିର ଭାବନା ନେଇ ନବସୃଜନ ଦିବସ-୨୦୨୫ ପାଳନ କଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର, ଏପ୍ରିଲ: ସୃଜନଶୀଳତା, ସହଯୋଗ ଓ ନିରନ୍ତର ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରସ୍ଥିତ ନିଜର କର୍ପୋରେଟ୍ କାର୍ଯ୍ୟାଳୟରେ ବିଶ୍ୱ ନବସୃଜନ ଦିବସ-୨୦୨୫ ପାଳନ କରିଛି । ‘ଟିଆଣ୍ଡଡି!-->…
ପ୍ରେଷ୍ଟିଜ୍ ହୋଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଉଭୟ ବ୍ୟବସାୟ ଓ ଚିତବିନୋଦନ କ୍ଷେତ୍ରର ଅଗ୍ରଣୀ ଆତିଥେୟତା କମ୍ପାନି ପ୍ରେଷ୍ଟିଜ୍ ହୋଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି।
ଏହି ଆଇପିଓରେ କମ୍ପାନି…
ଆକ୍ସିସ ବ୍ୟାଙ୍କ ପକ୍ଷରୁ ଟିକସ ପରବର୍ତୀ ଲାଭ ୧୩% ବୃଦ୍ଧି ପାଇ ୭,୧୧୭ କୋଟି ଟଙ୍କା ହୋଇଛି
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ-ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷର ଫଳାଫଳ ଘୋଷଣା କରାଯାଇଛି। ଏହି ବର୍ଷ ବ୍ୟାଙ୍କର ବାର୍ଷିକ ନିଟ୍ ଲାଭ ୬ ପ୍ରତିଶତ ବୃଦ୍ଧି ପାଇ ୨୬,୩୭୩ କୋଟି ଟଙ୍କା ହୋଇଛି ଯାହା ୨୦୨୩-୨୪ରେ ୨୪,୮୬୧ କୋଟି ଟଙ୍କା ଥିଲା। ନିଟ୍ ସୁଧ…
ପୃଥିବୀ ଦିବସରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୨୦୫୭ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ ନେଇ ପ୍ରତିବଦ୍ଧତା; ଇଏସ୍ଜି…
- ବ୍ୟାଙ୍କ ଗ୍ରହଣ କରୁଥିବା ସମସ୍ତ ଇଏସ୍ଜି ଅଭିଯାନ ପାଇଁ ଏହି ନୀତି ମାର୍ଗଦର୍ଶକ ଦସ୍ତାବିଜ ଭାବେ କାର୍ଯ୍ୟ କରିବ
- ୨୦୩୪ ସୁଦ୍ଧା ସ୍କୋପ୍-୧ ଓ ସ୍କୋପ୍-୨ରେ ଏମିସନ୍ ୭୫% ହ୍ରାସ ଲକ୍ଷ୍ୟ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ…