Browsing Category

ବାଣିଜ୍ୟ

ସୋନାଟା ପକ୍ଷରୁ ଅକ୍ଷୟ ତୃତୀୟାରେ “ସୋନାଟା ଗୋଲ୍ଡ” ହାତଘଂଟା ଉନ୍ମୋଚିତ, ସୁନା ଉପହାରର ସମ୍ଭାର

ଏକ ହାତଘଂଟା ସମ୍ଭାର ଯାହା ହେଉଛି ଆଧୁନିକ କାରିଗରୀର ମିଶ୍ରଣ ଏବଂ ଏହାର କେନ୍ଦ୍ରସ୍ଥଳରେ ରହିଛି ୨୨ କ୍ୟାରେଟ୍ ସୁନା ଭୁବନେଶ୍ୱର: ଭାରତର ସବୁଠୁ ପସନ୍ଦ କରାଯାଉଥିବା ହାତଘଂଟା ବ୍ରାଣ୍ଡ୍ ସୋନାଟା ପକ୍ଷରୁ ଏକ ଷ୍ଟାଇଲିସ୍ ଓ ନିଖୁଣ ଭାବେ କାରିଗରୀ କରାଯାଇଥିବା ସମ୍ଭାର “ସୋନାଟା…

କାଳବୈଶାଖୀର ମୁକାବିଲା ପାଇଁ ଟିପିଏସ୍ଓଡିଏଲର ବ୍ୟାପକ ପ୍ରସ୍ତୁତି

-- ୫୯୦୦ ରୁ ଉର୍ଦ୍ଧ୍ବ ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ୮୦୦ ଷ୍ଟାଣ୍ଡବାଇ କର୍ମଚାରୀ ନିୟୋଜିତ-- ତ୍ୱରିତ ପଦକ୍ଷେପ ପାଇଁ ଓଡ୍ରାଫ୍ ଏବଂ ସ୍ଥାନୀୟ ପ୍ରଶାସନ ସହ ଭାଗିଦାରୀ-- ୬ ଟି ଭ୍ରାମ୍ୟମାଣ ସବଷ୍ଟେସନ, ୧୬ ଟି ଅସ୍ଥାୟୀ ଷ୍ଟୋର ଏବଂ ୨୪×୭ ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ଉପଲବ୍ଧ--

ଦୀର୍ଘ ଦିନର ସପନ ସାକାର ହେଲା, ଡୁବୁକୁ ଗ୍ରାମରେ ଜଳିଲା ବିଜୁଳି

ବୁର୍ଲା, 30.04.2025: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କିନାଗବା ପଞ୍ଚୟତର ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଦୁର୍ଗମ ଡୁବୁକୁ ଗ୍ରାମ । ଏହି ଅପହଞ୍ଚ ଗ୍ରାମରେ ଦୀର୍ଘ ଦିନରୁ ବିଦ୍ୟୁତ୍ ସଂଯୋଗ ଯେପରି ସାତ ସପନ ହୋଇ ରହିଯାଇଥିଲା । ଯଦିଓ ଗତ 2017-18 ମସିହାରେ “ଦୀନଦୟାଲ ଉପାଧ୍ୟାୟ…

ଜାତୀୟ ମହିଳା ବ୍ୟବସାୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଇନଓ୍ବେକ୍‌ ଜାତୀୟ ମହିଳା ବ୍ୟବସାୟ ମେଳାର ଦ୍ୱିତୀୟ ସଂସ୍କରଣ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବୁଧବାର ଉଦଘାଟିତ ହୋଇଯାଇଛି। ୪ ମେ’ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ, ଦକ୍ଷତା ବିକାଶ…

ଏନ୍‌ପିସିଆଇ ଭାରତ ବିଲ୍‌ପେ’ ପକ୍ଷରୁ ଭାରତ କନେକ୍ଟରେ ବିଲର୍ ଭାବେ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କକୁ ସାମିଲ

ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର ସହାୟକ କମ୍ପାନି ଏନ୍‌ପିସିଆଇ ଭାରତ ବିଲ୍‌ପେ’ (ଏନ୍‌ବିବିଏଲ୍‌) ପକ୍ଷରୁ ନ୍ୟାସନାଲ୍ ପେମେଂଟ୍ ମୋବିଲିଟି କାର୍ଡ (ଏନ୍‌ସିଏମ୍‌ସି) ସହିତ ବ୍ୟାଙ୍କର ରୂପେ ଅନ୍‌-ଦି-ଗୋ କାର୍ଡରେ ରିଚାର୍ଜ ପାଇଁ ଏୟାରଟେଲ୍…

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଇସ୍ପାତ ପାଇପ୍ ଓ ଟ୍ୟୁବ୍ କ୍ଷେତ୍ରରେ ପ୍ରବେଶ, ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ…

- ମାସିକ ପରିମାଣ ୫୦୦୦ ମେଟ୍ରିକ୍ ଟନ୍ ଛୁଇଁବା ଆକଳନ - ଆର୍ଥିକ ବର୍ଷ ୨୦୨୬ରେ ୩୧୫ କୋଟି ଟଙ୍କାର ବିକ୍ରି ରାଜସ୍ୱ ଆଶା ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ଏକ ଅଂଶ ତଥା ଭାରତର ଅନ୍ୟତମ ଅଗ୍ରଣୀ ଇସ୍ପାତ ଉତ୍ପାଦ ନିର୍ମାତା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପଶ୍ଚିମବଙ୍ଗରେ ଏହାର…

ଗୋଦରେଜ ପକ୍ଷରୁ କ୍ଷୁଦ୍ର ବ୍ୟକ୍ତିଗତ ରୁମ କୁଲର ‘ଏଜ ମିନିକୁଲ’ ଉନ୍ମୋଚିତ

ଆସନ୍ତା ବର୍ଷ ଏୟାର କୁଲର ବର୍ଗରେ ୫୦ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଘରେ ବିବିଧ ଶୀତଳତା ସମାଧାନ ପ।।ଇଁ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଅଂଶ ଗୋଦରେଜ ଆଣ୍ଡ ବଏସର ଆପ୍ଲାଏନସେସ ବ୍ୟବସାୟ ପକ୍ଷରୁ…

ଟିସିଏସ୍ ପକ୍ଷରୁ ଡିପ୍‌ଟେକ୍ କ୍ଷେତ୍ରରେ ତିନି ଭାରତ କୈନ୍ଦ୍ରୀକ ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଅଗ୍ରଣୀ ଆଇଟି କମ୍ପାନି ଟାଟା କନ୍‌ସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ ତିନିଟି ଭାରତ କୈନ୍ଦ୍ରୀକ ସମାଧାନର ଶୁଭାରମ୍ଭ କରାଯାଇଛି ଯାହା ଡିଜାଇନ୍ ଦୃଷ୍ଟିରୁ ସାର୍ବଭୌମ, ସୁରକ୍ଷିତ ଓ ଭବିଷ୍ୟତ ପାଇଁ ସ୍ଥାୟୀ। ଟିସିଏସ୍ ପକ୍ଷରୁ ଟିସିଏସ୍ ସୋଭରେନ୍ ସିକ୍ୟୁର୍…

ଆକ୍ସିସ୍ ଫାଇନାନ୍ସ ପକ୍ଷରୁ ଇଡବ୍ଲୁଏସ୍ ଓ ଏଲ୍‌ଆଇଜି ଗୃହ ଗ୍ରାହକଙ୍କ ପାଇଁ ଦିଶା ଗୃହ ଋଣର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଦ୍ରୁତ ଅଭିବୃଦ୍ଧିଶୀଳ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଆକ୍ସିସ୍ ଫାଇନାନ୍ସ ଲିମିଟେଡ୍ (ଏଏଫ୍‌ଏଲ୍‌) ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ଆକ୍ସିସ୍ ଫାଇନାନ୍ସ ଦିଶା ଗୃହ ଋଣର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଉତ୍ପାଦର ଲକ୍ଷ୍ୟ ହେଉଛି ଅର୍ଥନୈତିକ ଦୁର୍ବଳ…

କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ସଫଳତାର ସହ ଶେଷ

୧୦ ଦିନ ଧରି ଚାଲିଥିବା ଏହି ମେଗା ଇଭେଣ୍ଟରେ ରେକର୍ଡ ଦର୍ଶକଙ୍କ ଆଗମନଭୁବନେଶ୍ୱର: ଗୃହ ନିର୍ମାଣ ଓ ଆଭ୍ୟନ୍ତରୀଣ ଡିଜାଇନ୍ କ୍ଷେତ୍ରରେ ଉଦ୍ଭାବନ ଓ ଉତ୍କର୍ଷତାର ୧୦ ଦିନିଆ ଉତ୍ସବର ସମାପନ ଅବସରରେ କ୍ରେଡାଇ ଓଡ଼ିଶାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ହୋମ୍ ଆଣ୍ଡ ଡେକୋର ଏକ୍ସପୋ-୨୦୨୫ ଆଜି ଏକ