Browsing Category
ବାଣିଜ୍ୟ
କରୋନା ରେମେଡିଜ ଲିମିଟେଡ ପକ୍ଷରୁ ୮୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: କ୍ରିସକ୍ୟାପିଟାଲ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ସେପିଆ ଇନଭେଷ୍ଟମେଂଟ ସମର୍ôଥତ ସଂସ୍ଥା କରୋନା ରେମେଡିଜ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ମହିଳା ସ୍ୱାସ୍ଥ୍ୟ ସେବା,…
କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରୁଛି ଟିପିଏନ୍ଓଡ଼ିଏଲ୍ ଏଚଓଟିଟି ସେଣ୍ଟର
ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଏହାର ପାଂଚଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ହାଣ୍ଡ୍ସ-ଅନ୍ ଟେକ୍ନିକାଲ୍ ଟ୍ରେନିଂ (ଏଚ୍ଓଟିଟି) କେନ୍ଦ୍ରର ନେଟ୍ୱର୍କ ଜରିଆରେ କର୍ମଚାରୀଙ୍କ ବିକାଶ ଓ…
ଟିପିଏସ୍ଓଡିଏଲ୍ ପକ୍ଷରୁ ବୌଦ୍ଧରେ ଭରସାଯୋଗ୍ୟ ବିଜୁଳି ସେବା ପାଇଁ କଣ୍ଟାମାଳ ପିଏସ୍ଏସର କ୍ଷମତା ବୃଦ୍ଧି
ବ୍ରହ୍ମପୁର, ୨୦୨୫: ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସ୍ଥିତ ପାୱାର ସବଷ୍ଟେସନର କ୍ଷମତା ବୃଦ୍ଧି ଏବଂ ଉନ୍ନତିକରଣ କରାଯାଇଛି। ଗ୍ରୀଷ୍ମକାଳୀନ…
ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚରର ଚତୁର୍ଥ ତ୍ରୈମାସିକରେ ନିଟ ଲାଭ ୫୭% ବୃଦ୍ଧି
ଭୁବନେଶ୍ୱର: ଜେଏସଡବ୍ଲୁ ଗ୍ରୁପର ଅଂଶ ତଥା ଦେଶର ଦ୍ୱିତୀୟ ସର୍ବବୃହତ ଘରୋଇ ବାଣିଜ୍ୟିକ ବନ୍ଦର ଅପରେଟର ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ନିଟ ଲାଭ ୫୭ ପ୍ରତିଶତ ବୃଦ୍ଧି…
ରଥଯାତ୍ରା ୨୦୨୫; ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ଓଡିଶା ସରକାର ଏବଂ ଟାଟା ପାୱାରର ଏକ ଯୌଥ ଉଦ୍ୟୋଗ ଟିପିସିଓଡିଏଲ୍ ପୁରୀର ପବିତ୍ର ରଥଯାତ୍ରା ସମୟରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ଦୋହାରାଇଛି। ଏହି ମହାନ୍ ଉତ୍ସବ ସମୟରେ ପୁରୀ ସହରରେ ୭୪ ମେଗାୱାଟ୍ ପିକ୍ ଭାର ପୂରଣ କରିବା ପାଇଁ ୧୭୦…
ଓଡ଼ିଶାର ୫ଜି ଫିକ୍ସଡ୍ ୱାୟାରଲେସ୍ ବଜାରରେ ଜିଓର ଦବଦବା, ୮୬ ପ୍ରତିଶତରୁ ଅଧିକ ଗ୍ରାହକ: ଟ୍ରାଇ ତଥ୍ୟ
ଭୁବନେଶ୍ୱର: ସାରା ରାଜ୍ୟରେ ଏହାର ଦ୍ରୁତତମ ଏବଂ ସର୍ବବୃହତ ଟ୍ରୁ ୫ଜି ନେଟୱାର୍କ ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) କ୍ଷେତ୍ରରେ ଏହାର ଆଧିପତ୍ୟକୁ ଆହୁରି ଅଧିକ ସୁଦୃଢ଼କରିଛି। ଜିଓ ଏୟାରଫାଇବର ରାଜ୍ୟରେ ୮୬ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ!-->…
ବେନେଲି, କିୱେ, ମୋଟୋ ଭଲ୍ଟ ପକ୍ଷରୁ ଭୁବନେଶ୍ୱରରେ ନୂଆ ଡିଲରସିପ ଉଦ୍ଘାଟିତ
ଭୁବନେଶ୍ୱର : ବେନେଲି, କୀୱେ, ମୋଟୋ ଭଲ୍ଟ ଇଣ୍ଡିଆ, ଉନ୍ନତ ଉପଲବ୍ଧତା ଓ ପ୍ରିମିୟମ ଗ୍ରାହକ ସେବା ପ୍ରଦାନ କରିବା ପାଇଁ ଏହାର ଭୁବନେଶ୍ୱର ଡିଲରସିପକୁ ଏକ ନୂଆ ରଣନୈତିକ ସହଯୋଗୀ- ଶ୍ରୀ ମୋଟର୍ସକୁ ପୁନଃଆବଂଟିତ କରିଥିବା ସମ୍ପର୍କରେ ଘୋଷଣା କରିଛି । ନୂଆ କରି ଲଂଚ ହୋଇଥିବା ଏହି!-->!-->!-->…
କାନାରା ଏଚ୍ଏସ୍ବିସି ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍ଏଚ୍ପି…
ଭୁବନେଶ୍ୱର: କାନାରା ଏଚ୍ଏସ୍ବିସି ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। କମ୍ପାନିର ପ୍ରମୋଟର…
ଅର୍ବାନ୍ କମ୍ପାନି ଲିମିଟେଡ୍ ପକ୍ଷରୁ ଆଇପିଓ ଜରିଆରେ ୧୯୦୦ କୋଟି ଟଙ୍କା ଉଠାଣ ପାଇଁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ହୋମ୍ ଓ ବିଉଟି ବର୍ଗରେ ପ୍ରଯୁକ୍ତି ଆଧାରିତ କମ୍ପାନି ଭାବେ ପରିଚାଳିତ ହେଉଥିବା ଅର୍ବାନ୍ କମ୍ପାନି ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ୍ ପବ୍ଲିକ୍…
ଜଣେ ଛୋଟ ସହରର ପ୍ରାଥୀଙ୍କ ସିଭିଲ ସର୍ଭିସ ପାଇଁ ସଂକଳ୍ପ ଓ ଶୃଙ୍ଖଳାର ଯାତ୍ରା
ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା ପାଇଁ କାସେ ସୁହିତା ଅନୁପମଙ୍କ ମାର୍ଗ ଥିଲା ଏକ ଅଭିଳାଷ, ଶାନ୍ତ ସ୍ଥିରତା ଏବଂ ବର୍ଷ ବର୍ଷର ଶୃଙ୍ଖଳିତ ପ୍ରୟାସର କାହାଣୀ। ବର୍ତମାନ ସେ ଜନସେବାରେ ଅନ୍ୟତମ ସମ୍ମାନଜନକ ଭୂମିକାରେ ପାଦ ରଖିଥିବାରୁ ଛୋଟ ସହରରୁ ଆସିଥିବା ଯୁବ ଆଶାୟୀମାନଙ୍କ ତାହା ଏକ…