Browsing Category
ବାଣିଜ୍ୟ
ଟାଟା ଷ୍ଟିଲ୍ ଫାଉଣ୍ଡେସନ ଓ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ ପକ୍ଷରୁ ଦୁଇଦିନିଆ କନ୍କ୍ଲେଭ୍ ‘ଅରୁଣିମା…
କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ଇସ୍ପାତ ଓ ଖଣି, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ
୭ମ ଶ୍ରେଣୀରୁ ସ୍ନାତକ ପ୍ରଥମ ବର୍ଷ ପର୍ଯ୍ୟନ୍ତ ମୋଟ ୭୪୫ ଛାତ୍ରଛାତ୍ରୀଙ୍କୁ ୭୩ ଲକ୍ଷ ଟଙ୍କାର…
ମାନ୍ୟବର ଉପରାଷ୍ଟ୍ରପତିଙ୍କ ଦ୍ୱାରା ଗୋପିଚନ୍ଦ ହିନ୍ଦୁଜାଙ୍କ ପୁସ୍ତକ “ଆଇ ଆମ୍?’ ଉନ୍ମୋଚିତ
ଭୁବନେଶ୍ୱର: ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଏନକ୍ଲେଭରେ ଏକ ସୁନ୍ଦର କାର୍ଯ୍ୟକ୍ରମରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଏବଂ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀ ଗୋପିଚନ୍ଦ ପି. ହିନ୍ଦୁଜାଙ୍କ ସଂକଳିତ ପୁସ୍ତକ "ଆଇ ଆମ୍?’କୁ ଉନ୍ମୋଚନ କରିଛନ୍ତି । ଏହି!-->…
ସବୁଜ ଶକ୍ତି କ୍ଷେତ୍ରରେ ଯୁବପିଢିଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ "ହାଉସହୋଲ୍ଡ ସୋଲାର ଚାମ୍ପିଅନ" ଶୀର୍ଷକ ସାର୍ଟିଫିକେଟ କୋର୍ସ ଆରମ୍ଭ କରିଛି। ଏଥିରେ ଯୁବପିଢିଙ୍କୁ ସୌର ଶକ୍ତି ସମ୍ବନ୍ଧୀୟ!-->…
ଆଟଲାଂଟା ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଭାରତରେ ଶକ୍ତି ଓ ଇନଭର୍ଟର ଡ୍ୟୁଟି ଟ୍ରାନ୍ସଫରମର୍ର ଅନ୍ୟତମ ଅଗ୍ରଣୀ ନିର୍ମାତା ଆଟଲାଂଟା ଇଲେକ୍ଟ୍ରିକାଲ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍…
ଆଜାକ୍ସ ଇଞ୍ଜିନିୟରିଂ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୫ ଫେବ୍ରୁଆରି ୧୦ ସୋମବାର ଖୋଲିବ
ଭୁବନେଶ୍ୱର: ଆଜାକ୍ସ ଇଞ୍ଜିନିୟରିଂ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୫ ଫେବ୍ରୁଆରି ୧୦, ସୋମବାର ଖୋଲିବ। ଆଙ୍କର ନିବେଶକମାନେ ଅଫରର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୫ ଫେବ୍ରୁଆରି ୭ ତାରିଖରେ ବିଡ ଦାଖଲ କରିପାରିବେ। ଅଫରର ବିଡ ୨୦୨୫ ଫେବ୍ରୁଆରି ୧୨, ବୁଧବାର ଦିନ ବନ୍ଦ…
ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍ୟୁଭିର ସମସ୍ତ ୯ ଭାରିଆଂଟ୍ର ବୁକିଂ ୨୦୨୫ ଫେବ୍ରୁଆରି ୧୪ରୁ ଖୋଲିବ
ଭୁବନେଶ୍ୱର: ବିଶ୍ୱସ୍ତରୀୟ ସୁବିଧାସୁଯୋଗ ସହିତ ମହିନ୍ଦ୍ରାର ଇଲେ୍କ୍ଟ୍ରିକ୍ ଅରିଜିନ୍ ଏସ୍ୟୁଭି ନୂତନ ମାନଦଣ୍ଡ ନିର୍ଧାରଣ କରିବା ସହ ଭାରତ ପାଇଁ ଗୌରବର ମୁହୂର୍ତ ସୃଷ୍ଟି କରିଛି। ଗ୍ରାହକଙ୍କ ପକ୍ଷରୁ ଏହି ବିଶ୍ୱସ୍ତରୀୟ ଏସ୍ୟୁଭିକୁ ବିଭିନ୍ନ ଦାମ୍ରେ ପାଇବା ଲାଗି ମିଳିଥିବା…
ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ମିଟରରେ ହେରଫେର ର୍ୟାକେଟ୍ର ପର୍ଦ୍ଦାଫାଶ
ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ କଟକ ଜିଲ୍ଲାରେ ଏକ ମିଟର ଟ୍ୟାମ୍ପରିଂ ର୍ୟାକେଟ୍ର ପର୍ଦ୍ଦାଫାଶ କରାଯାଇଛି। ୨୦୨୫ ଫେବ୍ରୁଆରି ୨ ତାରିଖରେ ଆଠଗଡ଼ ପୋଲିସ ପକ୍ଷରୁ ସନ୍ଦିଗ୍ଧ ଅପରାଧିଙ୍କୁ ଗିରଫ କରାଯାଇ ସେମାନଙ୍କୁ ପୋଲିସ…
ଗୋଦରେଜ ପକ୍ଷରୁ ଭୁବନେଶ୍ୱରରେ ଦୁଇଟି ନୂଆ ଇଂଟେରିଓ ଷ୍ଟୋରର ଶୁଭାରମ୍ଭ
ଭୁବନେଶ୍ୱର: ଗୋଦରେଜ ଏଂଟରପ୍ରାଇଜେସର ଆସବାବପତ୍ର କମ୍ପାନି ଇଂଟେରିଓ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରରେ ଦୁଇଟି ନୂଆ ଷ୍ଟୋର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଦୁଇ ଷ୍ଟୋର ଯଥାକ୍ରମେ ୫୦୦୦ ଓ ୪୫୦୦ ବର୍ଗଫୁଟରେ ବ୍ୟାପ୍ତ ଯାହା ପୂର୍ବ ଭାରତରେ କମ୍ପାନିର ଖୁଚୁରା ଉପସ୍ଥିତିକୁ ସୁଦୃଢ଼ କରିପାରିଛି।…
ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ପୋଖରାସାଲେଠାରେ ନୂତନ 33/11 କେ.ଭି. ପାୱାର ସବ୍-ଷ୍ଟେସନର ସ୍ଥାପନ
ବୁର୍ଲା, 05.09.2024: ବିଦ୍ୟୁତ୍ ବିତରଣର ଗୁଣବତ୍ତା ପାଇଁ ଏହାର ଭିତ୍ତିଭୂମି ସୁଦୃଢ କରିବା ପଦକ୍ଷେପର ଏକ ଅଂଶ ଭାବରେ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ପୋଖରାସାଲେଠାରେ ଏକ ନୂତନ 33/11 କେ.ଭି. ପାୱାର ସବ୍-ଷ୍ଟେସନର ସ୍ଥାପନ କରାଯାଇଅଛି, ଯାହାକୁ ଚାର୍ଜ…
ଟାଟା ଷ୍ଟିଲ୍ର ପଙ୍କଜ ସତିଜାଙ୍କୁ ସମ୍ମାନଜନକ ଆଲୁମ୍ନସ୍ ପୁରସ୍କାର
ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମାଇନ୍ସ), ଧାନବାଦ ପକ୍ଷରୁ ଟାଟା ଷ୍ଟିଲ୍ର ଫେରୋ ଆଲୟଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ (ଏଫ୍ଏଏମ୍ଡି)ର ଏକ୍ଜିକ୍ୟୁଟିଭ୍ ଇନ୍-ଚାର୍ଜ ପଙ୍କଜ ସତିଜାଙ୍କୁ ୨୦୨୪ ବର୍ଷ ପାଇଁ “ଭାସ୍କର ଭଟାଚାର୍ଜୀ ସ୍ମାରକୀ…